Pregnacy Tips – ଗର୍ଭବସ୍ତା ସମୟ ରେ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା ଠିକ୍ ଅଟେ ନା ଭୁଲ ନିଶ୍ଚର୍ଯ୍ୟ ଜାଣି ରଖନ୍ତୁ ନଚେତ୍ ପସ୍ତେଇବେ ।

Pregnacy

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗର୍ଭବସ୍ତା ସମୟ ରେ ଶା-ରୀ-ରି-କ ସଂ-ମ୍ପ-ର୍କ ରଖିବା ଠିକ୍ ଅଟେ ନା ଭୁଲ ଏବଂ ସେହି ସମୟ ରେ କେଉଁ କଥା ର ଧ୍ୟନ ରଖିବା ନିହାତି ଆବଶ୍ୟକ ଅଟେ ଜାହା ଫଳ ରେ ଗର୍ଭବତୀ ରହିଥିବା ଶିଶୁ ଉପରେ କୈଣସି ବି ପ୍ରଭାବ ପଡିବ ନାହିଁ । ବିବାହ ପରେ ସବୁ ମହିଳାଙ୍କ ମା ହେବା ଏକ ସପ୍ନ ହୋଇଥାଏ। ଗୋଟିଏ ନାରୀର ଜୀବନରେ ପୂର୍ଣ୍ଣତା ଆଣିଥାଏ ଏବଂ ତାର ଜନ୍ମ ହେବାର ସାର୍ଥକତା କୁ ବିଝାଇଥାଏ ତାର ପିଲା। ଏହି ସବୁ ପ୍ରଶ୍ନ ସବୁ ବେଳେ ବହୁତ ଲୋକ ମାନଙ୍କ ମନ ରେ ଉଠେ , ତେବେ ଆସନ୍ତୁ ଜାଣି ନେବା ସେହି ସବୁ ବିଷୟ ରେ ।

ତେବେ ପ୍ରଥମେ ଏଠାରେ ଜାଣିବା କି ଗର୍ଭବସ୍ତା ସମୟ ରେ ଶା-ରୀ-ରି-କ ସଂ-ମ୍ପ-ର୍କ ରଖିବା ଠିକ୍ ଅଟେ ନା ଭୁଲ । ଯଦି ଆପଣ ମାନେ ଠିକ୍ ଏବଂ ଭୁଲ ଆମେ ଯଦି ଆମର ସୁବିଧା କୁ ଦେଖି କରି ଏମିତି କାର୍ଯ୍ୟ କରିବା ତେବେ ଗର୍ଭବତୀ ମହିଳା ଙ୍କ ଗର୍ଭ ମଧ୍ୟରେ ରହିଥିବା ଶିଶୁ ନଷ୍ଟ ହେବାର ସମ୍ଭାବନା ରହିଛି । ସେହି ପରି ଯଦି ଆପଣ ମାନଙ୍କର ପୂର୍ବରୁ ଏମିତି ଭାବେ ବାରମ୍ଭାବ ପିଲା ନଷ୍ଟ ହେଉଛି ଏବଂ ଜାଆଁଳା ପିଲା ତଥା ଏକା ଥରେ ତିନୋଟି ପିଲା ହେବାର ରହିଛି ।

Pregnacy

ଅନେକ ସମୟ ରେ ଆପଣ ମାନଙ୍କର ବ୍ଲି-ଡିଂ ହେଉଛି ଏବଂ ଅନେକ ସମୟ ରେ ଆପଣ ମାନଙ୍କର ତାହା ଡାକ୍ତର ଙ୍କ ପରାମର୍ଶ ରେ ଭଲ ହେଉଛି । ଏହା ସବିତ ଆପଣ ମାନଙ୍କର ପ୍ଲାସେଣ୍ଟା ତଳ ଆଡ଼କୁ ଅଛି ଏହି ସବୁ ଅସୁବିଧା ରହିଥିଲେ ଆପଣ ମାନେ କେବେ ବି ଶା-ରି-ରୀ-କ ସଂ-ମ୍ପ-ର୍କ ରଖନ୍ତୁ ନାହିଁ । ଏଠାରେ ଆପଣ ମାନଙ୍କୁ କେବେ ବି ଡାକ୍ତର ପରାମର୍ଶ ଦେବେ ନାହିଁ ଆଉ ଯଦି ଦିଅନ୍ତି ତେବେ କେବେ ବି ଏହାକୁ ପାଳନ କରନ୍ତୁ ନାହିଁ । ଏବଂ ଶା-ରୀ-ରି-କ ସଂ-ମ୍ପ-ର୍କ ସ୍ଥାପନା କରନ୍ତୁ ନାହିଁ ।

ଏମିତି ରେ ବହୁତ ସମୟ ରେ ଡାକ୍ତର ମାନେ ମନା ମଧ୍ୟ କରନ୍ତି । ହେଲେ ଯଦି ଆପଣ ମାନେ ଅମାନ୍ୟ ହୋଇ ଏମିତି କଛି କରନ୍ତି ତେବେ ଆପଣଙ୍କ ସହିତ ପ୍ରଥମ ତିନି ମାସ ରେ ହିଁ ମିସ୍ କ୍ୟ-ରେ-ଜ୍ ହୋଇଥାଏ। ମାନେ ଆପଣଙ୍କର ପିଲା ଗ-ର୍ଭ-ରେ ହିଁ ନଷ୍ଟ ହୁଏ । ଏମିତି ବି ବହୁତ ସମୟ ରେ ଦେଖିବା ପାଇଁ ମିଳେ ଡେଲିଭରି ହେବାର ସମୟ ପୂର୍ବରୁ ହିଁ ଡେଲିଭରି ହୁଏ । ସେମିତି ବେଳେ ପିଲା ର ସଂମ୍ପର୍ଣ୍ଣ ବିକାଶ ହୋଇ ନଥାଏ । ଆଉ ଡେଲିଭରି ହୋଇଥାଏ ତେବେ ଆପଣ ମାଙ୍କର ପିଲା ର ସଂମ୍ପର୍ଣ୍ଣ ନଷ୍ଟ ହୋଇଥାଏ ।

Pregnancy

ଗର୍ଭବତୀ ର ତୃତୀୟ ବା ଶେଷ ପର୍ଯ୍ୟାୟରେ ମହିଳା ଙ୍କର ୟୁ-ତ୍ରୀ-ନ୍ସ ର ଆକାର ବଡ଼ ହୋଇଥାଏ ।ତେଣୁ ଏହି ସମୟରେ ଶା-ରୀ-ରିକ ସ-ମ୍ପ-ର୍କର ଠାରୁ ଦୂରେଇ ରୁହନ୍ତୁ । ଏବେଠୁ ଆପଣ ମାନେ ଏହାର ନିଶ୍ଚିତ ଭାବେ ଧ୍ୟନ ରଖିବେ କି ଗ-ର୍ଭ-ସ୍ତା ରେ ଆପଣଙ୍କ ସହିତ ଏମିତି ନହେଉ ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *