ଫେସବୁକ୍‌ରୁ ହେଲା ପ୍ରେମ, ସାକାର କରିବାକୁ ଆସିଲେ ନେପାଳରୁ , ଆଉ ତା ପରେ

neodia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଜାଣି ଥିବେ ଫେସବୁକ୍ ରେ ଯଦି କୈଣସି ଝିଅ ର ଆଇଡି ରହି ଥାଏ । ତେବେ ତାହା ପାଖକୁ ହଜାର ହଜାର୍ ମେସେଜ୍ ଆସି ପହଁଚି ଥାଏ । ସେମିତି ବେଳେ ଆପଣ ମାନଙ୍କୁ କହିବୁ  ଯଦି ସେହି ଝିଅ ଟିକିଏ ସୁନ୍ଦର ହୋଇ ଥାଏ । ତେବେ ଆଇ ଲଭ୍ ୟୁ ଭଳି ମେସେସ୍ ଉପରେ ମେସେଜ୍ ଆସି ଥାଏ । ସେମିତି ରେ ପୁଅ ମାନଙ୍କୁ ବି ଆସେ ହେଲେ କମ୍ ମାତ୍ରା ରେ । ଏମିତି ଜଣେ ଓଡ଼ିଶାର ପୁଅ ପାଖକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସି ଥିଲା ତାହାବି ନେପାଳ ରୁ । ଏହା ପରେ ସେମାନଙ୍କ ମଧ୍ୟରେ ସଂମ୍ପର୍କ ବଢିଲା ଏବଂ ପ୍ରେମ ମଧ୍ୟ ହେଲା ।

nepaaalaa

ଏହା ମଧ୍ୟ ରେ ନେପାଳ ର ସେହି ଝିଅ ହଠାତ୍ ମାତ୍ରେ ଆସି ଓଡ଼ିଶା ରେ ପହଁଚି ଗଲେ ଏହା ପରେ ସେ କଣ କରିବେ ବୁଝି ପାରିଲେ ନାହିଁ । ତେବେ ଏହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ସେମିତି ରେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏହି ପ୍ରେମ କାହାଣୀ ବହୁତ ପପୁଲାର ହୋଇ ଥିବା ବେଳେ ପୁଅ ଓଡ଼ିଶା ର ହୋଇ ଥିବା ବେଲେ ଝିଅ ଜଣଙ୍କ ନେପାଳ ବୋଲି ଜଣା ପଡ଼ିଛି । ଏମିତି ରେ ଏବେ ଏହି ଘଟଣା ସୋସିଆଲ ମିଡିଆ ରେ ଦେଖିବା ପରେ ଲୋକ ମାନେ ନିଜ ନିଜ ପ୍ରେମ କୁ ତାଙ୍କ ସହିତ ତୁଳନା କରିବା ପାଇଁ ଚାହୁଁଛନ୍ତି । ଏହି ଝିଅ ଜଣଙ୍କ ହେଲେ ସୁନାତା ସଂଙ୍ଗମା ସେ ନେପାଳ ର ଜଣେ ରବର ଫେକ୍ଟ୍ରୀ ର ମାଲିକ ଙ୍କ ଝିଅ ଅଟନ୍ତି ।

ପୁଅ ଜଣଙ୍କ ନାମ ହେଲା ଚନ୍ଦ୍ର ମଣି ତଙ୍ଗଡେ । ଏବେ ସେ ଭୂବନେଶ୍ୱର ରେ ଗୋଟିଏ ପ୍ରାଇଭେଟ୍ କଲେଜ୍ ରେ ଇଂଜିନିୟରିଂ କରୁଛନ୍ତି । ସେମିତି ରେ ବର୍ତମାନ ସମୟ ରେ ଏମାନେ ବିବାହ କରି ଥିବାର ଜଣା ପଡିଛି । ବିବାହ କରିବା ପୂର୍ବ ରୁ ପୁଅ ଝିଅ କୁ ନିଜ ଦେଶ କୁ ଫେରି ଯିବା ପାଇଁ କହି ଥିବା ସ୍ୱତେ ବି ସେ ମାନି ନ ଥିଲେ ଏବଂ ଏହି ଠାରେ ସେ ଘର ସଂସାର କରିବେ ଏବଂ ଏହି ବ୍ୟକ୍ତି ଙ୍କ ଠାରେ ହିଁ କରିବେ ବୋଲି କହି ଥିବା ବେଳେ ବର୍ତମାନ ସମୟ ରେ ସେମାନେ ବିବାହ କରିଛନ୍ତି ଏବଂ ଝିଅ ଏବେ ଘର ପରିବାର ବହୁତ ଭଲ ଭାବେ ଚଳାଉଛନ୍ତି ।

neee

ଏହି ଘଟଣା ବଲାଙ୍ଗିର୍ ଜିଲ୍ଲା ର ଲୁରୁପାଲୀ ଗ୍ରାମ ରେ । ଏବେ ଏମାନଙ୍କ ଭଲ ପାଇବା କୁ ଦେଖି ଲୋକ ମାନେ ବି କହିବା ପାଇଁ ଲାଗିଛନ୍ତି ଭଲ ପାଇବା ଆଗରେ କିଛି ସମ୍ଭବ ହୋଇ ପାରେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *