ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ କିଛି ଦିନ ତଳେ ନିଶା ମହାରଣା ବହୁତ ଜୋରରେ ତେଜିବାରେ ଲାଗିଥିଲା । ଏବଂ ସେହି ସମୟ ରେ ସେ ମିଡିଆ ସାମ୍ନାରେ ଦେଇଥିବା ମନ୍ତବ୍ୟ ଅନୁସାରେ ମଧ୍ୟ ସେ ସେହି ସମୟ ରେ ବହୁତ ଚର୍ଚ୍ଚା ରେ ରହିଥିଲେ । ଏହି ନେଇ ଅନେକ ଜନସାଧାରଣ ଙ୍କ ର ସୋମାଲୋଚନା ର ଶୀକାର ମଧ୍ୟ ସେ ହୋଇଥିଲେ । ବହୁତ ଲୋକ ମାନେ ତାଙ୍କ ପ୍ରତି ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ ।
ଏବଂ ବନ୍ଧୁଗଣ ବର୍ତମାନ ସମୟ ରେ ଜାହା ବହୁତ ବଡ ଖବର ସାମ୍ନାକୁ ଆସିଛି ଜାହା ଜାଣିବା ପରେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ କି ନିଶା ମହାରଣା ଙ୍କ ପାଇଁ ତାଙ୍କର ନିଜ ବାପା ମାଆ ମଧ୍ୟ ବର୍ତମାନ ସମୟ ରେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି । ଏବଂ ନିଶା ମହାରଣା ନିଜକୁ ସନି ଲିୟନି ବୋଲି ପଦର୍ଶନ କରିବାର ସେହି ପଦଟିଏ କଥା ଟି ବର୍ତମାନ ସମୟ ରେ ତାକୁ ଅପଦସ୍ତ କରେଇଛି ।
ଏହି ସଂମ୍ପର୍କ ରେ ଏବେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଜାଣିସାରିଛନ୍ତି । ଏହି କିଛି ଦିନରେ ତାଙ୍କୁ ଯେଉଁ ଭଳି ଭାବେ ସାମାଜିକ ଗଣମାଧ୍ୟମ ସାମ୍ନାରେ ପଦର୍ଶନ କରାଗଲା ସେହିଥିରେ ତାଙ୍କର ବାପା ମାଆ ବହୁତ ଅପଦସ୍ତ ହୋଇଥିବା ବେଳେ ସେମାନେ ଲଜ୍ୟାରେ ଭିଟା ମାଟି ଛାଡିଥିବାର ଦେଖିବା ପାଇଁ ମିଳିଛି । ନିଶା ମହାରଣା ଙ୍କ ଅସଲ ନାମ ହେଉଛି ନିଶା ମଲ୍ଲିକ । ସେ କେନ୍ଦ୍ରାପଡ଼ା ଜିଲ୍ଳାର ନାଗପଡ଼ା ବ୍ଲକ୍ ର ନିଶା ମଲ୍ଲିକ ।
ସେ ସାତ ବର୍ଷ ପୂର୍ବେ ମାଟ୍ରିକ ପାସ କରିଥିଲେ । ପରିବାର ର ଦାରିଦ୍ର୍ୟ ଯୋଗୁଁ ସେ ଆଲବମ ରେ କାମ କରିବାକୁ ଭୁବନେଶ୍ଵର ଆସିଥିଲେ । ସେହି ଦିନଠାରୁ ବିଭିନ୍ନ ପର୍ବପର୍ବାଣୀ ରେ ସେ ମଧ୍ୟ ତାଙ୍କ ଘରକୁ ଆସୁଥିଲେ । କିଛି ଦିନ ତେଳେ ସେ ଯୁବ ପିଢୀ ଙ୍କୁ ଉତ୍ତେଜିତ କରିବା ପାଇଁ ଛୋଟ ଡ୍ରେସ ପିନ୍ଧିବା ଉପରେ ମଧ୍ୟ ମନ୍ତବ୍ୟ ପ୍ରଦାନ କରିଥିଲେ ।
ଏହାପରେ ଗାଆଁ ଗଣ୍ଡା ରେ ତାଙ୍କ ବାପା ମାଆ ଙ୍କ ଉପରେ ମଧ୍ୟ ଅନେକ କଥା ଉଠିଲା । କେନ୍ଦ୍ରାପଡ଼ା ଜିଲ୍ଳାର ବିଭିନ୍ନ ଅନୁଷ୍ଠାନ କେନ୍ଦ୍ରାପଡ଼ା ର ବିଭିନ୍ନ ଥାନାରେ ନିଶା ମହାରଣା ଙ୍କ ନାମରେ ମଧ୍ୟ ଅନେକ ଅଭିଯୋଗ ମଧ୍ୟ ହୋଇଥିବାର ଦେଖିବା ପାଇଁ ମିଳିଛି । ତେବେ ଏହା ସହିତ ତାଙ୍କର ପରିବାର ଲୋକ ଙ୍କୁ ନିଶା ଙ୍କ ଏହି ପରି କାଣ୍ଡ ପାଇଁ ଅନେକ ଟାହି ଟାପୁରା ମଧ୍ୟ ସୁଣିବା କୁ ମିଳିଥିବା ବେଳେ ଏବେ ପରିବାର ଲୋକ ବାଧ୍ୟ ହୋଇ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।