ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଭୀଷଣ ଝଡବର୍ଷା

rains

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆହୁରୀ ଦୁଇ ଦିନ କାଳବୈଶାଖୀ ଆଶଂଙ୍କା ଆଜି ଆଠ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରିଲା ପାଣି ପାଗ ବିଭାଗ ତେବେ ଆସନ୍ତୁ ଜାଣି ନେବା କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଖବର କେଉଁ ସବୁ ଜିଲ୍ଲା କୁ ରହିଛି ସତର୍କ ସୂଚନା ସେହି ବିଷୟ ରେ ଜାଣିନେବା ଆସନ୍ତୁ । ତେବେ ରାଜ୍ୟ ରେ ପୁଣି ବଢିବାରେ ଲାଗିଛି ଗ୍ରୀଷ୍ମ ପ୍ରଭାବ 3 ସହର ର ତାପମାତ୍ରା 4 ଡୀଗ୍ରି ଅତିକ୍ରମ କରିଛି ସେହି ପରି ଝାଡସୁଗୁଡା ରେ ସର୍ବଚ୍ଛୋ ତାପମାତ୍ରା 41.2 ଡୀଗ୍ରି ରେକର୍ଡ ରହିଛି । ଆସନ୍ତା ଦୁଇ ଦିନ ଧରି ରାଜ୍ୟ ରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ଫଳ ରେ ତାପମାତ୍ରା ରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ରହିଛି , ଫଳ ରେ ତାପମାତ୍ରା ରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନାହିଁ ।rain

ରାଜ୍ୟ ର ଆଠ ଜିଲ୍ଲା ରେ ବିଯୁଳୀ ଘଡଘଡୀ ସହିତ ବର୍ଷା ହୋଇ ପାରେ ଏହା ସହିତ ପବନ ର ବେଗ ଅଧିକ ରହିବ । ଏବଂ କିଛି କିିଛି ସ୍ଥାନ ମାନଙ୍କ ରେ ପ୍ରବଳ ବର୍ଷା ହେବ , ସେହି ପରି 15 ତାରିଖ ବେଳକୁ ରାଜ୍ୟ ରେ 11 ଜିଲ୍ଲା କୁ ୱାର୍ଣ୍ଣିଂ ଜାରି ହୋଇଛି । ପାଣି ପାଗ କେନ୍ଦ୍ର ର ସୂଚନା ଅନୁସାରେ ମାଲକାନା ଗିରି , କୋରାପୁଟ , ନବରଙ୍ଗପୁର, କଳାହାଣ୍ଡି , ରାୟଗଡା , ଗଜପତି , କନ୍ଧମାଳ , ଓ ନୂଆ ପଡା ରେ ବିଜୁଳୀ ଘଡଘଡୀ ସହିତ ବର୍ଷା ହେବ ଏହା ସହିତ ପବନ ର ବେଗ ଘଣ୍ଟା ପ୍ରତି ପବନ 30 ରୁ 40 କିଲୋ ମିଟର ରହିବ ।rains

ଅନ୍ୟ ପଟରେ ମାଲକାନା ଗିରି , କୋରାପୁଟ ଜିଲ୍ଲା ରେ କିଛି କିଛି ସ୍ଥାନ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି , ସେହି ପରି 15 ତାରିଖ ଦିନ ନବରଙ୍ଗପୁର, ନୂଆପଡା ,ବଲାଙ୍ଗିର୍ , ବରଗଡ , ସମ୍ବଲପୁର , ଝାଡସୁଗୁଡା , ସୁନ୍ଦର ଗଡ, ଦେବଗଡ , କେନ୍ଦୁଝର , ଏବଂ ମୟୁରଭଞୀ ରେ ଘଣ୍ଟା ପ୍ରତି ପବନ କିଲୋ ମିଟର ରହିବ , ତେଣୁ ସେହି ସବୁ ଜିଲ୍ଲା ପାଇଁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *