ପୁଅ କିପରି ହେବ ଓ ଝିଅ କିପରି ହେବ ? ଜାଣି ରଖନ୍ତୁ ଏହି Tips

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂଚନା ଅନୁସାରେ ସବୁ ଦମ୍ପତୀ ଙ୍କର ସନ୍ତାନଟି ନିହାତି ଦରକାର ହୋଇଥାଏ । ତେବେ ତାହା ପୁଅ ହେଉ କିମ୍ବା ଝିଅ ହେଉ । କାରଣ ସନ୍ତାନ ହିଁ ଘର ପାଇଁ ଅନେକ କିଛି ଖୁସି ନେଇକି ଆସେ । ତେବେ ଯେଉଁ ମାନେ ନିର୍ଦ୍ଧିଷ୍ଟ ଭାବରେ ପୁଅ କିମ୍ବା ଝିଅ ସନ୍ତାନ ପାଇବାକୁ ଇଛୁକ ରହିଥାନ୍ତି । ସେହି ଦମ୍ପତି ଯଦି କିଛି ବିଶେଷ ଦିବସ ମାନଙ୍କରେ ସ-ମ୍ବ-ଦ୍ଧ ବନାନ୍ତି । ତେବେ ତାଙ୍କର ମନସ୍ଥ ପୁଅ କିମ୍ବା ଝିଅ ସନ୍ତାନଟି ଜନ୍ମ ହୋଇଥାଏ ।

ତେବେ ମହିଳା ମାନଙ୍କ ଠାରେ ପ୍ରତ୍ୟେକ ମାସରେ ମାସିକ ଋତୁସ୍ରାବ ବା ପିରିୟଡ ହୋଇଥାଏ । ତେବେ ସେହି ପ୍ରକ୍ରିୟା ପ୍ରଥମ ଦିନରୁ ଆରମ୍ଭ ହୋଇ 7 ଦିନ ପର୍ଯ୍ୟନ୍ତ ଚାଲୁ ରହିଥାଏ । ତେବେ ସେହି ଦିନ ମାନଙ୍କର ମଧ୍ୟ କିଛି ବିଶେଷତ୍ଵ ରହିଥାଏ । ତେବେ ଶାସ୍ତ୍ରରେ ମଧ୍ୟ ପୁଅ କିମ୍ବା ହେବା ଝିଅ ପାଇଁ ମନସ୍ଥ କରିଥିବା ଦମ୍ପତି ମାନଙ୍କ ପାଇଁ ସ-ମ୍ବ-ଦ୍ଧ ବନାଇବାର ଦିବସ ମାନଙ୍କ ବିଷୟରେ ସବିଶେଷ ଉଲ୍ଲିଖିତ ହୋଇ ରହିଛି ।

mom

ତେବେ ଋତୁସ୍ରାବ ହେବାର 7 ଦିନ ମଧ୍ୟରେ କିଛି ଯୁଗ୍ମବାର ଓ କିଛି ଅଯୁଗ୍ମ ବାର ପଡିଥାଏ । ତେବେ ଯୁଗ୍ମ ଦିନ ଯେପରି 2,4 ଓ 6 ଏପରି ଯେଉଁ ସଂଖ୍ୟା 2 ଦ୍ଵାରା ବିଭାଜ୍ୟ ହୋଇ ପାରୁଥିବେ । ତାହାକୁ ଯୁଗ୍ମ ସଂଖ୍ୟା କୁହା ଯାଇଥାଏ । ଅଯୁଗ୍ମ କହିଲେ ଯେଉଁ ଯେଉଁ ସଂଖ୍ୟା ଗୁଡିକ ଯେପରି 1,3,5, ଓ 7 ଏହି ସବୁ ସଂଖ୍ୟାକୁ ଅଯୁଗ୍ମ ବୋଲି କୁହା ଯାଇଥାଏ ।

ତେବେ ଯଦି ମହିଳାର ପିରିୟଡ ଚାଲୁଥିବା ସମୟରେ ଯେଉଁ ସବୁ ଯୁଗ୍ମସଂଖ୍ୟା ପଡିଥାଏ । ସେହି ଦିନ ମାନଙ୍କରେ ଯଦି ସ୍ଵାମୀ ଓ ସ୍ତ୍ରୀ ଶା-ରୀ-ରିକ ସ-ମ୍ବ-ଦ୍ଧ ବନାଇଥାନ୍ତି । ତେବେ ସେହି ଦମ୍ପତି ମାନଙ୍କର ପୁତ୍ର ସନ୍ତାନ ଜାତ ହୋଇଥାଏ । ମହିଳାର ଋତୁସ୍ରାବ ଚାଲୁଥିବା ସମୟରେ ଯଦି ଅଯୁଗ୍ମ ଦିନ ମାନଙ୍କରେ ସ୍ଵାମୀ ଓ ସ୍ତ୍ରୀ ଶା-ରୀ-ରିକ ସ-ମ୍ପ-ର୍କ ବନାଇଥାନ୍ତି । ତେବେ ସେପରି କ୍ଷେତ୍ରରେ କନ୍ୟା ସନ୍ତାନ ଜାତ ହୋଇଥାଏ ।

mom

ତେବେ ଯଡି କୌଣସି ଦମ୍ପତି ନିର୍ଦ୍ଧିଷ୍ଟ ଭାବରେ ପୁଅ କିମ୍ବା ଝିଅ ସନ୍ତାନ ପାଇଁ ମନସ୍ଥ କରି ତେବେ ତାଙ୍କର ମନବାଞ୍ଛା ପୂରଣ କରନ୍ତୁ । ପିରିୟଡର ଯୁଗ୍ମ ଦିନରେ ପୁତ୍ର ଓ ଅଯୁଗ୍ମ ଦିନ ଗୁଡିକରେ ସ-ମ୍ପର୍କ ତେବେ ଝିଅ ଜନ୍ମ ହୋଇଥାଏ ।

ତେବେ ମହିଳାର ପିରିୟଡ ହେବାର ସମୟ ଠାରୁ 24 ଘଣ୍ଟା ସମୟ ପୁରା ହୋଇଗଲେ ତାହାକୁ 1 ଦିନ ସଂପୂର୍ଣ୍ଣ ହୋଇଗଲା ବୋଲି କୁହା ଯାଇଥାଏ । ତେବେ ସେହିପରି ହିସାବରେ ପୁତ୍ର କିମ୍ବା ଝିଅ ସନ୍ତାନ ପ୍ରାପ୍ତି ପାଇଁ ଦମ୍ପତି ସ-ମ୍ବ-ଦ୍ଧ କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *