ବଢିଲାଣି କ-ରୋ-ନା । ପୁଣି ଏହି ଦିନଠୁ ଲକ-ଡା-ଉ-ନ !

Lockdown

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶରେ କରୋନା ସଂକ୍ରମଣ ପୁଣି ତିବ୍ରଗତିରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭ ହଜାର ୨୪୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ କରୋନାରେ ଭାରତରେ ୫,୨୪,୭୨୩ ମୃତ୍ୟୁ ହୋଇସାରିଲାଣି। ଏବେ ଭାରତରେ ୩୨ ହଜାର(୩୨,୪୯୮) ସକ୍ରିୟ ମାମଲା ରହିଛି।

ବଢୁଥିବା କରୋନା ମାମଲା ପୁର୍ବ ଲହରକୁ ମନେ ପକାଇ ଦେଇଛି। ଗତକାଲି ଅର୍ଥାତ୍ ୨୧ ତାରିଖ ପାଞ୍ଚ ହଜାରରୁ ଅଧିକ ମାମଲା ଆସିଥିଲା। ସେହିପରି ୨୦ ତାରିଖରେ ପ୍ରାୟ ୪ ହଜାର ମାମଲା ସାମ୍ନାକୁ ଅସିଥିଲା। ମହାରାଷ୍ଟ୍ର, ଦିଲ୍ଲୀ, କେରଳରେ କରୋନା ମାମଲା ବଢିବାରେ ଲାଗିଛି। ଯେଉଁ କାରଣରୁ କରୋନା ମାମଲା ବଢିପାରେ ଲାଗିଛି।

corona

ଯଦି ଓଡିଶା କଥା ଦେଖିବା ଗତକାଲି ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ମାତ୍ର ୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।

ଆଜି ରାଜ୍ୟର ୪ଟି ଜିଲ୍ଲାରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୨୬ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୬ ଜଣ ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରୁ ୧୬ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୦ ଜଣ, ପୁରୀ ଜିଲ୍ଲାରୁ ୧ ଜଣ ଓ ଷ୍ଟେଟପୁଲରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୮, ୫୭୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୭୯, ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧୨୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

corona

ଯଦି ଏହି ପରି ସ୍ତିତି ଆଉ କିଛି ଦିନ ଲାଗି ରୁହେ ତେବେ ଦେଶରେ କୋରାନା ପରିସ୍ତିତି ଭୟାନକ ହେବା ସହିତ , ଦେଶ ପୁଣି ଥରେ ଲକଡାଉନ ଦିଗରେ ଗତି କରି ପାରେ ବୋଲି ସୁଚନା ରହିଛି । ତେବେ ଏବେ ଲ-କ-ଡାଉନ ସମ୍ଭନ୍ଧୀୟ କୌଣସି ସୁଚନା ଏବେ ଯାଏ ମିଳି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *