ଏହି ହିରୋଙ୍କୁ ପ୍ରେମ କରୁଛନ୍ତି ଆପଣଙ୍କର ପ୍ରିୟ ଚଳଚ୍ଚିତ୍ର ହିରୋଇନ୍ ପୁନମ୍ ….।

punnam-mishra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ କଥା ହେବା ପୁନମ୍ ଙ୍କ ଲଭ୍ ସଂମ୍ପର୍କରେ । ତେବେ କହିବା ପାଇଁ ଗଲେ ପୁନମ୍ ଏହି ଦିନରେ ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ସେମିତିରେ ଆପଣ ମାନଙ୍କୁ ଶୁଣି ଆଶ୍ଚର୍ଯ୍ୟ ହେବେ କି ଏହି ଦିନରେ ସେ ରିୟାଜ୍ ଙ୍କ ପ୍ରେମ ରେ ପଡି ଜାଇଛନ୍ତି । ତେବେ ଆପଣ ମାନେ ଏଠାରେ ନିଶ୍ଚିତ ଭାବେ ଭାବୁ ଥିବେ କି ଏହି ରିୟାଜ୍ ଜଣଙ୍କ କିଏ । ତେବେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବା ପାଇଁ ଚାହିଁବୁ କି । ସେ ବହୁତ ସିରିଏଲ ଏବଂ ବହୁତ ଗୁଡ଼ିଏ ୱେବ୍ ସିରିଜ୍ ମାନଙ୍କ ରେ ଡିରେକ୍ଟର ରହିଛନ୍ତି ।

punam3

ସେହି ପରି ଭାବେ ସେ ବହୁତ ଚଳଚିତ୍ରରେ ମଧ୍ୟ ସେ ଡିରେକ୍ଟର ଭାବେ କାର୍ଯ୍ୟ କରି ସାରିଛନ୍ତି । ତେବେ ସେହି ପରି କ୍ଷେତ୍ର ରେ ରିୟାଜ୍ ଏବଂ ପୁନମ୍ ଦୁହେଁ ଦୁହିଁଙ୍କୁ ବହୁତ ପରିମାଣ ରେ ଭଲ ପାଉଛନ୍ତି କାରଣ ସେମାନଙ୍କୁ ବର୍ତମାନ ସମୟ ରେ ବହୁତ ସ୍ତାନ ମାନଙ୍କ ରେ ଦେଖିବା ପାଇଁ ମିଳିଛୁ । ସେମାନେ ନିଜ ନିଜର ପ୍ରେମ ସଂମ୍ପର୍କ କୁ ନେଇ ନିଜର ସୋସିଆଲ ମିଡ଼ିଆ ସାଇଡ଼୍ ରେ ଖୁବ୍ ବ୍ୟସ୍ତ ରହିଛନ୍ତି । ସେମାନେ ସେହି ଠାରେ ସଂମ୍ପର୍ଣ୍ଣ ଭାବେ ପ୍ରକାସ କରିଛନ୍ତି କି ସେମାନେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଛନ୍ତି । ଆଗାମୀ ଦିନ ମାନଙ୍କ ରେ ସେମାନେ ବାହା ହେବେ ବୋଲି ପ୍ରତିଶୃତି ଦେଇ ଥିବାର ଦେଖିବା ପାଇଁ ମିଳିଛି ।

punam2

ଏହି ଦିନରେ ପୁନମ୍ ଙ୍କର ଭଉଣୀଙ୍କ ବିବାହ ଘର ନି୍କଟରେ ଏମାନଙ୍କୁ ଦେଖିବା ପାଇଁ ମିଳି ଥିଲେ । ତେବେ ସେମାନେ ସେହି ଠାରେ ବହୁତ ଖୁସି ଏବଂ ପ୍ରେମ ପୂର୍ଣ୍ଣ ଭାବେ ମିଳା ମିଶା କରି ଥିଲେ । ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଯୋଡି ଟି ତ ବହୁତ ଭଲ ଲାଗୁ ଥିବ କାରଣ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ସର୍ଭେ ହିସାବ ରେ 90 ପ୍ରତିଶତ ଲୋକ ମାନଙ୍କୁ ଏହି ଯୋଡି କୁ ବହୁତ ପରିମାଣ ରେ ପସନ୍ଦ କରିଛନ୍ତି । ସେହି ପରି ଭାବେ ଆପଣ ମାନଙ୍କୁ ଏହି ଯୋଡି କେମିତି ଲାଗୁଛନ୍ତି ଆମକୁ କମେଣ୍ଟ ବକ୍ସ ରେ ମତାମତ ଦିଅନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *