ଝିଅମାନଙ୍କର ପ୍ରଥମ ( ଋତୁସ୍ରାବ ) କେଉଁ ବାର, ତିଥି,ମାସରେ ହେଲେ ( ବନ୍ଧ୍ୟା ଓ ବିଧବା )ହୋଇଥାନ୍ତି

ma

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା କନ୍ୟା ମାନେ ପ୍ରଥମ ଋତୁମତି କେଉଁ ତିଥିରେ ହେଲେ କଣ ପ୍ରଭାବ ପଡିଥାଏ , ବନ୍ଧୁଗଣ କନ୍ୟା ମାନେ ପ୍ରଥମ ଋତୁମତି ପ୍ରତିପଦ ତିଥିରେ ହେଲେ ସେହିଁ କନ୍ୟା ଚିର ରୋଗୀଣି ହୋଇ କାଳ ଯାପନ କରିଥାଏ ଏବଂ ଶିଘ୍ର କାଳ ଗ୍ରାସ କରିଥାଏ । ଯେଉଁ କନ୍ୟା ଦ୍ୱିତାୟା ତିଥିରେ ପ୍ରଥମ ଋତୁମତି ହୁଏ ତେବେ ସେହିଁ କନ୍ୟା ଉଦାସିନ ଜୀବନ ଯାପନ କରେ ଏବଂ ସ୍ମରଣସକ୍ତି ହ୍ରାସ ପାଇଁଥାଏ । ଯେଉଁ କନ୍ୟା ତୃତାୟା ତିଥିରେ ପ୍ରଥମ ଋତୁମତି ହୁଏ ସେହିଁ କନ୍ୟା ପୁତ୍ରହିନା ବା ବନ୍ଧ୍ୟା ହୋଇଥାଏ । ଯେଉଁ କନ୍ୟା ଚତ଼ର୍ଥୀ ତିଥିରେ ପ୍ରଥମ ଋତୁମତି ହୁଏ ସେହିଁ କନ୍ୟାର ଗ୍ରଭ ନଷ୍ଟ ହୁଏ କିମ୍ବା ପିଲାଟି ଜନ୍ମ ପରେ ମୃତୁ ବରଣ କରିଥାଏ ଏବଂ ବନ୍ଧ୍ୟା ଦୁଶ ଲାଗିଥାଏ । ଯେଉଁ କନ୍ୟା ପଞ୍ଚମୀ ତିଥିରେ ପ୍ରଥମ ଋତୁମତି ହୁଏ ସେହିଁ କନ୍ୟା ମ଼ତୁବତି ଜୀବନ ଧାରଣ କରିଥାଏ ଏବଂ ଅଳ୍ପ ଆୟୁସ ହୋଇଥାଏ ।g

ଯେଉଁ କନ୍ୟା ଷଷ୍ଠୀ ତିଥିରେ ପ୍ରଥମ ଋତୁମତି ହୁଏ ସେହିଁ କନ୍ୟାର ଜନ୍ମ ଏବଂ ଜୀବନ ବିଫଳ ଯାଏ ଚିରରୋଗୀଣି ହୋଇ ଜୀବନ ଯାପନ କରିଥାଏ । ଯେଉଁ କନ୍ୟା ସପ୍ତମୀ ତିଥିରେ ପ୍ରଥମ ଋତୁମତି ହୁଏ ସେହିଁ କନ୍ୟାକୁ ବନ୍ଧ୍ୟା ଦୁଶ ଲାଗିଥାଏ । ଯେଉଁ କନ୍ୟା ଅଷ୍ଟମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା ସୁଖିନି ଏବଂ ଐଶର୍ଯ୍ୟ ଶାଳୀନି ହୋଇଥାଏ । ଯେଉଁ କନ୍ୟା ନବମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା ସୁଖ ଭାଗୀନି ହୋଇଥାଏ । ଏବଂ ଦୀର୍ଘ ଜୀବନ ସୁଖ ଭୋଗ କରିଥାଏ ନିରୋଗୀ ଏବଂ ପତି ସ୍ୱାଗୀନି ହୋଇଥାଏ । ଯେଉଁ କନ୍ୟା ଦଶମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା କୁଳଟା ହୁଏ ଏବଂ ରାକ୍ଷାସି ପ୍ରକୃତିର ହୋଇଥାଏ । ଯେଉଁ କନ୍ୟା ଏକାଦଶି ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା କୂଳ ଘାତିନି ହୋଇଥାଏ ।m

ଯେଉଁ କନ୍ୟା ଦ୍ୱାଦଶି ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା ଦାର୍ମୀକ ବା ଧର୍ମ ଶୀଳା ହୋଇଥାଏ । ଯେଉଁ କନ୍ୟା ଚତୃଦଶି ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା ଆଜିବନ ସୁଖ ଏବଂ ଦୁଃଖ ଭୋଗ କରିଥାଏ । ଯେଉଁ କନ୍ୟା ପୃନମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା ଭାଗ୍ୟବତୀ ଏବଂ ପତିର୍ବତା ହୋଇଥାଏ ଏବଂ ଲକ୍ଷ୍ମୀ ଯୁକ୍ତା ମଧ୍ୟ ହୋଇଥାଏ । ଯେଉଁ କନ୍ୟା ଅମାବାସ୍ୟା ତିଥିରେ ପ୍ରଥମ ଋତୁମତି ହୋଇଥାଏ ସେହିଁ କନ୍ୟା ଗ୍ରବିତା ଏବଂ କୁଳଟା ଏବଂ ଅପ୍ରିୟ ଭାସିଣି ହୋଇଥାଏ ଏବଂ ରୋଗୀଣି ମଧ୍ୟ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *