ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ( ୫ଟି ସଙ୍କେତ )

god

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁନିଆଁରେ ସମସ୍ତ ମନୁଶ୍ୟ ପାଇଁ ଧନ ର ବହୁତ ମହତ୍ୱ ରହିଥାଏ ଏହି କଥା ସତ କି କୈଣସି ମଣିଷ ର ଧନ ର ଅଭାବ ରେ ସେ କେବେ ବି ଖୁସି ରେ ରହି ପାରେ ନାହିଁ ଏହି ଦୁନିଆଁ ରେ ଥିବା ସମସ୍ତ ମଣିଷ ଧନୀ ହେବା ପାଇଁ ଇଚ୍ଛା କରନ୍ତି , ସେହିଥି ପାଇଁ ମଣିଷ ଦିନ ରାତି କଷ୍ଟ କରେ ସମସ୍ତ ମଣି। ଏକ ସୁଖ ଏବଂ ସମୃଦ୍ଧି ଶାଳୀ ଜିବନ ଅତି ବାହୀତ କରିବା ପାଇଂ ଟାହିଁ ଥାନ୍ତି , ହେଲେ ଏହି ଦିନ ଜିବନ ପାଇଁ ସବୁଠୁୁ ଅଧିକ ଧନ ର ଆବଶ୍ୟକତା ରହିଛି । ସେମିତି ରେ ସମସ୍ତେ ଧନ ଆୟ ପାଇଁ ମାଆ ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରିବା ପାଇଁ ଚାହାଁନ୍ତି , ଏବଂ ମାଆ ଲକ୍ଷ୍ମୀ ଘର କୁ ଆସିବା ପୂର୍ବରୁ କିଛି ସଂଙ୍କେତ ଦିଅନ୍ତି ସେହି ସଂଙ୍କେତ ବିଷୟ ରେ ଜାଣି ନେବା ।l

ତେବେ ପ୍ରଥମେ ବନ୍ଧୁଗଣ ଯଦି ଆପଣ ମାନଙ୍କ ଘରକୁ କଳା ପିମ୍ପୁ଼ଡୀ ଆସୁଛନ୍ତି ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ଅଟେ ଏହା ମାତା ଲକ୍ଷ୍ମୀ ଆସିବାର ସଂଙ୍କେତ ଅଟେ ସେହି ପରି ଝିଟିପଟି ବି ମାଆ ଲକ୍ଷ୍ମୀ ଙ୍କ ସଂଙ୍କେତ ଅଟେ ଯଦି ଘରେ ଏକା ସହିତ ଅନେକ ଝିଟିପିଟି ବାସ କରନ୍ତି ତେବେ ଏହା ମାତା ଲକ୍ଷ୍ମୀ ଆସିବାର ସଂଙ୍କେତ ଅଟେ , ଏବଂ ଏହି ଝିଟିପିଟି ପରସ୍ପର ପଛରେ ଜାଉ ଥିବାର ଦେଖନ୍ତି ତେବେ ଏହା ଉନ୍ନତି ର ସଂଙ୍କେତ ଅଟେ ।mata laxmi

ଯଦି ଆପଣ ମାନଙ୍କ ଘରେ ପକ୍ଷୀ ମାନଙ୍କ ବସା ବାନ୍ଧୁ ଥିବାର ଦେଖିବା ପାଇଁ ମିଳେ ତେବେ ଏହା ମାତା ଲକ୍ଷ୍ମୀ ଆସିବାର ସଂଙ୍କେତ ଅଟେ , ଯଦି ଆପଣ ମାନଙ୍କ ଘରେ କେହି ପକ୍ଷୀ ବସା ବାନ୍ଧିଥାନ୍ତି ତେବେ ତାହାକୁ କେବେ ବି ଭାଙ୍ଗିବେ ନାହି , ଏମିତି କରିଲେ ଆପଣ ମାନଙ୍କ ଘରେ ମା ଲକ୍ଷ୍ମୀ ପ୍ରବେଶ କରିବେ ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *