ଶରୀରକୁ ରୋଗ ମୁକ୍ତ ଓ ଶୁସ୍ତ ରଖିବେ କିପରି ଜାଣନ୍ତୁ

body

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ ଆପଣ ମାନେ ଏହି କଥା କୁ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଆମ ଶରୀର କୁ ବାସ୍ତବ ରେ କେଉଁ କେଉଁ ଶକ୍ତି ମାନେ ରକ୍ଷା କରି ଥାନ୍ତି । ଗୋଟିଏ ହେଲା ଧାତୁ ଶକ୍ତି । ଆଉ ଗୋଟିଏ ହେଲା ଭୋଗ ବାସ୍ନା ଏବଂ ତୃତୀୟ ରେ କାମ ଶକ୍ତି ହିଁ ଆମକୁ ଶରୀର ରେ ବାସ୍ତବତା ପ୍ରଦାନ କରେ ।

ପ୍ରଥମେ ରହିଛି ଧାତୁ ଶକ୍ତି

ଏହି ଧାତୁ ଶକ୍ତି କଣ ଏହା ଆମ ଶରୀରର ଅମୂଲ୍ୟ ରତ୍ନ । ଏହା ଆମ ଶରୀରର ରାଜା । ଜାହା ଯଦି ଆମ ଦେହ ରେ ମଜବୁତ ହୋଇ ରହି ଥାଏ । ତେବେ ରୋଗ ରୂପୀ ରାକ୍ଷାସ ମାନେ କେବେ ଆମର ଶରୀର ନଗରୀ ଉପରେ ଆକ୍ରମଣ କରି ପାରନ୍ତି ନାହିଁ । ଏହି ଶକ୍ତି କୁ ଶରୀରର ରେ ସଂଙ୍ଗଠିତ କରି ରଖିବା ଦ୍ୱାରା ଜିବନ ରୂପି ବଗିଚା ଖୁସି ରେ ଖେଳି ଉଠି ଥାଏ । ଏହି ଶକ୍ତି କୁ ସଜେଇ ରଖିଲେ ଦୁନିଆଁ ର ଅସାଦ୍ଧ୍ୟ କାର୍ଯ୍ୟ କୁ ମଧ୍ୟ କରି ହୁଏ । ଯେଉଁ ମାନେ ଦୁନିଆଁ ରେ ମହାନ ହୋଇ ପାରିଛନ୍ତି । ସେମାନେ ସବୁ ବେଳେ ନିଜର ଏହି ଶକ୍ତି ରୁ ସଂଞମ ରେ ରଖି ପାରିଛନ୍ତି । ଏହି ଶକ୍ତି ର ମହିମା ଏହି ଠାରେ ଏକା ଦିନେ କହିବା ସମ୍ଭବ ନୁହେଁ । ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ବି ଏହାର ଯିଏ ସଠିକ୍ ବ୍ୟବହାର କରି ଥାଏ । ଆବଶ୍ୟକତା ଠାରୁ କମ୍ ବ୍ୟବହାର କରି ଥାଏ । ତେବେ ଲୋକ ମାନେ ତାକୁ ଦେଖି ବସିଭୁତ ହୋଇ ଥାନ୍ତି । ଏହା ପରେ ରହିଛି

worship

ଭୋଗ ବାସ୍ନା ।

ଗୀତା ରେ ଭଗବାନ ଶ୍ରୀକୃଷ୍ଣ କହି ଜାଇଛନ୍ତି କି । କାମ ବାସନା ରେ ଯେଉଁ ମାନେ ରହି ଥାନ୍ତି । ସେମାନେ ଅନ୍ଧ ହୋଇ ଥାନ୍ତି । ସେମାନେ କେବେ ବି ସତ୍ୟତା କୁ ଦେଖି ପାରି ନ ଥାନ୍ତି । ବନ୍ଧୁଗଣ ଆମ ଭାଷା ରେ କହିଲେ ସଂଶାର ରେ ରହି ମଧ୍ୟ ଆମକୁ କେବେ ଅଧିକ ଭାବେ କାମ ବାସନା ଆଡକୁ ଆକୃଷ୍ଟ ହେବା ଉଚିତ୍ ନୁହେଁ ।

wor

ତୃତୀୟ ରେ ରହିଛି କାମ ଶକ୍ତି ।

ଆପଣ ମାନେ ନିଶ୍ଚିତ ଭାବେ ଶକ୍ତି ମାନ ସିରିଏଲ ଦେଖି ଥିବେ । ସେ ଏହିଥି ପାଇଁ ଶକ୍ତିମାନ ହୋଇ ପାରି ଥିଲେ କାରଣ ସେ ନିଜର କୁଣ୍ଡଳୀନି ଶକ୍ତି କୁ ଜାଗ୍ରତ କରି ପାରି ଥିଲେ । ସେ ସବୁ ବେଳେ ନିଜର ମନ କୁ ସଂଞମ ରେ ରଖି ପାରି ଥିଲେ । ଆପଣ ମାନେ ଗୋଟିଏ ଖରାପ୍ କଥା ଭାବିଲେ ଆପଣଙ୍କ କାମ ଶକ୍ତି ନିମ୍ନ ଆଡକୁ ଗତି କରି ଥାଏ । ଜାହା ଫଳ ରେ ମଣିଷ ଅନ୍ଧ ହୋଇ ଯାଏ । ଏବଂ ସେ ଭାବେ କି କାମ ବସନା ହିଁ ସବୁ କିଛି । ହେଲେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହି ଶକ୍ତି ଯେତେ ବେଳେ ମୂଳା ଧାର ରୁ ଉପର କୁ ଉଠି ଥାଏ । ତେବେ ହିଁ ଏହାକୁ ପ୍ରକୃତ ଶାନ୍ତି ବୋଲି କହି ପାରିବା । ସହ ବାସ ର ସୁଖ ଆପଣ ମାନଙ୍କୁ ଅଲ୍ପ ସମୟ ପାଇଁ ମିଳିବ ହେଲେ ଏହି ସୁଖ ଆପଣ ମାନେ ଜିବନ ସାରା ପାଇବେ ।

meeen

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *