ମହିଳାମାନେ କେଉଁ ଦିଗକୁ ମୁହଁ କରି ମଳତ୍ୟାଗ କଲେ ଘରେ ଧନର ଅଭାବ ହୋଇନଥାଏ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଆମର ଏହି ପୋଷ୍ଟ ମାଧ୍ୟମ ରେ ଏପରି କିଛି ଅନୁଚିନ୍ତା ବିଷୟ ରେ ଜଣାଇବୁ ଯାହାକି ଆପଣ ମାନଙ୍କ ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ହିନ୍ଦୁଧର୍ମ ଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ବିଷୟ ରେ ବର୍ଣ୍ଣିତ ରହିଛି ଯାହାକୁ ପ୍ରତ୍ୟେକ ବ୍ୟକ୍ତି କେବେବି ନିଜ ଜୀବନରେ କରିବା ଉଚିତ ନୁହେଁ ନଚେତ ବ୍ୟକ୍ତି ଜୀବନରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଏ ।

ବାମ ନାସାରେ ଶ୍ୱାସ ଯାଉଥିବା ସମୟରେ ଖାଦ୍ୟ ଖାଇବା ଉଚିତ୍ ନୁହେଁ ଏହା ଦ୍ୱାରା ଅଜୀର୍ଣ୍ଣ ହୋଇଥାଏ , ଦକ୍ଷିଣନାସା ପୁଡାରେ ଶ୍ୱାସ ଯାଉଥିବା ସମୟରେ ଖାଦ୍ୟ ଖାଇବା ଉଚିତ୍ ଏହା ଦ୍ୱାରା ଖାଦ୍ୟ ଭଲଭାବେ ଜୀର୍ଣ୍ଣ ହୋଇଥାଏ । କାର୍ତ୍ତିକ ମାସ , ମାଘ ମାସ ଏବଂ ପୌଷ ମାସରେ କେବେବି ପୂର୍ଣ୍ଣ ଭୋଜନ କରିବା ଉଚିତ୍ ନୁହେଁ ଏହାଦ୍ୱାରା ଅଜୀର୍ଣ୍ଣ ହୋଇଥାଏ ଏବଂ ଚୈତ୍ର ମାସରେ ପିତା ଜିନିଷ ଖାଇବା ଉଚିତ୍ ଏହାଦ୍ୱାରା ବର୍ଷକ ପର୍ଯ୍ୟନ୍ତ ଚର୍ମ ରୋଗ ହୋଇନଥାଏ ।

jitu das

ଘିଅ ସହିତ କେବେବି ଆମିଷ ଭୋଜନ କରିବା ଉଚିତ୍ ନୁହେଁ ଏହା ଦ୍ୱାରା ମସ୍ତିଷ୍କ ରୋଗ ଦେଖା ଦେବାର ସମ୍ଭାବନା ରହିଥାଏ । ମାଂସ ଖାଇଥିବା ଦିନ କେବେବି କ୍ଷୀର , ଗୁଡ କିମ୍ବା ବିରି ଜାତୀୟ ଜିନିଷ ଖାଇବା ଉଚିତ୍ ନୁହେଁ ଏହା ଆପଣଙ୍କ ଦୃଷ୍ଟିଶକ୍ତି କମଜୋର କରିଦେଇଥାଏ । ପୂର୍ଣ୍ଣିମା କିମ୍ବା ଅମାବାସ୍ୟାରେ ମାଛ , ମାଂସ କିମ୍ବା ମଦ୍ୟ ପାନକରିବା ଉଚିତେ ନୁହେଁ ଏହାଦ୍ୱାରା ଅସାଧ୍ୟ ରୋଗ ଦେଖାଦେଇଥାଏ ।

ଏକାଦଶି ତିଥିରେ କେବେବି ଶିମ୍ବ କିମ୍ବା ଆମିଷ ଭୋଜନ କରିବା ଉଚିତ୍ ନୁହେଁ ଏହାଦ୍ୱାରା ଆପଣଙ୍କର ଆୟୁଷ ହାନି ହୋଇଥାଏ । ଶନିବାର ଦିନ କେବେବି ପିତା ଜିନିଷ କିମ୍ବା ଶିମ୍ବ ଖାଇବା ଉଚିତ୍ ନୁହେଁ ଏହାଦ୍ୱାରା ରୋଗଗ୍ରସ୍ତ ହୋବାର ସମ୍ଭାବନା ରହିଥାଏ । ସକାଳୁ ଉଠିଲା ପରେ ତମ୍ବା ଗ୍ଲାସରେ ଦୁଇ ଗ୍ଲାସ ପାଣି ପିଇବା ଉଚିତ୍ ଏବଂ ପ୍ରାତଃ ଭ୍ରମଣ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ ।

jitu das

ରୋଗଗ୍ରସ୍ତ ଲୋକମାନେ ଥଣ୍ଡା ପାଣି ବଦଳରେ ଉଷୁମ ପାଣି ପିଇବା ଉଚିତ୍ ଏବଂ ରାତିରେ ଖାଦ୍ୟ ଗ୍ରହଣ କରିବା ଉଚିତ୍ ନୁହେଁ ଏହାଦ୍ୱାରା ସ୍ୱାସ୍ଥ୍ୟ ଶୀଘ୍ର ଠିକ ହୋଇଥାଏ । ସକାଳ ସମୟରେ ମଳତ୍ୟାଗ କଲେ ପଶ୍ଚିମକୁ ଏବଂ ସଂଧ୍ୟା ସମୟରେ ପୂର୍ବକୁ ମୁଖକରି ମଳତ୍ୟାଗ କରିବା ଉଚିତ୍ ହୋଇଥାଏ । ମହିଳା ମାନେ ପରିସ୍ରା କରିସାରିବା ପରେ ଜଳରେ ଅଙ୍ଗଶୋଧନ କରିବା ଉଚିତ୍ ହୋଇଥାଏ ନଚେତ ଏହା ଆପଣଙ୍କ ପାଇଁ ଅମଙ୍ଗଳକାରି ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *