ଓଡିଶାକୁ ମାଡି ଆସୁଛି ଭୟଙ୍କର ବର୍ଷା, ଦେଖନ୍ତୁ କେଉଁ ଜିଲ୍ଲାକୁ କେତେ ଢାଳିବ

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ କାଳବୈଶାଖୀ ଆଶଂକା 16 ଜିଲ୍ଲା କୁ ୟୋଲ ୱାର୍ଣ୍ଣଂ ଜାରି ତେବେ କଣ ରହିଛି ପାଣି ପାଗ ବିଭାଗ ର ସୂଚନା ଆସନ୍ତୁ ଜାଣିନେବା ଆସନ୍ତା 24 ଘଣ୍ଟା ମଧ୍ୟ ରେ ରାଜ୍ୟର ଅଧିକାଶଂ ଜିଲ୍ଲା ରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି , ଏହାକୁ ଦୃଷ୍ଟି ରେ ରଖି ୟୋଲ ୱାର୍ଣ୍ଣିଂ ଜାରି ହୋଇଛି , ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲା ପାଳ ଙ୍କୁ ନିର୍ଦ୍ଧେଶ ଦିଆ ଜାଇଛି ଆଞ୍ଚଳିକ ପାଣି ପାଗ ବିଜ୍ଞ୍ୟାନୀ ମାନଙ୍କ ଆକଳନ ଅନୁସାରେ ଗୁରୁବାର ଦିନ ପୂର୍ବାହ୍ନ ସୁଧା କୋରାପୁଟ୍ , ମାଲକାନା ଗିରି , ନବରଙ୍ଗପୁର , କଳାହାଣ୍ଡି , ନୂଆପଡା , ବଲାଙ୍ଗିର , ରାୟଗଡା , ଗଜପତିି ଜିଲ୍ଲା ର କେତେକ ସ୍ଥାନ ରେ 30 ରୁ 40 କିଲୋମିଟର ବେଗ ରେ ପବନ ବହିବା ସହିତ ବଜ୍ରପାତ ହେବ ।rain

ପରବର୍ତି ଜିଲ୍ଲା ମାନଙ୍କର ଉପରକ୍ତ ଜିଲ୍ଲା ସହିତ ସୋନପୁର , ବରଗଡ , ସୁନ୍ଦରଗଡ , କେନ୍ଦୁଝର , ମୟୁରଭଞୀ , ସମ୍ବଲପୁର ଆଜି ଜିଲ୍ଲା ର କେତେକ ସ୍ଥନ ରେ କାଳବୈଶାଖୀ ର ସମ୍ଭାବନା ରହିଛି । ଏହି ସମୟ ରେ ରାଜ୍ୟ ର ସର୍ବଚ୍ଚୋ ତାପମାତ୍ରା ଦୁଇ ରୁ ତିନି ଡୀଗ୍ରି ଯାଏ ବୃଦ୍ଧି ପାଇବ 19 ତାରିଖ ଯାଏ ଉପକୂଳ ଆଭ୍ୟନ୍ତରଣିୟ ଓଡିଶାର ବିଭିନ୍ନ ସ୍ଥାନ ରେ କାଳବୈଶାଖୀ ହୋଇ ପାରେ ବୋଲି ପାଣଇପାଗ କେନ୍ଦ୍ର ସୂଚନା ଦେଇଛନ୍ତି ।rain

ତେବେ ଏହା ବର୍ତମାନ ସମୟ ର ସବୁଠୁ ବଡ ଖବର ରାଜ୍ୟ ରେ କାଳବୈଶାଖୀ ଆଶଂକା ଏବଂ 16 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *