ଏହି ହିରୋଇନ କୋଟିଏ ଟଙ୍କା ପାଇଁ Instagram ରେ ପୋଷ୍ଟ କଲେ ନିଜର ନଗ୍ନ ଫଟୋ , ଆଉ ତା ପରେ.

kellen-wal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେଲେନ୍ ୱାଲ୍ ବୋଲି ଜଣେ ଯୁବତୀ ଏହି ଦିନରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଚର୍ଚ୍ଚା ରେ ରହି ଥିଲେ । ତେବେ ତାଙ୍କର ଏମିତି ଚର୍ଚ୍ଚାରେ ରହିବାର କାରଣ ଥିଲା ତାଙ୍କର ହେଲ୍ପି ନେଚର୍ । ହେଲେ ତାଙ୍କର ଏହି ହେଲ୍ପିଂ ନେଚର ପରେ ବି ଏହି ଦିନ ରେ ତାଙ୍କୁ ସଂମ୍ପର୍ଣ୍ଣ ଭାବେ ଇନଷ୍ଟାଗ୍ରାମ୍ ବେନ୍ କରିଛି । ତେବେ ଏହି ସବୁ ମଧ୍ୟରେ ସଂମ୍ପର୍ଣ୍ଣ କଥା ଟି କଣ ରହିଛି ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ବନ୍ଧୁଗଣ ଆମେ କେଲେନ୍ ୱାଲ୍ ଙ୍କ ହେଲ୍ପଂ ନେଚର୍ ରହି ଥିବା କଥା ଏହି ପାଇଁ କହୁଛୁ କାରଣ ସେ ଏହି ଦିନ ରେ ଅଶ୍ଟେଲିଆ ଜଙ୍ଗଲ ରେ ଲାଗି ଥିବା ନିଆଁ ଲିଭେଇବା ପାଇଁ ବହୁତ ଟଙ୍କା ସାହାଯ୍ୟ କରି ଥିଲେ । କି କେମିତି ଭାବେ ଜଳି ଜାଉ ଥିବା ପଶୁ ପକ୍ଷୀ ମାନେ ବଞ୍ଚି ଜାଆନ୍ତୁ । ହେଲେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଲୋକ ମାନେ ଗାଳୀ ଗୁଳଜ ମଧ୍ୟ କରୁଛନ୍ତି । ହେଲେ ଏମିତି କାହିଁକି । ତେବେ କହିବା ପାଇଁ ଚାହିଁବୁ କି କେଲେନ୍ ୱାଲ୍ ତ ସାହାଯ୍ୟ ନିଜେ କରିଛନ୍ତି । ହେଲେ ସେମିତି ରେ ସେ ନିଜର ଇନଷ୍ଟାଗ୍ରାମ୍ ରେ ନିୀଜର ନ୍ୟୁଡ୍ ଫୋଟ ପୋଷ୍ଟ କରି ଅଷ୍ଟେଲିଆ ର ଏହି ଅବସ୍ଥା କୁ ପୁଣି ଥରେ ସୁଧୁରେଇବା ପାଇଁ କିଛି ପରିମାଣ ରେ ସାହାଯ୍ୟ କରନ୍ତୁ ବୋଲି କହି ଥିଲେ ।

ତେବେ ସେ ଭାବି ଥିଲେ କି ତାଙ୍କର ଏହି ନ୍ୟୁଡ୍ ଫୋଟ ଲୋକ ମାନଙ୍କୁ ବହୁତ ଆଟ୍ରାକ୍ଟ କରିବ ବୋଲି । ହେଲେ ସେମିତି କିଛି ବି ହୋଇ ନ ଥିଲା । ବରଂ ଲୋକ ମାନଙ୍କ ଗାଳୀ ଗୁଳଜ ସୁଣିବା ସହିତ ସେଷରେ ନିଜେ ଇଷ୍ଟାଗ୍ରାମ୍ ତାଙ୍କର ଏକାଉଣ୍ଟ କୁ ଏହିଥି ପାଇଁ ବ୍ୟନ୍ କରି ଦେଇଛି । ସେମତି ରେ ଗୋଟିଏ ପଟେ ଦେଖିବା ପାଇଁ ଗଲେ ସେ ଅଶ୍ଟେଲିଆ ପାଇଁ ବହୁତ ବଡ ତ୍ୟାଗ କରିଛନ୍ତି । ହେଲେ ଏଠାରେ ଲୋକ ମାନେ ବୁଝି ପାରୁ ନାହାଁନ୍ତି ଏବଂ ତାଙ୍କୁ ଖରାପ୍ ବା ଟ୍ରଲ୍ କରିବାରେ ଲାଗିଛନ୍ତି ।

ତେବେ ସେମାନେ ଭାବୁଛନ୍ତି । ଏହି କେଲେନ୍ ୱାଲ୍ ଜଣେ ପର୍ନ ଷ୍ଚାର୍ ବୋଲି । ହେଲେ ସେମିତି ନୁହେଁ ସେ ଜଣେ ମଡେଲ୍ ଅଟନ୍ତି । କିନ୍ତୁ ଏମିତି ବେଳେ କେହି ବି ତାଙ୍କର ଏହି କାର୍ଯ୍ୟ କୁ ପ୍ରଶଂସା କରୁ ନାହାଁନ୍ତି । ତେବେ ସେମିତି ବି କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *