ଘରର ଝିଅ କୁ କେବେବି ଦିଅନ୍ତୁ ନାହିଁ ଏହି ଜିନିଷ ତା’ର ସ୍ବାମୀ ର ହୋଇଥାଏ ମୃତ୍ୟୁ |

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନ ରେ କିଏ ବା ମହା ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରିବା ପାଇଁ ଚାହାଁନ୍ତି ନାହିଁ ତେବେ ଆପଣ ମାନେ ଯଦି ମାହା ଲକ୍ଷ୍ମୀ ଙ୍କର ଆଶ୍ରୀବାଦ ନେବା ପାଇଁ ଚାହାଁନ୍ତି ତେବେ ଘର ର ଝିଅ ମାନଙ୍କୁ କେବେ ବି ଏହି ଜିନିଷ ଦିଅନ୍ତୁ ନାହିଁ । ନହେଲେ ଆପଣ ମାନେ ବର୍ବାଦ୍ ହୋଇ ପାରନ୍ତି , ତେବେ ଆମେ ମାନେ ଯେତେ ବେଳେ ବି ଘର ର ଝିଅ ଙ୍କୁ ବିବାହ କରି ଶାଶୁ ଘର କୁ ପଠେଇ ଥାନ୍ତି ସେମିତି ରେ ଏଠାରେ ବାପା ମାଆ ଙ୍କ କର୍ତ୍ତବ୍ୟ ରହିଥାଏ କି ଝିଅ କୁ ଘରୁ ବିଦା କରିବା ସମୟ ରେ ତାର ଅଣ୍ଟି ପୂରଣ କରି ପଠେଇବା ପାଇଁ ,marred

ତେବେ ଆମେ ମାନେ ବହୁତ ଜିନିଷ ଝିଅ ସହିତ ଦେବା ପାଇଁ ଚେଷ୍ଟା କରନ୍ତି , ତେବେ ଯେଉଁ ବସ୍ତୁ ଆପଣ ଦେଇଥାନ୍ତି ତାହା କିଛି ଶୁଭ ଅଟେ ତ ଆଉ କିଛି ବସ୍ତୁ ଅଶୁଭ ହୋଇଥାଏ , ସେହି ବସ୍ତୁ କୁ କେବେ ବି ଝିଅ କୁ ଦେବା ଉଚିତ୍ ନୁହେଁ । ଏମିତି କରିଲେ ଝିଅ କୁ ପରେ କ୍ଷେତି ହେବ ତେବେ ଆସନ୍ତୁ ସେହି ବସ୍ତୁ ବିଷୟ ରେ ଜାଣି ନେବା ,

ତେବେ ପ୍ରଥମେ ବନ୍ଧୁଗଣ ରହିଛି ଗଣେଷ ଙ୍କ ମୃତି ସେମିତି ରେ ଆପଣ ମାନେ ଜାଣି ଥିବେ ଝିଅ ଯେତେ ବେଳେ ବିବାହ ହୋଇ ଯାଏ ତେବେ ଗଣେଷ ଙ୍କ ଆଶ୍ରୀବାଦ ନେଇ କରି ଜାଏ ସେହିଥି ପାଇଁ ଆପଣ ମାନେ କେବେ ବି ଝିଅକୁ ବିଦା କରିବା ସମୟ ରେ ଗଣେଷ ଙ୍କ ମୃତି ଦେବା ଉଚିତ୍ ନୁହେଁ କାରଣ ଝିଅ ମାତା ଲକ୍ଷ୍ମୀ ଙ୍କ ସ୍ୱରୁପ ଏବଂ ଲକ୍ଷ୍ମୀ ଙ୍କ ସହିତ ଘରୁ ଗଣେଷ ବି ଚାଲି ଜାଆନ୍ତି ,ganesha

ସେମିତି ରେ ଆପଣ ମାନେ ଯଦି ଦେବାକୁ ଚାହାଁନ୍ତି ତେବେ ବିରାଜ ମାନ ଆବସ୍ଥାରେ ଗଣେଷ ମୃତି ଦିଅନ୍ତୁ ହେଲେ ଛିଡା ହୋଇଥିବା ମୃତି ଦିଅନ୍ତୁ ନାହିଁ । ସେହି ପରି ବନ୍ଧୁଗଣ ଆପଣ ମାନେ କେବେ ବି ନିଜର ଝିଅ କୁ ବିଦା କରିବା ସମୟ ରେ ଝାଡୁ ଦିଅନ୍ତୁ ନାହିଁ ଏମିତି କରିଲେ ଆପଣ ମାନେ ସ୍ୱୟଂ ଲକ୍ଷ୍ମୀ ଙ୍କୁ ତାଙ୍କୁ ଦେଉଛନ୍ତି , ଏହାର ପ୍ରଭାବ ଆପଣ ମାନଙ୍କ ପାରିବାରିକ ଜିବନ ରେ ପଡେ ।

ସେହି ପରି ବନ୍ଧୁଗଣ ଆପଣ ମାନେ କେବେ ବି ଛୁଞ୍ଚି ଚାକୁ ଏମିତି ମୁନିଆ ବା ଧାରୁଆ ବସ୍ତୁ କେବେ ବି ଝିଅ କୁ ଦିଅନ୍ତୁ ନାହିଁ ଏମିତି କରିଲେ ଝିଅ ର କ୍ଷେତି ହେବାର ଆସଂକା ଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *