ମାସରେ କେତେଥର ଶାରୀରିକ ସମ୍ପର୍କ ରଖିବା ହୋଇଥାଏ ସ୍ବାସ୍ଥ୍ୟ ପ୍ରତି ହିତକାରକ , ଜାଣିରଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଦୁଗଣ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ପତି ପତ୍ନୀ ଙ୍କ ମଧ୍ୟ ରେ ମାସ କୁ କେତେ ଥର ଶାରୀରିକ ସଂମ୍ପର୍କ ରଖିବା ଉଚିତ୍ ଅଟେ । ତେବେ ଆସନ୍ତୁ ଏହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ । ଗୋଟିଏ ବିବାହିତ ମହିଳା ବା ପୁରୁଷ ଏହାକୁ ଜାଣି ରଖିବା ଉଚିତ୍ । କାରଣ ଅନେକ ସମୟ ରେ ଆପଣ ମାନଙ୍କ ଆଜ୍ଞ୍ୟାତ କାରଣ ରୁ ହିଁ ମାସ କ ମଧ୍ୟ ରେ ଅନେକ ଥର ଶାରୀରିକ ସଂମ୍ପର୍କ ରଖିବା ପାଇଁ ପଡେ । ହେଲେ ଏହା ଆଦୁ ବି ଠିକ୍ ନୁହେଁ ଆମର ଶରୀର ପାଇଁ । ଏହା ଦ୍ୱାରା ଆପଣ ମାନଙ୍କୁ ଅନେକ ଅସୁବିଧା ର ସାମ୍ନା କରିବା ପାଇଁ ପଡି ଥାଏ ।

sleeep

ଅନେକ ଥର ଆପଣ ମାନେ ଶରୀରିକ ସଂମ୍ପର୍କ ରଖିବା ଦ୍ୱାରା ଆପଣ ମାନଙ୍କ ମଧ୍ୟରେ ଦୁର୍ବଳତା ଦେଖା ଦେବା ସହିତ ଆପଣ ମାନଙ୍କ ଦେହରେ ସିଥିଳତା ଦେଖିବା ପାଇଁ ମିଳେ । ହେଲେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ସଂମ୍ପର୍କ କେବେ ଖରାପ୍ ହୋଇ ନ ଥାଏ । ଏହାକୁ ଆପଣ ମାନେ ନିୟମ ରେ ରଖି ପାରିଲେ ଆପଣ ମାନଙ୍କ ପାଇଁ ବହୁତ ଭଲ ହୋଇ ଥାଏ । ଏହି ସଂମ୍ପର୍କ ରଖିବା ଦ୍ୱାରା ଆପଣ ମାନଙ୍କ ମନ ପ୍ରଫୁଲିତ ରହିବା ଏବଂ ଆପଣ ମାନଙ୍କ ଶରୀର ସୁସ୍ଥ ରହି ଥାଏ ।

ଏହି ଶାରୀରିକ ସଂମ୍ପର୍କ ରଖିବା ଦ୍ୱାରା ଆପଣ ମାନଙ୍କ ନିଦ୍ରା ସଠିକ୍ ଭାବେ ହୋଇ ଥାଏ । କିନ୍ତୁ ଆପଣ ମାନେ ଏହାକୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଏହି ଶାରୀରିକ ସଂମ୍ପର୍କ କେତେ ଥର ରଖିବେ ବୋଲି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି । ପୁରୁଷ ହେଉ କି ମହିଳା 21 ଥର ରୁ ଅଧିକ ସଂମ୍ପର୍କ ସ୍ଥାପନା ଗୋଟିଏ ମାସ ରେ କରିବା ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ଥାଏ ।

women-2

ଏହି ମଧ୍ୟ ରେ ଆପଣ ମାନେ ରହୁ ଥିଲେ ନିଶ୍ଚିତ ଭାବେ ଆପଣ ମାନଙ୍କ ଶରୀର ନିଶ୍ଚିତ ଭାବେ ସୁସ୍ଥ ରହିବ । ଏବଂ ଆପଣ ମାନେ ଜିବନ ର ଆନନ୍ଦ ନେଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *