ପଣା ସଂକ୍ରାନ୍ତି ଦିନ କରନ୍ତୁ ଏହି 5 ଟି ଉପାୟ |

hanuman

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପଣା ସଂକ୍ରାନ୍ତି ଙ୍କୁ ହନୁମାନ ଜୟନ୍ତି ଭାବେ ବି ପାଳନ କରାଯାଏ ଏବଂ ଏହି ଦିନ ରେ ଭଗବାନ ହନୁମାନ ଙ୍କ ପୂଜା କରି କେତେଟି ଉପାୟ କରିଲେ ଆପଣ ମାନଙ୍କ ଘରେ ସୁଖ ସମୃଦ୍ଧି ବୃୃଦ୍ଧି ହୁଏ , ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ଉପାୟ ବିଷୟ ରେ କହିବୁ ଜାହାକୁ କରି ଆପଣ ମାନେ ବି ଧନୀ ହୋଇ ପାରିବେ । ତେବେ ପ୍ରଥମେ ହେଲା ପଣା ସଂକ୍ରାନ୍ତି ଦିନ ବା ହନୁମାନ ଜୟନ୍ତି ଦିନ ରେ ଆପଣ ମାନେ ସ୍ନାନ ସାରି କୈଁଣସି ଲାଲ ବସ୍ତ୍ର ପରିଧାନ କରି ହନୁମାନ ମନ୍ଦିର ଜାଇ ହନୁମାନ ଙ୍କ ପୂଜା କରି ଲାଲ ରଙ୍ଗ ର ଉତରିୟ ଭଗବାନ ହନୁମାନ ଙ୍କୁ ଅର୍ପଣ କରନ୍ତୁ ।hanumaji

ଏବଂ ଆପଣ ମାନେ ସେହି ଦିନ ରେ ହନୁମାନ ଧାରଣ କରି ଥିବା ଗୋଟିଏ ଫୁଲ କୁ ସିନ୍ଦୁର ସହିତ ଆଣନ୍ତୁ ଏହାକୁ ଆପଣ ମାନେ ଲାଲ ରଙ୍ଗ ର କପଡା ରେ ବାନ୍ଧି ନିଜର ବ୍ୟବସାୟ ସ୍ଥଳ ବା ଆଲମାରୀ ରେ ରଖନ୍ତୁ । ଏମିତି କରିଲେ ଆପଣ ମାନଙ୍କର ଆର୍ଥିକ ସମସ୍ୟା ର ସମାଧାନ ହୋଇଥାଏ , ସେହି ପରି ପଣା ସଂକ୍ରାନ୍ତି ଦିନ ବା ହନୁମାନ ଜୟନ୍ତି ଦିନ ରେ ଆପଣ ମାନେ ସ୍ନାନ ସାରି ଏକ ବର ଗଛ ରୁ ଏକ ପତ୍ର ଆଣନ୍ତୁ ଏବଂ ଏହାକୁ ସୁଦ୍ଧ ପାଣି ରେ ଧୋଇ ପତ୍ର ରେ କେଶର ଚନ୍ଦନ ରେ ଶ୍ରୀ ରାମ ଙ୍କ ନାମ ଲେଖନ୍ତୁ ଏବଂ ଏହାକୁ ହନୁମାନ ଙ୍କ ପୂଜା ସ୍ଥଳ ରେ ରଖି ଦିଅନ୍ତୁ , ଏବଂ ପରେ ପରେ ଆପଣ ମାନେ ଏହାକୁ ଜାଣି ନିଜର ପର୍ସ ରେ ରଖନ୍ତୁ ।hanumana

ଏମିତି କରିଲେ ଆପଣ ମାନଙ୍କର ଟଙ୍କା ପଇସାର ଅଭାବ ହୁଏ ନାହିଁ , ସେହି ନିଜର ଘରେ ପାରଦ ର ନିର୍ମିତ ହନୁମାନ ଙ୍କ ପ୍ରତିମା ସ୍ଥାପନା କରନ୍ତୁ ଏବଂ ପାରଦ ରେ ନିର୍ମିତ ହନୁମାନ ଙ୍କ ପୂଜା କରିଲେ ଆପଣ ମାନଙ୍କୁ ସବୁ କାମ ରେ ସଫଳତା ପ୍ରାପ୍ତି ହୁଏ , ଏବଂ ଏହି ପାରଦ ରେ ନିର୍ମିତ ହନୁମାନ ମୃତି ଘରେ ରଖିଲେ ଘରେ ଥିବା ସବୁ ବାସ୍ତୁ ଦୋଷ ବି ଦୂର ହୁଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *