IAS ପ୍ରଶ୍ନ ; ଆପଣଙ୍କ କେଉଁ ଜିନିଷ ଅନ୍ୟମାନେ ଆପଣଙ୍କ ଠାରୁ ବେଶୀ ବ୍ୟବହାର କରନ୍ତି?

ias

ହେଲୋ ହାଏ ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମ ୱେବପୋର୍ଟାଲରେ ସ୍ଵାଗତ। ଯଦି ଆପଣ ମାନଙ୍କୁ ସାଧାରଣ ଜ୍ଞାନ ପସନ୍ଦ ତେବେ ଭଲସେ ପଢନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୧୪ ଟି ଜିକେ କହିବାକୁ ଯାଉଛୁ ।

ପ୍ରଶ୍ନ ୧ ; ଏପରି କେଉଁ ଜିନିଷ ଅଛି ଯାହା ଆପଙ୍କୁ ସମସ୍ତଙ୍କ ଦେଖାଯାଇଥାଏ କିନ୍ତୁ ନିଜର ଦେଖାଯାଇନଥାଏ।

ଉତ୍ତର; ଏହାର ଉତ୍ତର ଭୁଲ ଅଟେ ଆମକୁ ନିଜ ଭୁଲ କେବେ ଦେଖାଯାଇନଥାଏ ।

୨ୟ ପ୍ରଶ୍ନ; ଏପରି କେଉଁ କାମ ଯାହାକୁ ସମସ୍ତେ ଅନ୍ଧାର ରେ କରିଥାନ୍ତି
ଉତ୍ତର; ଏହାର ଉତ୍ତର ଆଲୁଅ ବା ଲାଇଟ ।

୩ୟ ପ୍ରଶ୍ନ; ମଣିଷ ଙ୍କ ମୁଣ୍ଡର ଉଜନ କେତେ ହୋଇଥାଏ ।

ଉତ୍ତର; ୧୩୫୦ ଗ୍ରାମ ।qua

୪ର୍ଥ ପ୍ରଶ୍ନ ; ଭାରତରେ ପ୍ରଥମ ଥର ଆଇଏଏସ କେବେ ହୋଇଥିଲା ।
ଉତ୍ତର ; ୧୯୫୦।

୫ମ ପ୍ରଶ୍ନ ; ଭାରତର ପତାକା କିଏ ତିଆରି କରିଥିଲେ ।
ଉତ୍ତର ; ମ୍ୟାଡାମ ଭିକାଜି କାମା ।

୭ ପ୍ରଶ୍ନ ; ଏପରି କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ସେ ଟୋପି ପିନ୍ଧେ ।
ଉତ୍ତର ; ବୋତଲ ।

୭ମ ପ୍ରଶ୍ନ; ଏପରି କେଉଁ ଜିନିଷ ଅଛି ଯାହାକୁ ଆମେ ଅଟକାଇ ରଖି ପାରିବା ନାହିଁ ।
ଉତ୍ତର ; ଛାଇ

୮ମ ପ୍ରଶ୍ନ ; ଖାଇବାରେ ଆସିଥାଏ କାମ ଉଲଟା ସିଧା ଏକ ଜିନିଷ ନାମ କଣ ।
ଉତ୍ତର ; ଡାଲଡା

୯ମ ପ୍ରଶ୍ନ; ଏହା କଣ ଯାହାର ପର ନାହିଁ କିନ୍ତୁ ଆକାଶରେ ଉଡ଼େ, ଅସ୍ତ୍ର ନାହିଁ କିନ୍ତୁ ଲଢେଇ କରେ?

ଉତ୍ତର: ଗୁଡ଼ି

୧୦ମ ପ୍ରଶ୍ନ: ଏପରି କେଉଁ ଫଳ ଅଛି ଯାହା କଞ୍ଚା ସମୟରେ ମିଠା ଓ ପାଚିବା ପରେ ଖଟା ବା ପିତା ଲାଗିଥାଏ। ଉତ୍ତର; ଧନିଆପତ୍ର ।q

୧୧ ପ୍ରଶ୍ନ ; ଏପରି କେଉଁ ଜିନିଷ ଯାହା ଆପଣଙ୍କର କିନ୍ତୁ ଅନ୍ୟ ଲୋକ ତାର ବ୍ୟବହାର କରିଥାନ୍ତି।ଉତ୍ତର; ଆପଣଙ୍କ ନାମ

୧୨; ପ୍ରଶ୍ନ ଡ଼ିଏସପି କୁ ହିନ୍ଦୀ ରେ କଣ କୁହାଯାଏ?
ଉତ୍ତର ; ପୋଲିସ ଅଧିକ୍ଷକ ।

୧୩ ପ୍ରଶ୍ନ; ଏପରି କେଉଁ ଜିନିଷ ଅଛି ଯାହା ପୁରୁଷ ଲୁଚାଇ ଚାଲନ୍ତି ଓ ମହିଳା ଦେଖାଇ ।

ଉତ୍ତର : ଏହାର ଉତ୍ତର ଆପଣ କମେଣ୍ଟ ରେ ଲେଖନ୍ତୁ ।

୧୪ ପ୍ରଶ୍ନ ; ମଧ୍ୟପ୍ରଦେଶରେ କୁମ୍ଭ ମେଳା କେଉଁ ଠାରେ ହୁଏ ।
ଉତ୍ତର ; ଉଜ୍ଜୟିନୀ

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ । ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ। ଧନ୍ୟବାଦ ।

Leave a Reply

Your email address will not be published. Required fields are marked *