ଜିଦିଆ ପିଲାଙ୍କୁ କେମିତି ସୁଧାରିବେ ? କଣ କଲେ ପିଲା କଥା ମାନିବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟୋକ ସନ୍ତାନ୍ତ ମାନେ ନିଜର ମାତା ପିତା ଙ୍କୁ ଉତ୍ତମ ସଂସ୍କାର ଦେବାକୁ ଚେଷ୍ଟା କରନ୍ତି । ତେବେ ଯଦି ଆପଣ ମାନେ ପିଲା ମାନଙ୍କ ଜିଦି କୁ କମ୍ କରିବାକୁ ଚାହାଁନ୍ତି ତେବେ ଗୋଟିଏ କଥା ମନେ ରଖନ୍ତୁ ତାହା ହେଲା ପଜେଟିଭ ଚିନ୍ତା ଧରା । ଅଧିକାଶଂ ସର୍ଭେ ରୁ ଏହା ଜଣା ଜାଇଛି କି 95 ପ୍ରତିଶତ କଥା ବାର୍ତା ପିଲା ମାନଙ୍କ ସହିତ ନେଗେଟିଭ ହିଁ ହୋଇଥାଏ । ସାଧାରଣତଃ ମାତା ପିତା ମାନେ ଏହି ଭଳି କହିଥାନ୍ତି ଯେ ଯଦି ତାଙ୍କ ଶିଶୁ ପାଠ ନପଢୁଛି ତେବେ ଝାଡୁ ମାରୁଥିବା ଲୋକ ତଥା ରିକ୍ସା ଚଳାଉଥିବା ଲୋକ ଙ୍କୁ ଉଦାହରଣ ଦେଖେଇ କହିଥାନ୍ତି । ଯେ ଯଦି ତୁ ପାଠ ନ ପଢିବୁ ତେବେ ତୋ ସହିତ ନିଶ୍ଚିତ ଏମିତି ହେବ ।

child

ହେଲେ ଆପଣ ଥରେ ଚିନ୍ତା କରନ୍ତୁ ଏମିତି କରିବା କଣ ସଠିକ୍ ଅଟେ । କିଛି ମାଆ ବାପା ସେହି ଝାଡୁ ମାରୁଥିବା କିମ୍ବା ରିକ୍ସା ଚଳାଉଥିବା ଲୋକଙ୍କୁ ଦେଖେଇ କହିଥାନ୍ତୁ ପୁଅ ତୁ ଯଦି ପାଠ ପଢିବୁ ତେବେ ସେହି ଲୋକ ମାନଙ୍କୁ ସାହାଯ୍ୟ କରି ପାରିବୁ । ଏହି ଭଳି କେତେ ଲୋକ ମାନଙ୍କୁ ସାହାଯ୍ୟ କରିପାରିବୁ । ଏହି ଭଳି ଲୋକ ମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ତତେ ପାଠ ପଢିବା ନିହାତି ଆବଶ୍ୟକ ଅଟେ ।

ତେବେ ବନ୍ଧୁଗଣ ପ୍ରଥମ ମାତା ପିତା ମାନେ ନିଜ ପିଲା ମାନଙ୍କୁ ପଢିବାକୁ କହୁଥିଲେ ଏବଂ ଦ୍ୱତୀୟ ମାତା ପିତା ବି ନିଜ ପିଲାକୁ ପଢିବାକୁ କହିଲେ ମାତ୍ର ପ୍ରଥମେ ଯେଉଁ ମାତା ନିଜ ଶିଶୁ କୁ ଯେଉଁ କଥା କହିଲେ ତାହା ହେଲା ନେଗେଟିଭ । ହେଲେ ଦ୍ୱତିୟ ମାତା ଯେଉଁ କଥା କହିଲେ ତାହା ହେଲା ପଜେଟିଭ । ତେବେ ଆପଣ ମାନଙ୍କୁ କହିବାକୁ ଗଲେ ଯଦି ଆରମ୍ଭରୁ ଶିଶୁ ଙ୍କ ମନରେ ଯଦି ନେଗେଟିଭ କଥା କୁହାଯାଏ ତେବେ ସେ ସେହିଭଳି ଚିନ୍ତାଧାରା ନେଇ ଆଗକୁ ବଢିବ ।

Children

ଏଭଳି କୌଣସି ଏକ ପରିସ୍ଥିତି ଆସିଥାଏ ଯେଉଁଥିରେ ଶିଶୁ ଜଣକ ଆପଣଙ୍କୁ ଦୂରରେ ଥିବ ଏବଂ କିଛି ସମୟ ପରେ ଆପଣଙ୍କ ସହିତ ଦେଖା ହେବ ଯେପରିକି ଶିଶୁ ସ୍କୁଲ ରୁ ଆସିଲା କ୍ଷଣି ତାକୁ କଣ ପାଠ ପଢାହେଲା। ଘରକୁ କଣ ଦେଇଛନ୍ତି ପାଠ କରିବାକୁ । ଏହି ଭଳି ଅନେକ ନେଗେଟିଭ ପ୍ରଶ୍ନ ନ ପଚାରି ଆପଣ ତାଙ୍କୁ ପଚାରିବେ ଯେ ଆଜି କେତେ ଜଣଙ୍କୁ ସାହାଯ୍ୟ କରିଛୁ । ତଥା ନିଜ ସ୍କୁଲ ରେ ଆଜି ତୁ କେତେ ଏଞୟ କରିଛୁ ।

ଏହି ପ୍ରଶ୍ନ ପଚାରି ପିଲା ମାନଙ୍କୁ ଖୁସୀ କରିବାକୁ ଚେଷ୍ଟା କରନ୍ତୁ । ଏହି ଭଳି ଭାବେ ଆପଣ ମାନେ ନିଜ ପିଲାକୁ ଉଚିତ ଶିକ୍ଷା ଦେବା ସହିତ ଜିଦି ହେବାରୁ ଆପଣ ମାନେ ବଞ୍ଚିତ କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *