ଆଗାମୀ ୩୩ ବର୍ଷ ପର୍ଯ୍ୟନ୍ତ ଏହି ସବୁ ରାଶିଙ୍କ ଜୀବନରେ ଆସିବ ଖୁସିର ଲହରୀ , ହେବେ କୋଟିପତି ଏହି ରାଶି …..।

rasssi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ରାଶି ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଜାହାଙ୍କ ଭାଗ୍ୟ 2020 ଠାରୁ 2040 ପର୍ଯ୍ୟନ୍ତ ରାଜା ଭଳି ଜିବନ ଅତି ବାହିତ କରିବା ପାଇଁ ଜାଉଛନ୍ତି । ଯେମିତି କି ଆମେ ମାନେ ନିଶ୍ଚିତ ଭାବେ ଜାଣିଛେ କି ଆମ ଜିବନ ରେ ଘଟୁ ଥିବା ପ୍ରତ୍ୟେକ ଅଘଟଣ ର ମୂଖ୍ୟ କାରଣ ହେଉଛି ଆମ ର ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ପରିବର୍ତନ ସେମିତି ରେ ଏହି ମାନଙ୍କର ହିଁ ପରିବର୍ତନ ଯୋଗୁଁ ହିଁ ଆମେ ମାନେ ସୁଖ ଦୁଖଃ ର ସାମ୍ନା କରି ଥାନ୍ତି । ସେହି ପରି ବେଳେ ବର୍ଷ 2020 ରୁ କିଛି ଏମିତି ଗ୍ରହ ମାନଙ୍କ ଚଳନ ରେ ପରିବର୍ତନ ହେଉଛି ଯେ ଏହି ବର୍ଷ ରେ କିଛି ରାଶି ମାନଙ୍କ ଭାଗ୍ୟ ସଂମ୍ପର୍ଣ୍ଣ ଭାବେ ଚମକିବା ପାଇଁ ଯାଉଛି । ଏହି ରାଶି ମାନଙ୍କ ଉପରେ ଭଗବାନ ଶନି ଙ୍କ କୃପା ରହିବ । ସେମିତି ରେ ଆସନ୍ତୁ ଆମେ ସେହି ସବୁ ରାଶି ଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

rasi2

ପ୍ରଥମେ ରହିଛି ବିଛା ରାଶି । ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ସରକାରୀ କାର୍ଯ୍ୟ ବା କୋର୍ଟ କୋଚେରୀ କାର୍ଯ୍ୟ ରୁ ଆପଣ ମାନଙ୍କୁ ମୁକ୍ତି ମିଳିବ । ସନ୍ତାନ ମାନଙ୍କ ପାଠ ପଢା କୁ ନେଇ ଏବେ ଆପଣଙ୍କ ଚିନ୍ତା ଦୂର ହେବ । ଆପଣ ମାନଙ୍କୁ କାର୍ଯ୍ୟ କ୍ଷେତ୍ର ରେ ସୁଖ ଅନୁଭବ ହେବ । ପୂରାତନ ସଂମ୍ପତୀ ରେ ରହି ଥିବା ବାଦ ବିବାଦ ଆପଣ ମାନଙ୍କର ଦୂର ହେବ ।ଏହି କିଛି ବର୍ଷ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଏହା ପରେ ରହିଛି ମିଥୁନ ରାଶି । ଏହି ର ଲୋକ ମାନେ ନିଜର କଠିନ ପରିଶ୍ରମ ର ଫଳ ତାଙ୍କୁ ବହୁତ ଶୀଘ୍ର ମିଳିବା ପାଇଁ ଯାଉଛନ୍ତି । ସମସ୍ତ ଫଳ ଆପଣ ମାନଙ୍କର କାର୍ଯ୍ୟ କ୍ଷେତ୍ର ସପକ୍ଷୟ ରେ ହେବ ।ଏହି ଦିନ ରେ ସନି ଙ୍କ ଆଶିଷ ରହି ଥିବାରୁ ଆପଣ ମାନେ ସବୁ କ୍ଷେତ୍ର ରେ ସଫଳତା ହାସଲ କରିବେ ।

ଏହା ପରେ ରହିଛି କନ୍ୟା ରାଶି । ଏହି ଦିନ ମାନଙ୍କ ରେ ଆପଣ ମାନେ ଭଲ ସ୍ଥାନ ରେ ଟଙ୍କା ନିବେଶ କରିବେ । ଯେଉଂ ଠାରୁ ଆପଣ ମାନଙ୍କୁ ଆର୍ଥିକ ଲାଭ ପାଇଁ ବହୁତ ଭଲ ସୁଯୋଗ ମିଳିବ । ସେହି ପରି ଭାବେ ଆପଣ ମାନେ ଏହି ଦିନ ରେ ସମୟ ଏବଂ ପରିସ୍ଥିତି ଅନୁସାରେ ନିବେଶ କରିବା ପାଇଁ ପ୍ରୟାସ କରନ୍ତୁ । ଏହା ପରେ ରହିଛି ମକର ରାଶି । ଏହି କିଛି ବର୍ଷ ଆପଣ ମାନଙ୍କ ପାଇଁ ବହୁତ ଖଆସ୍ ହେବ ଏହି ଦିନରେ ଆପଣ ମାନଙ୍କୁ ଟଙ୍କା ପଇସା ଉପରେ ଧ୍ୟନ ଦେବା ପାଇଁ ପଡିବ । ଆପଣ ମାନଙ୍କ ଜିବନ ରେ ରହି ଥିବା ସମସ୍ତ ସମସ୍ୟା ଏହି ଦିନ ରେ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ । ଏବଂ ଏହି ଦିନ ମାନଙ୍କ ରେ ଆପଣ ମାନଙ୍କ ଉପରେ ସନି ଙ୍କ ଆଶିଷ ରହିବ ।

sanii3

ଏହା ପରେ ରହିଛି ତୁଳା ରାଶି । ଏବର୍ଷ ମାନଙ୍କ ରେ ଆପଣ ମାନଙ୍କୁ ପାଠ ପଢା ରେ ଆଗକୁ ବଢିବା ପାଇଁ ମୈକା ମିଳିବ । ଆପଣ ମାନଙ୍କ କୁଣ୍ଡଳୀ ରେ ଅନେକ ଧନ ଲାଭ ର ସୁଯୋଗ ରହିଛି । ଏହି ଦିନ ରେ ମାନଙ୍କ ରେ ଆପଣ ମାନଙ୍କ କାର୍ଯ୍ୟ ର ପ୍ରଶଂଶା ସହିତ ଆପଣ ମାନଙ୍କ ଉପରେ ଶନି ଏବଂ ଲକ୍ଷ୍ମୀ ଙ୍କ କୃପା ସବୁ ବେଳେ ରହିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *