ନିଜ ପତ୍ନୀକୁ ଏହି ୪ଟି ଜିନିଷ ଦେବେ ତ, ଘରେ କେବେବି ହେବ ନାହିଁ ଧନ ର ଅଭାବ!

strii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନିଜ ପତ୍ନୀଙ୍କୁ ଏହି 4 ଟି ଜିନିଷ ଦେବେ ତେବେ ନିଜ ଘରେ ରହିବ ନାହିଁ ଅଭାବ । ଏହି ବିଷୟରେ ଲୋକ ମାନଙ୍କୁ ଏହା ଜଣା ଥାଏ କି ପତ୍ନୀ ସବୁ ବେଳେ ଖର୍ଚ୍ଚ ର କାରଣ ହୋଇ ଥାଏ । ହେଲେ ଶାସ୍ତ୍ର ଅନୁସାରେ ମହିଳା ମାନେ ଧନ ବାନ୍ ହେବାର କାରଣ ହୋଇ ପାରେ । ସେମାନେ ଦେବୀ ଲକ୍ଷ୍ମୀ ଙ୍କ ରୂପ ସମାନ । ଏବଂ ଶାସ୍ତ୍ର ଅନୁସାରେ ଦେବୀ ଙ୍କ ରୂପ ମଧ୍ୟ ରୁ ଗୃହ ଲକ୍ଷ୍ମୀ ବି ରହିଛି । ଏହି ରୂପ ରେ ଦେବୀ ସବୁ ଘରେ ବାସ କରନ୍ତି ।

womens

ଯେଉଁ ଘରେ ଏହି ଗୃହ ଲକ୍ଷ୍ମୀ ରହି ଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ରହି ଥାଏ । ହେଲେ ଯେଉଁ ଘରେ ମାତା ଦୁଖଃରେ ଥାନ୍ତି ସେହି ଘରେ ସବୁ ବେଳେ ସମସ୍ୟା ଉପୁଜି ଥାଏ । ସେହିଥି ପାଇଁ ବୁଧବାର କିମ୍ବା ଶୁକ୍ରବାର ଦିନ ଗୃହ ଲକ୍ଷ୍ମୀ ଙ୍କୁ ବସ୍ତ୍ର ଦେବା ଉଚିତ୍ । ଏହା ସହିତ ମାଆ ଭଉଣୀ କିମ୍ବା ଅନ୍ୟ ବିବାହିତା ନାରୀ ଙ୍କୁ ବି ଆପଣ ମାନେ ବସ୍ତ୍ର ପ୍ରଦାନ କରି ପାରିବେ ।

ସେହି ପରି ଆପଣ ମାନେ ଆଭୁଷଣ ବି ଦେଇ ପାରିବେ ଏମିତି ରେ ଆଭୁଷଣ ଗୃହ ଲକ୍ଷ୍ମୀ ଙ୍କୁ ବହୁତ ସ୍ୱଭା ପାଏ । ସେହିଥି ପାଇଁ ସମୟ ସମୟ ରେ ଛୋଟ ଛୋଟ ଆଭୁଷଣ ଉପହାର କରିବା କରିବା ଉଚିତ୍ । ସେହି ପରି ବନ୍ଧୁଗଣ ଗୃହ ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରିବା ପାଇଁ ଆଉ ଗୋଟିଏ ଉପାୟ ହେଲା ଆପଣ ମାନେ ଆପଣ ମାନଙ୍କ ପତ୍ନୀ ଙ୍କୁ ସମ୍ମାନ ଦେବା ସହିତ ମଧୁର କଥା କହୁନ୍ତୁ ।

woman

ଏମିତି ବି କରିଲେ ମାତା ଲକ୍ଷ୍ମୀ ଆପଣ ମାନଙ୍କ ଉପରେ ବହୁତ ପରିମାଣ ରେ ପ୍ରଶନ୍ନ ହେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *