କାହାକୁ ନ ଜଣାଇ ଏକା ଏକା ଶାହାନାଈ ବଜାଇ ଦେଲେ ଝିଲୀକ୍।

jhilik

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏସ୍ କେ ମୁରଲୀ ଧରମ୍ ଙ୍କ ନିର୍ଦ୍ଦେଶିତ ଏବଂ ନିରଞ୍ଜନ ରଣା ଙ୍କ ପ୍ରୋଜଜିତ ଫିଲ୍ମ ଟାର୍ଗେଟ୍ ରୁ ହିଁ ଏଣ୍ଟ୍ରୀ ମାରି ଥିବା ଷ୍ଟାର ସନ୍ ଅମ୍ଲାନ୍ ଏହି ସିନେମା ରେ ଅମ୍ଲାନ ଙ୍କ ବିପକ୍ଷ ରେ ନାୟିକା ଭାବେ ଦେଖିବା ପାଇଁ ମିଳି ଥିଲେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ତେବେ ବେଙ୍ଗଲୀ ବିୟୁଟି ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଏବଂ ଅମ୍ଲାନ୍ ଙ୍କ ହିଟ୍ ରେ ପୂରା ଫିଲ୍ମଟି ଜମି ଜାଇ ଥିଲା । ସେହି ପରି ବେଳେ ଏହି ଫିଲ୍ମ ଟି 2013 ରେ ମସିହା ରେ ରିଲିଜି ହୋଇ ଥିବା ବେଳେ ଏହା ମଧ୍ୟ ରେ 6 ବର୍ଷ ବିତି ଗଲାଣୀ ମାତ୍ର ଅନ୍ୟ କୈଣସି ବି ଫିଲ୍ମରେ ଏକାଠୀ ଆସି ନାହାଁନ୍ତି ଏହି ଦୁଇ ସୁପର ହିଟ୍ ଯୋଡୀ ମାନେ । ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଦିନ ରେ ମିଳଇ ଥିବାୀ ସୂଚନା ଅନୁସାରେ ଟାର୍ଗେଟ୍ ପରେ ପରେ ଏହି ଦିନରେ ଆଉ ଗୋଟିଏ ଫିଲ୍ମ ରେ ନଜର ଆସିବା ପାଇଁ ଜାୁଛନ୍ତି ଏହି ଦୁଇଟି ଷ୍ଟାର ।

jhilik2

ସେମିତି ରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ବାଜିବ ଲୋ ସାହାନାୟୀ ରେ ଏମାନେ ରହି ଥିବା ବେଳେ ଏଥିରେ ଅନ୍ୟ ଦୁଇଜଣ ମାନେ ହିରୋ ସମ୍ବିତ୍ ବି ରହିଛନ୍ତି । ଏହି ଦିନ ରେ ରିଲିଜ୍ ହେଉ ଥିବା ଫିଲ୍ମ ରେ ଏହି ଦୁହି ଜଣ ନାୟକ ଙ୍କ ସହିତ ରୋମାନ୍ସ କରିବା ପାଇଁ ଜାଉଛନ୍ତି ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଏହାର କାହାଣୀ ଗୋଟିଏ ଯାତ୍ରା ନାଟକ ଉପରେ ଆଧାରିତ ବୋଲି ଜଣା ପଡ଼ିଛି । ଏହି ଫିଲ୍ମର ନିର୍ଦ୍ଦେଶକ ଦେଇଛନ୍ତି ଓଲିଉଡ ର ଲୋକ ପ୍ରିୟ ନିର୍ଦ୍ଦେଶକ ଇଞୀନିୟର ଆସୁତୋସ୍ ମହାପାତ୍ର । ସେହି ପରି ବେଲେ ଦର୍ଶକ ମାନଙ୍କୁ କହିବା ପାଇଁ ଚାହିଁବୁ କି ବାଜିବ ଲୋ ସାହାନାୟୀ ରେ ସେମାନଙ୍କ ଅତି ପ୍ରିୟ ଯୋଡି ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଦେଖି ପାରିବେ ।

jhilik3

ଆପଣ ମାନେ ଅମ୍ଲାନ୍ ଏବଂ ଝିଲ୍ଲିକ୍ ଙ୍କୁ ତ ଦେଖିବା ପାଇଁ ପାଇବେ ଏହା ଛଡା ଆପଣ ମାନେ ଏହି ଫିଲ୍ମ ରେ ଆସୁତୋସ୍ ଙ୍କୁ ଖଳ ନାୟକ ରୋଲ ରେ ଦେଖିବା ପାଇଁ ପାଇବେ । ସେମିତି ସେମାନଙ୍କ ନିଜସ୍ୱ ରାୟ ରୁ ଜଣା ପଡିଛି କି ବହୁତ ବର୍ଷ ପରେ ପୁଣି ଥରେ ଏକା ସାଙ୍ଗ ରେ ଫିଲ୍ମ ପାଇ ଥିବା ବେଳେ ସେମାନେ ବହୁତ ପରିମାଣ ରେ ଖୁସି ରହିଛନ୍ତି । ତେବେ ଦେଖା ଯାଉ ଫିଲ୍ମ ର ରିଲିଜ୍ ହେବା ପରେ ଏହି ଫିଲ୍ମଟି ସେନେମା ହଲ୍ ରେ କତେ ପରିମାଣ ରେ ଚାଲି ପାରିୁଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *