ଶନିବାର ଦିନ ଏହି ଜିନିଷ ଖାଇଲେ ପଡିଥାଏ ଶନି ମହାଦଶା |

shani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ମଣିଷ ଙ୍କ ରାଶି ରେ ସୂର୍ଯ୍ୟ କେବଳ ଗୋଟିଏ ମାସ ପାଇଁ ଚନ୍ଦ୍ର ଦୁଇ ମାସ ପାଇଁ ମଙ୍ଗଳ ଦେଢ ମାସ ପାଇଁ ବୁଧ ଏକ ମାସ ପାଇଁ ଶୁକ୍ର ଏକ ମାସ ଏବଂ ବୃହସ୍ପତି ତେର ମାସ ଯାଏ ରହିଥାନ୍ତି ହେଲେ ଶନି ଏମିତି ଏକ ରାଶି ଅଟେ ଜାହା କୈଣସି ଏକ ରାଶି ରେ ଅଢେଇ ବର୍ଷ ଠାରୁ ଆରମ୍ଭ କରି ସାଢେ ସାତ ବର୍ଷ ଯାଏ ରହିଥାଏ । ତେବେ ଏମିତି ବେଳେ ଶନି ଦେବ ଙ୍କ ବକ୍ର ଦୃଷ୍ଟି ରୁ ବଞ୍ଚିବା ନିଆହି ଆବଶ୍ୟକ ଅଟେ , ଏବଂ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଶନି ଙ୍କ ବକ୍ର ଦୃଷ୍ଟି ରୁ ବଞ୍ଚିବା ପାଇଁ ଆପଣ ମାନେ ଶନିବାର ଦିନ କେବେ ବି କିଣନ୍ତୁ ନାହିଁ ଏହି ସବୁ ଜିନିଷ ।shani dev

ପ୍ରଥମେ ରହିଛି ଲୁହା ଆପଣ ମାନଙ୍କ ରାଶି ହିସାବ ରେ କେବେ ବି ଘରକୁ ଶନିବାର ଦିନ ଲୁହା ଜିନିଷ ନେଇ କରି ଆସନ୍ତୁ ନାହିଁ । ସେହି ଦିନ ଯଦି ଆପଣ ମାନେ ଲୁହା ଜିନିଷ ଘରକୁ ଆଣିବେ । ତେବେ ଘରେ କଳି ଝଗଡା ଏବଂ ବହୁତ ଅସୁବିଧା ଦେଖିବା ପାଇଁ ମିଳେ । ଦୁଇ ରେ ରହିଛି କଳା ରାଶି , ଆପଣ ମାନେ ଯଦି ଏହି ଦିନ ରେ କଳା ରାଶି ର ଦାନ କରନ୍ତି ।

ତେବେ ଆପଣ ମାନଙ୍କ ପାଇଁ ବହୁତ ଭଲ ହେବ ,ହେଲେ ଆପଣ ମାନେ କେବେ ବି ସେହି ଦିନ ରେ ଘରକୁ ଆଣନ୍ତୁ ନାହିଁ ,ଏହା ଆପଣ ମାନଙ୍କୁ ବିପଦ ରେ ପକାଇ ଥାଏ,ଏବଂ ଏହା ଘର ରେ ମଧ୍ୟ କଳହ ସୃଷ୍ଟି କରେ ।

ସେହି ପରି ବେଳେ ଆପଣ ମାନେ କେବେ ବି ଶନିବାର ଦିନ ତେଲ କୁ ଘରକୁ ଆଣନ୍ତୁ ନାହିଁ , ଏମିତି ରେ ଆପଣ ମାନେ ଯଦି ସେହି ଦିନ ରେ ତେଲ ର ଦାନ କରନ୍ତି, ତେବେ ଆପଣ ମାନଙ୍କ ଘରୁ ସମସ୍ୟା ଚାଲି ଜାଇ ଥାଏ । ହେଲେ ଘରକୁ ଆଣିଲେ ଆପଣ ମାନଙ୍କ ସମସ୍ୟା ବଢେ । କଳା ନୀଳ ଏବଂ କୈଣସି ପ୍ରକାରର ରଙ୍ଗ ବି ଶନିବାର ଦିନ କେବେ ବି ଘରକୁ ଆଣନ୍ତୁ ନାହିଁ ,ଏହା ବି ମଧ୍ୟ ଆପଣ ମାନଙ୍କ ପାଇଁ ବହୁତ କ୍ଷେତି ହୋଇ ଥାଏ ।shani

ସେହି ପରି ବେଳେ ଝାଡୁ ବି ଏମିତି ଗୋଟିଏ ଜିନିଷ ଜାହାକୁ ଶନିବାର ଦିନ ଆଣିଲେ ଆପଣ ମାନଙ୍କୁ ଭାଗ୍ୟ ସାଥ୍ ଦେବ ନାହିଁ । ଏବଂ ଆପଣ ମାନଙ୍କୁ ସବୁ ସମୟ ରେ ଅବହେଳା ମିଳିବ , ଶନିବାର ଦିନ ଆପଣ ମାନେ କେବେ ବି କଳା ରଙ୍ଗର ତିଆରୀ ହୋଇ ଥିବା ଜିନିଷ କୁ ଘରକୁ ଆଣନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *