କିଶୋର ଭାଇ Mutton ହୋଟେଲ ଭାଙ୍ଗିବା ପରେ ଅନ୍ୟ ଜାଗାରେ ଖୋଲିଲେ ହୋଟେଲ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେବେଠାରୁ କିଶୋର ହୋଟେଲ ଭଙ୍ଗାଜାଇଛି ସେବେ ଠାରୁ କିଶୋର ମଟନ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି । ହେଲେ ବର୍ତମାନ ଏହାକୁ ନେଇ ଅନ୍ୟ ଚର୍ଚ୍ଚା ହେଉଛି । ତେବେ ବନ୍ଧୁଗଣ କିଶୋର ମଟର କେବଳ ଓଡିଶାରେ ପ୍ରସିଦ୍ଧ ନଥିଲା ବରଂ ଏହା ଓଡିଶା ବାହାରେ ମଧ୍ୟ ପ୍ରସିଦ୍ଧ ଥିଲା । ନୀତି ସକାଳ ହେଲେ ଓଡିଶା ବାହାରୁ ଲୋକ ଆସୁଥିଲେ କିଶୋର ମଟର ଖାଇବା ପାଇଁ ଯେଉଁ ମାନେ ଏବେବି ଆସୁଛନ୍ତି । ଆଉ କିଶୋର ମଟନ ନପାଇ ନିରାଶା ରେ ଫେରୁଛନ୍ତି ।

ଯେଉଁ ମାନଙ୍କୁ ଏହି ମୋଟନ ବହୁତ ପସନ୍ଦ ଅଟେ । ଏବଂ ଏବେ କିଶୋର ମଟନ ନପାଇ ବହୁତ ନିରାଶା ହୋଇ ପଡିଛନ୍ତି । ଏବଂ ସେମାନେ ଏହି ମଟନ ନେବା ପାଇଁ ଆସି ପଚାରୁଛନ୍ତି ଆଖ ପାଖ ଲୋକ ମାନଙ୍କୁ କି କିଶୋର ଭାଇନା ଙ୍କ ମୋଟନ ଦୋକାନ କେଉଁଠାରୁ ଉଠିଜାଇଛି । ତାଙ୍କର କିଛି ଫୋନ ନମ୍ବର ମିଳିବ କି ? ଏମିତି କିଛି ପ୍ରଶ୍ନ ସାଧାରଣ ଲୋକ ମାନେ ପଚାରୁଥିବାର ଦେଖିବା ପାଇଁ ମିଳିଛନ୍ତି ।

Kishore

କିଶୋର ଭାଇନା ଙ୍କ ମୋଟନ ନପାଇ ସେମାନେ ମନ ଉଣା କରି ଘରକୁ ଫେରୁଛନ୍ତି । ଆଉ କେହି କେହି କିଶୋର ଭାଇନା ଙ୍କ ନମ୍ବର ପାଖରେ ରଖିଥାନ୍ତି । ଯେଉଁ ମାନେ ସେହିଠାରେ ରହି ସେମାନେ ଫୋନ କରନ୍ତି । ଯେଉଁଠାରେ ପୂର୍ବରୁ କିଶୋର ଭାଇନା ଙ୍କ ହୋଟେଲ ରହିଥିଲା ଦିନକୁ କାଠ ଚୁୀଲି ରେ 200 କେଜି ମୋଟନ ରୋଶେଇ ହେଉଥିଲା । ଆଉ ହଜାର ହଜାର ଲୋକ ବସି ଖାଉଥିଲେ ହେଲେ ଆଜି ବିଏମସି ଯେଉଁଠାରେ ବୂୁଲ୍ଡୋଜର ବୁଲେଇ ଦେଇଛି ।

ଆଉ ଲୋକ ଏବେ ପ୍ରଶ୍ନ କରୁଛନ୍ତି କି ଭାଇନା ଆପଣଙ୍କ ହୋଟେଲ କଣ ପାଇଁ ଭଙ୍ଗାଗଲା ଏବଂ ଆଉ ଆପଣ ଙ୍କ ହୋଟେଲ ଏବେ କେଉଁଠି ? ଆମକୁ ଟିକେ ବାଟ ବତାନ୍ତୁ ଆଉ ଯେଉଁ ମାନଙ୍କୁ କିଶୋର ଭାଇନା ଗ୍ରାହାକ ମାନଙ୍କୁ ବୁଝେଇ ଦେଉଛନ୍ତି । ବେଳେ ବେଳେ କିଶୋର ଭାଇନା ଫାଷ୍ଟ ଫୁଡ ଦୋକାନ ର ଠିକଣା ବି ଦେଉଛନ୍ତି । ଆଉ ସେଠାରେ ସେମାନଙ୍କୁ ଅଳ୍ପ କିଛି ମଟନ ଦେଇ ଗ୍ରାହାକ ମାନଙ୍କୁ ସନ୍ତୁଷ୍ଟ କରୁଛନ୍ତି । ଏବଂ କହୁଛନ୍ତୁ ଆଉ ଗୋଟେ ସ୍ଥାନରେ ଥଇଥାନ କରିବା ପରେ ଆପଣ ମାନେ ଏକାଠୀ ଆସିପାରିବେ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *