ଗାର୍ଲଫ୍ରେଣ୍ଡ ଦରକାର କି | ଆପଣାନ୍ତୁ ଏହି ସହଜ ଉପାୟ…।

gf

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନଙ୍କୁ ଝିଅ ଦରକାର କି ବା କୈଣସି ଝିଅକୁ ବୟଫ୍ରେଣ୍ଡ ଦରକାର କି । ତେବେ ଆପଣ ମାନେ ମନ ଦେଇ ଯଦି ଏହି ପୋଷ୍ଟ କୁ ପଢିବେ ତେବେ ଆପଣ ମାନଙ୍କୁ ବି ବହୁତ ଜଲ୍ଦି ଭଲ ଝିଅ ବା ପୁଅ ମିଳି ଯିବେ ତେବେ ତାହା କେମିତି ଆସନ୍ତୁ ଜାଣି ନେବା । ସେମିତି ରେ ଏହି ଦୁନିଆରେ ଆପଣ ମାନେ ଜାଣି ଥିବେ ଝିଅ ଏବଂ ପୁଅ ମାନେ ଦୁଇ କେଟାଗୋରୀ ର ହୋଇ ଥାନ୍ତି ସେମାନେ ସବୁ ବେଳେ ପଇସା ଏବଂ ଲୁକ୍ ତଥା ଷ୍ଟାଇଲ କୁ ପସନ୍ଦ କରନ୍ତି । ଏବଂ ସେମିତି ବେଳେ ସେମାନେ ଭଲ ପାଇ ବସନ୍ତି ।

loveee

ଏବଂ ସେମାନେ ପରେ ଅଭିନୟ କରନ୍ତି ଏବଂ ଇମୋସ୍ନାଲି ବ୍ଲାକ୍ ମେଲ୍ କରି ଥାନ୍ତି । ହେଲେ ଦ୍ୱୀତୀୟ ପ୍ରକାରର ହେଲା ସେମାନେ କଣ କରନ୍ତି ନା ସେମାନେ ଏହାର ବିପରିତ ହୋଇ ଥାନ୍ତି ସେମାନେ ସଚ୍ଛା ହୃଦୟ ଦେଇ କରି ସେମାନେ ଆପଣ ମାନଙ୍କୁ ଭଲ ପାଇ ଥାନ୍ତି । ଏମିତିରେ ସେମାନେ ଆପଣ ମାନଙ୍କୁ ଛାଡି କେବେ ବି ଯିବ ନାହିଁ । ଆପଣ ଯେମିତି ରହିବେ ସେ ସେମିତି ରହିବ । ଏମିତି ରେ ଅନ୍ୟ ପ୍ରକାରରରେ ସେମାନେ ଆପଣଙ୍କ ପାଖରେ ପଇସା ନ ଦେଖିଲେ ଆପଣ ମାନଙ୍କୁ ସେମାନେ ଛା ଡି ପଲେଇ ଯିବେ ।

love

ଏମିତି ରେ ଆମେ ଆଜି ଆପଣ ମାନଙ୍କୁ କହୁଛୁ କି ଆପଣ ମାନେ ଜାହା ବି କରନ୍ତୁ ସବୁ ବେଳେ ଭାବି ଚିନ୍ତି କରି ହିଁ କାର୍ଯ୍ୟ କରନ୍ତୁ । ଏହି କଥାକୁ ଆପଣ ମାନେ ମନେ ରଖିବେ , ବୟସ ଥିଲା ବେଳେ ସବୁ ପ୍ରେମିକ ଏବଂ ଚାଲିଗଲା ପରେ ସବୁ ବିଚାରକ ହୋଇ ଥାନ୍ତି । ତେବେ ଆପଣ ମାନେ କେବେ ଧନ ଚାହୁଁ ଥିବା ଝିଅ ବା ପୁଅ କୁ ଛାଡି ଗୋଟିଏ ମନ ଚାହୁଁ ଥିବା ପାତ୍ର କୁ ଆପଣ ମାନେ ପଟାନ୍ତି ଦେଖିବେ ଆପଣ ମାନଙ୍କ ଜିବନ ବହୁତ ଭଲ ରେ ବିତିବ । ତେବେ ଆପଣ ମାନେ ପଟେଇବା ପାଇଁ ଚାହୁଁ ଥିଲେ ଏହି ଧାରା ରେ ଆପଣ ମାନେ ପଟାନ୍ତୁ ଦେଖିବେ ଆପଣ ମାନଙ୍କୁ ବହୁତ ଭଲ ପାତ୍ର ଟିଏ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *