Beauty Tips – ଚେହେରା କୁ କେବେ ବୁଢା ହେବାକୁ ଦେବନି ଏହାର ୨ଟି ପତ୍ର ? ୫୦ ବର୍ଷରେ ବି ଦେଖାଯିବେ ୨୦ ଭଳି ଜବାନ

face

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନିଜର ସୈନ୍ଦର୍ଯ୍ୟ କୁ ନେଇ ସମସ୍ତେ ସଚେତନ ରହିଥାନ୍ତି । ତେବେ ବନ୍ଧୁଗଣ ଆଜିର ଦିନ ରେ କସମେଟିକ୍ ଦିନିଆଁ ରେ ସମସ୍ତେ ଏବେ ପ୍ରକୃତିକ ଜିନିଷ କୁ ସଂମ୍ପର୍ଣ୍ଣ ଭାବେ ଭୁଲିଗଲେଣି । ସେହିଥି ପାଇଁ ବନ୍ଧୁଗଣ ଆମର ଯୁବପିଢୀ ମାନଙ୍କ ପାଖରେ କୁଞ୍ଚିତ ତ୍ୱଚ୍ଚା ବହୁତ ବଡ ସମସ୍ୟା ଦେଖାଗଲାଣି । ଖାଦ୍ୟର ପୋଷଣ ଅଭାବ ଏବଂ ବ୍ୟସ୍ତ ବୋହୁଳ ଜିବନ ଶୈଳି ମଧ୍ୟରେ ଆମେ ଆମ ଶରୀର କୁ ମୋଟେ ବି ଧ୍ୟାନ ଦେଇ ପାରନ୍ତି ନାହିଁ । ସେହିଥି ପାଇଁ ବହୁତ କମ୍ ବୟସ ରୁ ଯୁବକ ଯୁବତୀ ମାନଙ୍କ ପାଖରେ ଚର୍ମ କୁଞ୍ଚନ ଭଳି ସମସ୍ୟା ଦେଖିବା ପାଇଁ ମିଳୁଛି । ଏବଂ ବହୁତ ଜଲ୍ଦି ବାର୍ଦ୍ଧିକ ମାଡିଆସୁଛି ।

ସେହିଥି ପାଇଁ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ପାଇଁ ଏମିତି ଏକ ଘୋରଇ ଉପଚାର ନେଇ କରି ଆସିଛୁ । ଜାହାକୁ ଆପଣ ମାନେ ବ୍ୟବହାର କରିଲେ ଆପଣ ମାନଙ୍କ ଉପରେ କୁଞ୍ଚନ ପରି ସମସ୍ୟା ଆଉ ଦେଖିବା ପାଇଁ ମିଳିବ ନାହିଁ । ଏବଂ ଆପଣ ମାନଙ୍କ ଚେହେରା ରେ ସବୁ ଦିନ ସେମିତି ହିଁ ଯୁବାବସ୍ଥା ଜଳୁଥିବ । ତେବେ ବନ୍ଧୁଗଣ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

tulasi

ସେମିତି ରେ ଆପଣ ମାନେ ଜାଣିଥିବେ ସମସ୍ତ ଙ୍କ ବାଡି ରେ ତୁଳସୀ ଗଛ ନିଶ୍ଚିତ ଭାବେ ରହିଥିବ । ଆମ ହିନ୍ଦୁ ଧର୍ମ ରେ ଏହାକୁ ଧାର୍ମିକ ମାନ୍ୟତା ରେ ଦେଖାଜାଇ ଥାଏ । ବହୁତ ଲୋକ ମାନେ ଏହାକୁ ଔଷଧିୟ ଗୁଣ ରେ ଗଣନା କରନ୍ତି । ଏହି ତୁଳସୀ ପତ୍ର କୁ ବ୍ୟବହାର କରିଲେ ଆମ ତ୍ୱଚ୍ଚା ରେ ଚର୍ମ ଟାଇଟ ହେବା ସହିତ ଆମର ଯୁବାବସ୍ତା ବଜାଇ ରହେ । ତେବେ ଆସନ୍ତି ଏହି ରମେଡି ପ୍ରସ୍ତୁତ କରିବା ବିଷୟ ରେ ଜାଣିନେବା ।

ତେବେ ଏହି ରମେଡି ପ୍ରସ୍ତୁତ ପାଇଁ ଆପଣ ମାନେ ତୁଳସୀ ପତ୍ର ନେଇ ପାରିବେ କିମ୍ବା ଏହାକୁ ଆପଣ ମାନେ ଗ୍ରାଇଣ୍ଡ କରି ମଧ୍ୟ ନେଇ ପାରିବେ। ଏବେ ଆପଣ ମାନେ ଏହାର ପେଷ୍ଟ କୁ ନିଜର ଚେହେରା ରେ ଲଗାନ୍ତୁ । ଏବଂ ପରେ ଆପଣ ମାନେ ଏହାକୁ 15 ମିନିଟ ପର୍ଯ୍ୟନ୍ତ ସୁଖିବା ପାଇଁ ଛାଡି ଦିଅନ୍ତୁ । ପରେ ଆପଣ ମାନେ ଥଣ୍ଡା ପାଣିରେ ନିଜର ଚେହେରା କୁ ପାଣି ରେ ସଫା କରି ନିଅନ୍ତୁ ।

tulsi Paste

 

ଆପଣ ମାନଙ୍କୁ ଏହି ଉପଚାର କୁ ପ୍ରତି ଦିନ ଏମିତି ଭାବେ ମୁହଁରେ ଲଗେଇବା ସହିତ ଆପଣ ମାନଙ୍କୁ ଏହାକୁ ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିବାକୁ ହେବ। ଏହାର ବ୍ୟବହାର ଦ୍ୱାରା ଆପଣ ମାନଙ୍କର ସ୍କିନ୍ ଟାଇଟ ହେବା ସହିତ ଆପଣ ମାନଙ୍କ ଯୁବାବସ୍ତା ସବୁ ଦିନ ପାଇଁ ବଜାଇ ରହିବ । ଆମ ଚେହେରା ରେ ଚର୍ମ କୂଞ୍ଚନ ଏବଂ ଆମର ବ୍ରଣ ଭଳି ସମସ୍ୟା କୁ ଏହି ତୁଳସୀ ପତ୍ର ର ପେଷ୍ଟ ସଂମ୍ପର୍ଣ୍ଣ ଭାବେ ଦୂର କରିଥାଏ ।

ସେହି ପରି ଆପଣ ମାନେ ସେହି ତୁଳସୀ ପତ୍ର ର ଗ୍ରାଇଣ୍ଡ କୁ ନେଇ ସମ ପରିମାଣ ରେ କମଳା ଛୋପା ର ଗ୍ରାଇଣ୍ଡ କୁ ନିଅନ୍ତୁ । ଏବଂ ପରେ ସେହି ଦୁଇଟି ଜିନିଷ କୁ ଆପଣ ମାନେ ମିକ୍ସ କରନ୍ତୁ । ଏବେ ଆପଣ ମାନେ ଏହି ପେଷ୍ଟ କୁ ନିଜର ଚୁଟିରେ ବ୍ୟବହାର କରନ୍ତୁ । ତେବେ ଆପଣ ମାନଙ୍କର ଯଦି ଧଳା ବାଳ ସମସ୍ୟା ଏବଂ ଚୁଟି ଝଡୁଥିବା ଭଳି ସମସ୍ୟା ଆପଣ ମାନଙ୍କ ପାଖରେ ରହିଛି ତେବେ ଆପଣ ମାନଙ୍କର ଏହି ସମସ୍ୟା ବହୁତ ଜଲ୍ଦି ଦୂର ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *