ଏହି ୬ ଟି ସ୍ବପ୍ନ ଭଲ ସମୟ ଆସିବାର ସଂକେତ ଦେଇଥାଏ….। କଣ ଆପଣ ଦେଖୁଛନ୍ତି କି ?

dream

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ମାନେ ଶୋଇବା ପୂର୍ବ ରୁ ଯେଉଁ ସବୁ ଜିନିଷ କୁ ଦେଖି ଥାନ୍ତି । ସେହି ସବୁ କୁ ବି ସ୍ୱପ୍ନ ରେ କେବେ କେବେ ଦେଖିବା ପାଇଁ ମିଳି ଥାଏ । ଯଦି ବାସ୍ତୁ ସାସ୍ତ୍ର ବିଷୟ ରେ କହିବୁ ତେବେ ସ୍ୱପ୍ନ ଦ୍ୱାରା ଭଗବାନ ମଣିଷ ର ନିକଟ ବର୍ତ୍ତି ହୁଅନ୍ତି ବୋଲି କୁହା ଜାଇଛି । ଏମିତି ବି କୁହା ଜାଇଛି କି ସିଧା ସଳଖ ଭଗବାନ ଲୋକ ଙ୍କୁ ସଂଙ୍କତ ନ ଦେଇ ସେ ଏହି ସ୍ୱପ୍ନ ଦ୍ୱାରା ଆମକୁ ଶଂକେତ ଦେଇ ଥାନ୍ତି । ଏବଂ ଏଥିରେ ସେହି ମନୁଶ୍ୟ ର ଭଲ ବା ଖରାପ୍ ସମୟ ଆସୁ ଥିବା ବିଷୟ ରେ କହି ଥାନ୍ତି । ଏଠାରେ ଆମେ ଆପଣ ମାନଙ୍କୁ ଭଲ ସମୟ ଆସିବା ପୂର୍ବ ଯେଉଁ ସବୁ ସଂଙ୍କେତ ମିଳି ଥାଏ ସେହି ବିଷୟ ରେ କହିବୁ ।

dream2

ସ୍ୱପ୍ନରେ ଯଦି ଆପଣ ମାନେ ନାଚୁ ଥିବା ବା ବସି ଥିବା ମୟୁର କୁ ଦେଖନ୍ତି ତେବେ ଭାବି ନିଅନ୍ତୁ କି ଆପଣ ମାନଙ୍କ ଭଲ ସମୟ କିଛି ଦିନ ମଧ୍ୟ ରେ ଆସିବା ପାଇଁ ଜାଉଛି । ବହୁତ ସମୟ ରେ ଧଳା ସାପ କୁ ସ୍ୱପ୍ନ ରେ ଦେଖିଲେ ବହୁତ ଲୋକ ମାନେ ଡରି ଜାଇ ଥାନ୍ତି । ହେଲେ ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଯଦି ଆପଣ ମାନେ କେବେ ଏହି ଧଳା ସାପ କୁ ଦେଖନ୍ତି ତେବେ ଏହା ଆପଣ ମାନଙ୍କ ଭଲ ସମୟ ଆସିବାର ସଂଙ୍କେତ ବୋଲି ଭାବନ୍ତୁ । ସେହି ପରି ବେଳେ ଯଦି ଆପଣ ମାନେ ଶଙ୍ଖ କୁ ସ୍ୱପ୍ନ ରେ ଦେଖନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ପାଇଁ ଏହା ଆପଣ ମାନଙ୍କ ପରିବାର ଶୁଖ ସାନ୍ତି ଆସିବାର ସଂଙ୍କେତ ହୋଇ ଥାଏ ।

dream3

ଯଦି ଆପଣ ମାନଙ୍କୁ ଧଳା ପେଚା ଦେଖିବା ପାଇଁ ମିଳେ ତେବେ ସେମିତି କ୍ଷେତ୍ର ରେ ଏହା ଆପଣ ମାନଙ୍କ ଧନ ପ୍ରାପ୍ତି ର ସଂଙ୍କେତ ହୋଇ ଥାଏ । ଆପଣ ମାନେ କେବେ ବି କ୍ଷେତ ମଧ୍ୟ ରେ ଛତା ଧରି ଜାଉ ଥିବାର ଦେଖନ୍ତି । ତେବେ ସେମିତି ବେଳେ ଆପଣ ମାନ ସମୃଦ୍ଦି ଏବଂ ଲୋକ ପ୍ରିୟତା ବହୁତ ପରିମାଣ ରେ ବଢିବା ପାଇଁ ଜାଉଛି ବୋଲି ଆପଣ ମାନେ ଭାବି ନିଅନ୍ତୁ । ସେହି ପରି ବେଳେ ସେଷ ରେ ଯଦି ଆପଣ ମାନେ କୋଇଲା କୁ ସ୍ୱପ୍ନ ରେ ଦେଖନ୍ତି ତେବେ ଏହା ଆପଣ ମାନଙ୍କ ପାଇଁ ବି ବହୁତଚ ପରିମାଣ ରେ ଶୁଭ ହୋଇ ଥାଏ ଆପଣ ମାନେ ସୁଖ ଶାନ୍ତି ର ପ୍ରାପ୍ତି କରିବା ପାଇଁ ଜାଉଛନ୍ତି ବୋଲି ଭାବି ନିଅନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *