ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ଖୋଲିଛି ଟାଙ୍କି ମୋ ଚାରି ଜଣ ସହକର୍ମି ଟାଙ୍କି ସଫା କରିଛନ୍ତି । କାହିଁ ସେମିତି କିଛି ମୁଁ ତ ଦେଖିନି । କାଗଜ ନାଁ ଫାଗଜ ମୁଁ ତ କିଛି ଦେଖି ନାହିଁ । କିଛି ନାହିଁ ଆଜ୍ଞ୍ୟା ମୁଁ ରାତିରେ ଥିଲି ମୋ ଟିମ୍ ସଫା କରୁଥିଲା ହଁ ଆମେ ଲାଟିନ ଭିତରୁ ମଳ ସଫା କରୁଥିଲୁ । ହେଲେ କାଗଜ ଫାଗଜ କିଛି ନାହିଁ । ହଁ ବନ୍ଧୁଗଣ ଏହି କଥା ଆମେ କହୁ ନାହୁଁ ସୁଣି ନିଅନ୍ତୁ ଯେଉଁ ଟାଙ୍କି ରୁ 15 ପୃଷ୍ଟା ବାହାରିଛି ସେହି ଟାଙ୍କି ସଫା କରିଥିବା କର୍ମି କଣ କହୁଛନ୍ତି ।
ତେବେ ସେ କହିବା ଅନୁସାରେ ସେ ନେତୃତ୍ୱ ନେଉଥିଲେ ଟାଙ୍କି ସଫା କରିବାର ତାଙ୍କ ନେତୃତ୍ୱ ରେ ହିଁ ଚାରିଜଣ ଯୁବକ ଟାଙ୍କି ସଫା କଲେ ରାତିରେ ଏ ବାବୁ ଉପସ୍ଥିତ ବି ଥିଲେ । କୁଆଡେ କାଗଜ ଫାଗଜ କିଛି ସେ ପାଇ ନାହାଁନ୍ତି । ଆଉ ଏହା ପରେ ଆମର ଏପଟେ ଚର୍ଚ୍ଚା 15 ପୃଷ୍ଟା କାଗଜ ମିଳିଲା । କାଗଜ ଆସିଲା କେଉଁଠୁ ଏମିତି କିଛି ପ୍ରଶ୍ନ ଏବେ ଜନ ମାନସ ରେ ଉଙ୍କି ମାରିଲାଣି ।
ବନ୍ଧୁଗଣ ଗୋଟେ କଥା ଆପଣ ମାନଙ୍କୁ ଏଠାରେ କହି ରଖିବାକୁ ଚାହିଁବୁ ଯେ ହ-ତ୍ୟା କାଣ୍ଡ ସତ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ହେଲା ଏହାବି ସତ ଗୋପାଳ ଗୁଳି ମାରିବା ଏହାବି ସତ୍ୟ । ଗୋପାଳ ଗୁଳି ରେ ନବ ବାବୁ ଙ୍କ ମୃ-ତ୍ୟୁ ହେବା ଏହାବି ସତ୍ୟ ହେଲେ ଏହାରି ମଧ୍ୟରେ ଯେତେ ବେଳେ ଗୋପାଳ କୁ ପ୍ରଥମେ କାବୁ କରାଗଲା ସେତେ ବେଳେ ଝାଡସୁଗୁଡା ବିମାନ ବନ୍ଦର ଥାନା କୁ ନିଆଜାଇଥିଲା ।
ସେଠାରେ ଜିଲ୍ଲାର ଜଣେ ବରିଷ୍ଟ ଇନିସ୍ପପେକ୍ଟର ଙ୍କୁ ଦାୟୁତ୍ୱ ରେ ରଖା ଜାଇଥିଲା ଗୋପାଳ କୁ ଜଗିବା ପାଇଁ ଠିକ୍ ଏତିକି ବେଳେ ଗୋପାଳ କୁ କୁଆଡେ ଲାଟିନ ଲାଗିଥିଲା ସେତେ ବେଳେ ଗୋପାଳ ପ୍ୟାକେଟ ରେ ଥିବା ମୋବାଇଲ କୁ ପୋଲିସ ନେଲା ତା ପ୍ୟକେଟ ରେ ଥିବା ପର୍ସ କୁ ପୋଲିସ ନେଲା ଗୋପାଳ ଅଣ୍ଟାରେ ଥିବା ରିଭଲବଲ ଏବଂ ମ୍ୟାଗାଜିନ ବି ପୋଲିସ ନେଲା ହେଲେ ପ୍ୟାକେଟ ରେ ଥିବା 15 ପୃଷ୍ଟା ର କାଗଜ କୁ ପୋଲିସ ନେଲା ନାହିଁ । କି ତା ପ୍ୟାକେଟ ରେ ରହିଛି ବୋଲି ବି ଜାଣି ପାରିଲା ନାହିଁ ।
ଏହି କଥା ଆମେ ନୁହେଁ ଲୋକ କହୁଛନ୍ତି । ତେବେ ବନ୍ଧୁଗଣ ଏବେ ଗୋପାଳ କହୁଛି ମୁଁ ସେ କାଗଜ ରେ ସବୁ ଲେଖିଥିଲି କାହିଁକି ନବ ବାବୁ ଙ୍କୁ ହ-ତ୍ୟା କଲି । ତେବେ ଲୋକ ପଚାରୁଛନ୍ତି ଯଦି ଗୋପାଳ ସବୁ କିଛି ସେହି କାଗଜ ରେ ଲେଖି ଦେଇଥିଲା କଣ ପାଇଁ ହ-ତ୍ୟା କଲା ତେବେ ଏବେ କଣ ପାଇଁ କହିବା ପାଇଁ ଡରୁଛି ।
ଆଉ ସବୁଠୁ ବଡ କଥା ହେଲା କି ଦୁଇ ରୁ ଚାରି ଦିନ କାଗଜ ମଇଳା ରେ ବୁଡି ରହିବା ପରେ କାଗଜ ଭେଦି ଯାଉଛି ତଥାପି କାଗଜ ଭିତରେ ଲେଖା ଲିଭୁ ନାହିଁ । ଆଉ କିଛି ଆଂଶିକ ଭାବେ ଲିଭି ଜାଇଛି ଜାହା ଫରେନସିକ ଲେବ୍ରୋଟରି ରୁ ଜଣା ପଡିବ। ଆଉ ଏବେ ଟାଙ୍କି ସଫା କରିବା କର୍ମି କହୁଛନ୍ତି କିଛି କାଗଜ ବାହାରି ନାହିଁ । ତେବେ ଆପଣ କୁହନ୍ତୁ କଣ ସତ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।