କେତେବି ପୁରୁଣା ମଦୁଆ ହୋଇଥାଉ, ଏହାର ସେବନ ଦ୍ୱାରା ମଦ ଛାଡିଦେବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଲୋକ ମାନେ ପ୍ରାୟତଃ ସମୟ ରେ ମଦର ସେବନ କରୁଛନ୍ତି । କିଛି ଲୋକ ଖୁସୀ ରେ ପିଇଥାନ୍ତି ଏବଂ କିଛି ଲୋକ ମାନେ ପ୍ରତି ଦିନ ପିଇପିଇ ଅଭ୍ୟାସ ରେ ପଡିଗଲେଣି । ଯଦି ଆପଣ ମାନେ ମଦ ଛାଡିବା ପାଇଁ ଚାହାଁନ୍ତି ତେବେ ଆଜିର ପୋଷ୍ଟ ଆପଣ ମାନଙ୍କୁ ବହୁତ ସାହାଯ୍ୟ କରିବ । ଆଜି ଆମେ ଏମିତି ଏକ ଚମତ୍କାରୀ ଉପଚାର ନେଇ ଆସିଛୁ ଜାହାର ବ୍ୟବହାର କରି ବହୁତ ପୁରୁଣା ମଦ ନିଶା କୁ ବି ଦୂର କରି ପାରିବେ । କେବେ ବି ଆପଣ ମାନେ ମଦର ସେବନ କରିବା କଥା ନୁହେଁ ।

କାରଣ ଥରେ ଯଦି ଆପଣ ସେହି ଅଭ୍ୟାସ ରେ ପଡିଗଲେ ତେବେ ମୃତ୍ୟୁ ସୁନିଶ୍ଟିତ । ତେବେ ସେହିଥି ପାଇଁ ଆମର ଏହି ରମେଡି ବିଷୟ ରେ ଆପଣ ମାନଙ୍କୁ ଜଣେଇବୁ । ତେବେ ଏହା ପାଇଁ ଆପଣ ମାନଙ୍କୁ ଜାହା ପ୍ରଥମେ ଜରୁରୀ ତାହା ହେଲା ସୁଣ୍ଠୀ ପାୱଡର । ମଦର ଅଧିକ ସେବନ କରିଲେ ଶରୀର ରେ ସଲଫର ର ମାତ୍ରା କମ୍ ହୋଇଯାଏ ଜାହାକୁ ସୁଣ୍ଠୀ ପାୱଡର ପୂରଣ କରିବା ପାଇଁ ବହୁତ ଅଧିକ ସାହାଯ୍ୟ କରେ ।

drinking

ଦ୍ୱତୀୟ ରେ ଆପଣ ମାନଙ୍କୁ ଜୁଆଣୀ ର ଆବଶ୍ୟକତା ପଡିବ । ବନ୍ଧୁଗଣ ମଦ ଛାଡିବା ଦ୍ୱାରା ପେଟରେ ଗଣ୍ଠୀ ବାନ୍ଧି ହୋଇଯାଏ ବା ଆପଣ ମାନଙ୍କ ପେଟରେ ବହୁତ ଅଧିକ କଷ୍ଟ ହୋଇଥାଏ । ଏହିଥି ପାଇଁ ପ୍ରଥମେ ଏକ ପ୍ୟାନ ଗ୍ୟାସ ରେ ବସାନ୍ତୁ ଏବଂ ଏହିଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ । ଏହା ସେହିଥିରେ ଏକ ଚାମଚ ସୁଣ୍ଠୀ ପାୱଡର ମିଶାନ୍ତୁ ପରେ ଏଥିରେ ଏକ ଚାମଚ ଜୁଆଣି ପକାନ୍ତୁ ।

ଏବେ ସେହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯତେବେଳ ଯାଏ ଏହା ଫୁଟି ଅଧା ଗ୍ଲାସ ହୋଇନାହିଁ । ଏବେ ପାଣି କୁ ଥଣ୍ଡା ହେବା ପାଇଁ ଚାଡନ୍ତୁ । ଏବେ ଆମର ରମେଡି ପ୍ରସ୍ତୁତ ମଦ ଛାଡିବା ପାଇଁ ଆପଣ ମାନେ ଏହକୁ ସକାଳୁ ଥରେ ବନାନ୍ତୁ ଏବଂ ଏହାକୁ ଥଣ୍ଡା କରି ସଂନ୍ଧ୍ୟାରେ ସେବନ କରନ୍ତୁ ସଂନ୍ଧ୍ୟା ରେ ପ୍ରସ୍ତୁତ କରିଥିବା ରମେଡି ର ସେବନ ସକାଳେ କରନ୍ତୁ । ଦେଖିବେ ବହୁତ ପୁରୁଣା ମଦ ନିଶା ଛାଡିଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *