ଓଡିଶାକୁ ନିର୍ଧୁମ ବର୍ଷା, ଆସୁଛି ବଡ଼ ରିପୋର୍ଟ – ଏହି ସବୁ ଜିଲ୍ଲାକୁ ରହିଛି ବର୍ଷା

barish

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ପାଣିପାଗ ବିଭାଗ ରୁ ଆସିଲା ବଡ ରିପୋର୍ଟ ଏଥର କମିବ ଗରମ ଏବଂ ବଢିବ ଘନ କୁହୁଡୀ ,ସାଙ୍ଗ କୁ ବର୍ଷା , ତେବେ ଆସନ୍ତୁ ଜାଣି ନେବା କଣ ରହିଛି ଏହାକୁ ନେଇ ପାଣି ପାଗ ବିଭାଗ ର ରିପୋର୍ଟ ତେବେ ଏହି ବିଷୟ ରେ ଜାଣିବା ପୂର୍ବ ରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ଜାଣି ପାରିବେ ,

ଆସନ୍ତା‌ ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ତାହାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ, ଗୁରୁବାର ପୂର୍ବାହ୍ନ ସୁଦ୍ଧା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଜିଲ୍ଲାର କେତେକ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ସହ ବଜ୍ରପାତ ହୋଇପାରେ ।

rain

ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଉପରୋକ୍ତ ଜିଲ୍ଲା ସମେତ ସୋନପୁର, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭବନା ରହିଛି। ଏହି ସମୟ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବ‌ୈଶାଖୀ ହୋଇପାରେ ‌ବୋଲି ପାଣିପାଗ କେନ୍ଦ୍ର କହିଛି।

ଭୂବନେଶ୍ୱର ସମେତ ଦକ୍ଷିଣ ଉପକୂଳ ରେ ପାଞ୍ଚ ତାରିଖ ଏବଂ ଛଅ ତାରିଖ ମଧ୍ୟ ରେ ପ୍ରାୟ ଏକ ଡୀଗ୍ରୀ ବଢି ଆଠ ତାରିଖ ପର୍ଯ୍ୟନ୍ତ ଅପରିବର୍ତିତ ରହିବ ସେହି ପରି 8 ତାରିଖ ରୁ ଏହା ବୃଦ୍ଧି ହୋଇ 13 ତାରିଖ ପର୍ଯ୍ୟନ୍ତ ଏହା 5 ଡୀଗ୍ରୀ ପର୍ଯ୍ୟନ୍ତ ବଢିିବ , ଉତ୍ତର ଆଭ୍ୟନ୍ତରଣ ଏବଂ ଉତ୍ତର ଓଡିଶାରେ 6 ତାରିଖ ରେ ପାଗ ଆଶିଂକ ମେଘୁଆ ରହିବ ଛଅ ଏବଂ ସାତ ତାରିଖ ରେ ମେଘୁଆ କରିବା ସହିତ ପାଗ କୋହଲା କରିବ ,

rains

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

 

Leave a Reply

Your email address will not be published. Required fields are marked *