କରିଦିଅନ୍ତୁ ଏହି 3 ଟି କାମ । ଝିଅ ନିଜ ପଟରୁ ଆସି ତୁମ ସହ କଥା ହେବ…..।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ପୁଅ ମାନେ ସବୁ ବେଳେ ଝିଅ ମାନଙ୍କ ପାଛରେ ପଡି ଥାନ୍ତି । ତେବେ ଆପଣ ମାନେ ଚାହୁଁଛନ୍ତି କି ଝିଅ ମାନେ ଆପଣ ମାନଙ୍କ ସହିତ କଥା ହୁଅନ୍ତୁ ନିଜ ଆଡୁ ଆସି ଆପଣ ମାନଙ୍କ ସହିତ କଥା ହୁଅନ୍ତୁ, ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ କରନ୍ତୁ ଏମିତି ଉପାୟ ତେବେ ଦେଖିବେ ନିଜେ ଝିଅ ମାନେ ଆସି ଆପଣ ମାନଙ୍କ ଉପରେ ପଡି କଥା ହେବେ । ପ୍ରଥମେ ଆପଣ ମାନେ ଏମିତି କିଛି କାର୍ଯ୍ୟ କରନ୍ତୁ । ଯେଉଁଥି ପାଇଁ ଗୋଟିଏ ଝିଅ ଆପଣ ମାନଙ୍କୁ ନୋଟିସ୍ କରିବ ।

ଆପଣ ମାନଙ୍କୁ ଏମିତି କିଛି କରିବା ପାଇଁ ପଡିବ ଜାହା ଦ୍ୱାରା ଝିଅ ର ମନ ଆପଣ ମାନଙ୍କ ଆଡକୁ ବାରମ୍ଭାର ଦେଖିବା ପାଇଁ ମନ କରିବ । ଏବଂ ଆପଣ ମାନେ ଟିକିଏ ଆଟ୍ରାକଟିଭ୍ ଦେଖା ଯିବା ଦରକାର । ଯଦି ଆପଣ ମାନେ ହେଣ୍ଡସମ୍  ନୁହେଁ । ତେବେ ଆପଣ ମାନଙ୍କର ଭଲ ବର୍ଡି ଥିବା ଆବଶ୍ୟକ, କାରଣ ଝିଅ ମାନେ କେବଳ ସେହି ପୁଅ ମାନଙ୍କୁ ପସନ୍ଦ କରନ୍ତି  ଯେଉଁ ମାନଙ୍କର ଭଲ ବର୍ଡି ରହି ଥାଏ । ଏମିତିରେ ଏପରି କ୍ଷେତ୍ର ରେ ସେମାନେ ନିଜ ନିଜ ମଧ୍ୟରେ ସୋମାଲୋଚନା ହେବେ ଏବଂ ଆପଣଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିବେ । ତେବେ ଆପଣ ମାନଙ୍କୁ ଏବେଠୁ ଜିମ୍ ଷ୍ଟାର୍ଟ କରିବା ପାଇଁ ପଡିବ ।

love

ଏମିତି ରେ ଆପଣ ମାନେ ସବୁ ସମୟ ରେ ନିଜର ସାଙ୍ଗ ସାଥି ବା ଅନ୍ୟ ମାନଙ୍କ ମଧ୍ୟ ରେ ପପୁଲାର ହେବା ପାଇଁ ଚେଷ୍ଟା କରନ୍ତୁ । ଝିଅ ମାନେ ସବୁ ବେଳେ ପପୁଲାର୍ କେରେକ୍ଟର ମାନଙ୍କୁ ପସନ୍ଦ କରିବା ପାଇଁ ପସନ୍ଦ କରନ୍ତି । ଆପଣ ମାନେ ଚାହାଁନ୍ତି । ଯେଉଁ ଝିଅ ଆପଣ ମାନଙ୍କ ସହିତ କଥା ହେବା ଦରକାର ତେବେ ସେମିତି ବେଳେ ଆପଣ ମାନେ ସେହି ଝିଅ ର ସାଙ୍ଗ କୁ ପସନ୍ଦ କରନ୍ତି । ଏଥିରେ ସେମାନଙ୍କୁ ଗୋଟିଏ ଇରେଟିଭ୍ ନେସ୍ ଲାଗିବ । ଜାହା ଦ୍ୱାରା ସେ ଆପଣ ମାନଙ୍କ ସହିତ କଥା ହେବେ । ଏବଂ 99 ପ୍ରତିଶତ କାର୍ଯ୍ୟ କରିବ ।

women

ସେହି ପରି ବେଳେ ଆପଣ ମାନେ ନିଜର ଟେଲେଣ୍ଟ କୁ ସୋ କରାଉଛନ୍ତି । ତେବେ ସେମିତି ବେଳେ ବି ଆପଣ ମାନେ ସେହି ଝିଅ କୁ ନିଜ ଆଡକୁ ଆକର୍ଷିତ କରେଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *