ଏମାନଙ୍କ ସୈକ୍ ଦେଖି ଆପଣ ମାନଙ୍କ ହୋସ୍ ଉଡି ଯିବ । କୁଆଁରୀ ଝିଅ ସହ କରନ୍ତି ଏମିତି ।

saudiii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଉଦି ଆରବ୍ ଆପଣ ମାନେ ଏହି ଦେଶର ନାମ ବହୁତ ଥର ସୁଣି ଥିବେ । ହେଲେ କଣ ଆପଣ ମାନେ ଏହି କଥା କୁ ଜାଣି ଛନ୍ତି କି । ସାଉଦି ଆରବ୍ ର ଏପରି ଚର୍ଚ୍ଚିତ କେବେଳ ସେଠାକାର କଠିନ ଆଇନ୍ କୁ ହିଁ ନେଇ ହୋଇ ଥାଏ । ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ସାଉଦି ଆରବ୍ ର ଆଇନ୍ ଏବଂ ବହୁତ ଗୁଡିଏ ଏମିତି ଖାସିୟତ୍ ବିଷୟ ଆପଣ ମାନଙ୍କୁ କହିବୁ ଜାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ ।

ପ୍ରଥମେ ଆପଣ ମାନଙ୍କୁ ଏହି କଥା ରୁ ଆଶ୍ଚର୍ଯ୍ୟ ଲାଗିବ କି ଏହି ଦେସରେ ପ୍ରାୟ ସାହୀ ପରିବାର ର 7 ହଜାର ରୁ ଉର୍ଦ୍ଧ ପ୍ରିନ୍ସ ରହିଛନ୍ତି । ଯଦି ଆମେ ପୂରା ସାହୀ ପରିବାର କଥା କହିବା । ତେବେ ସେମାନଙ୍କ ସଂଖ୍ୟା ପୂରା 30 ହଜାର ଅଟେ । ଏବଂ ସେମିତି ବେଳେ ଯଦି ଏହି ପରିବାର ମଧ୍ୟ ରୁ ଜଣେ କୈଣସି ସ୍ଥାନ ରେ ଚାକିରୀ କରିବା ପାଇଁ ଚାହେଁ ତେବେ ତାହା ସଂମ୍ପର୍ଣ୍ଣ ଭାବେ ତାର ବୋଲି ଆପଣ ମାନେ ଜାଣି ନିଅନ୍ତୁ । ଏବଂ ଏଠାକାର ର ଜଳ ପ୍ରବନ୍ଧନ ର କଥା କହିବା । ତେବେ ସାଉଦି ଆରବ୍ ରେ ଗୋଟିଏ ବି ନଦୀ ବା ଗାଡିଆ ନାହିଁ । ହେଲେ ସେଠାରେ ବର୍ତମାନ ସମୟ ରେ ପାଣି ର କୈଣସି ବି ଅସୁବିଧା ରହେ ନାହିଁ । କାରଣ ଏଠାରେ ଏହି ଦେଶ ସଂମ୍ପର୍ଣ୍ଣ ଭାବେ ସମୁଦ୍ର ର ପାଣି ଉପରେ ନିର୍ଭର ରହି ଥାଏ ।

burj

ଏଠାରେ ବହୁତ ସ୍ଥାନ ରେ ସମୁଦ୍ର ର ପାଣି କୁ ଫିଲ୍ଟରିଂ କରି ପିଆ ଜାଇ ଥାଏ । ସେମିତି ରେ 2010 ଠାରୁ ଦୁନିଆଁ ର ସବୁଠି ଅଧିର ଉଚ୍ଛ ଟାୱାର ବନେଇ ଥିବାର ସ୍ଥାନ ସାଉଦି ଆରବ୍ କୁ ପ୍ରାପ୍ତି ହୋଇଛି । ଜାହାର ନାମ ବୁର୍ଜ ଖଲିଫା ଅଟେ । ଏହା ପରେ ରହିଛି ମହିଳା ଙ୍କ ପାଇଁ ସ୍ୱତନ୍ତ୍ର ଆଇନ୍ । ଏହା ଦୁନିଆଁ ର ସବୁଠୁ ଧନୀ ଦେଶ ହୋଇ ଥିବା ବେଳେ ବି ଏଠାରେ ମହିଳା ଙ୍କ ଉପରେ ବହୁତ ଗୁଡ଼ିଏ ନିୟମ ଲାଗୁ ହୋଇଛି । ଦୁନିଆଁ ର ସାଉଦି ଆରବ୍ ହିଁ ଗୋଟିଏ ଦେଶ ଯେଉଁ ଠାରେ ଏତେ ଦିନ ପର୍ଯ୍ୟନ୍ତ ମହିଳା ମାନଙ୍କୁ କାର ଡ୍ରାଇଭିଙ୍ଗ୍ ବି କରିବା ପାଇଁ ଦିଆ ଯାଏ ନାହିଁ । କାରଣ ଏଠାରେ କେବଳ ପୁରୁଷ ମାନଙ୍କ ରାଜ୍ ଚାଲେ ।

saudu

ସେହି ପରି ବେଳେ ମହିଳା ଙ୍କୁ ନିଜର ମୁହଁ ବି ବାହାରେ ଦେଖେଇବା ପାଇଁ ଦିଆ ଯାଏ ନାହିଁ । ହେଲେ ଏହି ଦିନ ରେ ଏଠାକାର ଗର୍ଭମେଣ୍ଟ ଏମାନଙ୍କ ଉପରେ ଟିକିଏ ନରମ ହୋଇ ଡ୍ରାଇଭିଙ୍ଗ୍ ଏବଂ ଫୁଟବଲ୍ ମ୍ୟଚ୍ କୁ ଦେଖିବା ପାଇଁ ସୁବିଧା ଦେଇଛି । ଆଉ ସବୁଠୁ ବଡ କଥା ହେଉଛି ଏହି ଦେଶର ପ୍ରିନ୍ସଙ୍କର ଯେଉଁ ମହିଳା ପସନ୍ଦ ହୋଇ ଜିବ , ସେହି ମହିଳା ପ୍ରିନ୍ସଙ୍କ ସହିତ ଗୋଟିଏ ରାତି ବିତେଇବା ବାଧ୍ୟତା ମୁଳକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *