ଲଘୁଚାପ – ଏହି 9 ଟି ଜିଲ୍ଲାକୁ ରହିଛି ବିପଦ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ବି ରାଜ୍ୟ ରେ କାଳବୈଶାଖୀ ର ସମ୍ଭାବନା ରହିଛି ଆଜି ଅପରାହ୍ନ ରେ କିଛି ଜିଲ୍ଲା ରେ ପାଗ ମଧ୍ୟ ମେଘୁଆ ରହିବ ଏହି ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି 9 ଟି ଜିଲ୍ଲା ପାଇଁ ତେବେ କେଉଁ ଜିଲ୍ଲା ମାନଙ୍କୁ ବର୍ଷା ରହିବ କଣ ରହିଛି ପାଣି ପାଗ ବିଶେଷଜ୍ଞ୍ୟ ଙ୍କର ନୂଆ ରିପୋର୍ଟ ସେହି ବିଷୟରେ ଜାଣିବା ତେବେ ପୋଷ୍ଟ କୁ ସେଷଯାଏ ପଢନ୍ତୁ ।rains

ତେବେ ଯେମିତି କି ଆପଣ ମାନେ ଜାଣି ଥିବେ ଆଜି ବି କିଛି ଜିଲ୍ଲା ମାନଙ୍କୁ ସତର୍କ ସୂଚନା ପ୍ରଦାନ କରି ଥିବା ବେଳେ ଆଜି 1.30 ରୁ ଆରମ୍ଭ କରି ଆସନ୍ତା କାଲି ଯାଏ ରାଜ୍ୟ ର କିଛି ଜିଲ୍ଲା ରେ ଘଡଘଡୀ ସହିତ ବର୍ଷା ହେବାର ସମ୍ଭାବନା ରହିଛି , ତେବେ ଏହି ସମୟ ରେ ପବନ ର ବେଗ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ରହିବ ବୋଲି ପାଣିପାଗ ବିଜ୍ଞ୍ୟାନୀ କେନ୍ଦ୍ର କହିଛନ୍ତି ।rain

ଆଉ ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ , ମାଲକାନା ଗିରି , ନୂଆପଡା , କଳାହାଣ୍ଡି , ବଲାଙ୍ଗିର , କନ୍ଧମାଳ , ରାୟଗଡା , ଓ ଗଜପତି ଭଳି 9 ଟି ଜିଲ୍ଲା ରେ ବର୍ଷା ସହିତ ଘୂର୍ଣ୍ଣିଂ ଝଡ ର ସମ୍ଭାବନା ରହିଥିବାରୁ ଏହି ସବୁ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରାଜାଇଛି , ଏହି ସହିତ ଆସନ୍ତା 3 ରୁ 4 ଘଣ୍ଟା ମଧ୍ୟ ରେ ଭୁବନେଶ୍ୱର ଏବଂ କଟକ ରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣି ପାଗ ବିଜ୍ଞ୍ୟାନୀ ସୂଚନା ଦେଇଛନ୍ତି । ଏହା ସହିତ ଆପଣ ମାନଙ୍କର କେଉଁ ଜିଲ୍ଲା ନିହାତି କମେଣ୍ଟ କରି ଜଣେଇବେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *