ପାଣିପାଗ ବିଭାଗ ସୂଚନା ଆସନ୍ତାକାଲିଠାରୁ ଅତି ପ୍ରବଳ ବର୍ଷା |

Heavy Rainfall

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣିପାଗ କୁ ଆସିଛି ବଡ ଖବର ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଏକ ଲଘୁଚାପ କ୍ଷେତ୍ର ରେ ପରିଣତ ହେବ । ଏବଂ ଏହା ଅଧିକ ପରିମାଣ ରେ ଘନିଭୂତ ହୋଇ ଏହା ଓଡିଶା ଆଡକୁ ମାଡୁଅଛି । ତେବେ ଏହି ନେଇ ଜାଣିବା ସଂମ୍ପର୍ଣ୍ଣ ଖବର ଟି କଣ ରହିଛି ।

ତେବେ ବଙ୍ଗୋପସାଗର ରେ ଏହି ଯେଉଁ ଘୃର୍ଣ୍ଣିଂ ବଳୟ ସୃଷ୍ଟି ହୋଇଛି ଏହା ଘଣ୍ଟା ପ୍ରତି 45 ରୁ 55 କିଲୋମିଟର ଯାଏ ପବନ ର ବେଗ ରହିଛି । ଏବଂ ଘଣ୍ଟା ପ୍ରତି ଏହା ମେକ୍ସିମମ୍ 65 କିଲୋମିଟର ପବନ ଛୁଇଁପାରେ । ତେବେ ଆସନ୍ତୁ ଜାଣିନେବା ଏହି ଲଘୁଚାପ ଟି ପରବର୍ତି ସମୟ ରେ କେଉଁ ରୂପ ନେବାକୁ ଯାଉଛି । ତେବେ ଆସନ୍ତୁ ଜାଣିନେବା ସଂମ୍ପର୍ଣ୍ଣ ଖବର ଟି କଣ ରହିଛି ।

rain

ତେବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ପଶ୍ଚିମ ଭାରତ ମହାସାଗର ଏହି ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତନ ଠାରୁ 4.5 କିଲୋମିଟର ଯାଏ ବ୍ୟାପିଥିବା ବେଳେ ଜାହା ଫଳ ରେ ଆସନ୍ତା 48 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା 11 ତାରିଖ ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଏବଂ ପୂର୍ବଜେନ ଉପକୂଳ କୁ ମୁହାଁଇବ ।

ଲଘୁଚାପ ପ୍ରଭାବରେ ଘ଼ଡଘଡି ବିଜୁଳୀ ସହିତ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ଏବଂ 10 ରୁ 12 ତାରିଖ ଯାଏ ତାମିଲନାଡୁ , ପୁଦୁଚେରୀ ଘୋଡେଇକାଲ ରେ ବର୍ଷା ହେବ ସେହିପରି ରାୟସୀମା ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏହି ସମୟ ରେ ଘଣ୍ଟା ପ୍ରତି 45 ରୁ 50 କିଲୋମିଟର ପବନ ବହିବ ।

ଏହା ସହିତ ଆଉ ଏକ ଲୋ ପ୍ରେସରର ସକ୍ରିୟ ହେବାକୁ ଥିବା ବେଳେ ଓଡିଶା ରେ ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ ଫେରିବା ପରେ ରାଜ୍ୟରେ ପାଗ ସୁଖିଲା ରହିବା ସହିତ ପାଗ ସାମାନ୍ୟ ସୁଖିଲା ଅନୁଭୂତ ହେଉଛି । ତେବେ ରାଜ୍ୟରେ ଖବଶୀଘ୍ର ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *