ଗୁରୁତ୍ତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ହିରୋଇନ l

medical

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଦୁଖଃଦ ଖବର ସାମ୍ନାକୁ ଆସିଛି ଆଜି ଏହି ପ୍ରସିଦ୍ଧ ଅଭିନେତ୍ରୀ ଗୁରୁତ୍ୱର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ତେବେ କାହିଁକି ଏବଂ କଣ ହୋଇଛି ଏହି ଅଭିନେତ୍ରୀ ଙ୍କର ଜାଣିବା ପାଇଁ ହେଲେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଏହି ଲୋକପ୍ରିୟ ଅଭିନେତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତ୍ୱର ରହିଛି । ନିକଟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତୁରନ୍ତ ଡାକ୍ତର ଖାନାରେ ଭର୍ତ୍ତି କରାଜାଇ ଥିଲା । ବର୍ତମାନ ସମୟ ରେ ଡାକ୍ତର ଙ୍କ ଏକ ଟିମ୍ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତ୍ୱର ବୋଲି କହିଛନ୍ତି । ଆଜି ତାଙ୍କୁ ଭେଣ୍ଟିଲେଟର କୁ ସ୍ଥାନାନ୍ତର କରାଜାଇଛି ।

ତେବେ ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ଏହି ଅଭିନେତ୍ରୀ ହଠାତ ଏକ ଘୋରଇ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ହଠାତ ହୃଦଘାତ ହୋଇଥିବା ବେଳେ ହଠାତ ତାଙ୍କର ମତ୍ସିକ ରେ ହଠାତ ରକ୍ତ ଜମାଟ ବାନ୍ଧିଥିଲା । ଏହି ଭଳି ପରିସ୍ଥିତି ରେ ଅଭିନେତ୍ରୀ ଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତ୍ୱର ହେବାରୁ ଡାକ୍ତର ମାନେ ଅଭିନେତ୍ରୀ ଙ୍କୁ ଭେଣ୍ଟିଲେଟରରେ ରଖିଛନ୍ତି ।

Actress Aindrila Sharma

ରିପୋର୍ଟ ଅନୁସାରେ କୁହାଯାଉଛି ଯେ ତାଙ୍କର ଅବସ୍ଥା ବହୁତ ଗୁରୁତ୍ୱର ରହିଛି । ତେବେ ପରେ ଅଭିନେତ୍ରୀ ଙ୍କ ଗୁରୁତ୍ୱର ଅସ୍ତ୍ର ପ୍ରଚାର ଶେଷ କରିଥିବା ବେଳେ ସେହି ସମୟ ମଧ୍ୟରେ ଅଭିନେତ୍ରୀ ଙ୍କ ସ୍ୱାସ୍ଥ୍ୟ କୁ ନେଇ ପରିବାର ଲୋକ ବହୁତ ଦୁଖିଃତ ଥିଲେ । ତେବେ ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା ଙ୍କର ସ୍ୱସ୍ଥ୍ୟ ଅବସ୍ଥା ଠିକ୍ ହେବା ସହ ସେ କେମିତି ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ତାଙ୍କର ଫ୍ୟାନ ମାନେ ପ୍ରାର୍ଥନା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *