ଝିଅ ୧ ଇସାରା ଦେଉଛି ତ, ଏହାର ଅର୍ଥ ସେ ତୁମ ଦ୍ୱାରା ସେଟ ହେବାକୁ ଚାହୁଁଛି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଝିଅ ଆପଣଙ୍କ ଉପରେ ସବୁ ବେଳେ ନଜର ରଖୁଛି ତେବେ ଆପଣ ମାନଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଛି ବା ଆପଣ ମାନଙ୍କ ପଛପଟରୁ ଚାହାଁଣୀ ମାରୁଛି ତ ଏହାର ଅର୍ଥ ହେଲା ସେ ଆପଣ ମାନଙ୍କୁ ପସନ୍ଦ କରୁଛି , ଏଠାରେ ଆପଣ ମାନଙ୍କୁ ଦୁଇଟି କଥା ନୋଟିସ୍ କରିବା ପାଇଁ ପଡିବ , ତେବେ ପ୍ରଥମ କଥା ହେଲା କି ଆପଣ ମାନଙ୍କ ନଜର ତା ଉପରେ ପଡିଲେ ସେ ତାର ନଜର ହଟେଇ ସ୍ମାଇଲ ଦେବ ଏବଂ ଦ୍ୱତୀୟ କଥା ହେଲା କି ସେ ନିଜର ଫେସ୍ କୁ ଦଲ୍ଜି ସାଇଟ୍ କରିଦେବ ।love

ଅର୍ଥାତ୍ ଆପଣ ତାକୁ ଦେଖିଲେ ସେ ଏମିତି ଫେସ୍ କୁ ସାଇଟ୍ କରିବ ଯେମିତି ଆପଣ ତାକୁ ଦେଖି ନାହାଁନ୍ତି , କେହି ଝିଅ ପବ୍ଲିକ୍ ପ୍ଲେସ୍ ରେ ଆପଣଙ୍କ ହାତ କୁ ଧରି ଚାଲିଲେ କମ୍ଫୋଟେବୁଲ ଫିଲ୍ କରୁଛି ତ ଏହାର ଅର୍ଥ ସେ ଆପଣଙ୍କୁ ପସନ୍ଦ କରୁଛି ।

କାରଣ ଝିଅ ମାନେ ଜାହାକୁ ପସନ୍ଦ କରନ୍ତି ସେମାନେ ପବ୍ଲିକ୍ ପ୍ଲେସ୍ ରେ ବି ତା ହାତ ଧରି ଚାଲିବା ପାଇଁ ପସନ୍ଦ କରନ୍ତି , କେହି ଝିଅ ଯେତେ ବେଳେ ଆପଣ ମାନଙ୍କୁ ପସନ୍ଦ କରିବା ପାଇଁ ଲାଗେ , ତାର ସବୁ କଥା କୁ ସେ ଡିଟେଲ୍ସ ରେ ସେୟାର କରିବା ପାଇଁ ଭଲ ପାଏ ।lo

ଆପଣ ମାନଙ୍କ କଥା ର ଜବାବ୍ ଶୀଘ୍ର ସାରି ନ ଦେଇ ସେ ବୁଲେଇ ବଙ୍କେଇ କରି କଥା ହେବା ପାଇଁ ଚେଷ୍ଟା କରେ , ତେବେ ଆପଣ ମାନେ ଏହି ସବୁ ପୋଜିସନ ରୁ ଜାଣିବେ କି ସେ ଆପଣଙ୍କୁ ପସନ୍ଦ କରୁଛି ବୋଲି ଯଦି ଝିଅ ଆପଣଙ୍କ ସବୁ କଥା ରେ ସ୍ମାଇଲ ଦେଉଛି , ଆପଣଙ୍କୁ ମନେ ମନେ ଖୋଜିବା ପାଇଁ ଚେଷ୍ଟା କରୁଛି , ବା ଆପଣଙ୍କ ପଛପଟୁ ଚାହାଁଣି ମାରୁଛି ତେବେ ସେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ପସନ୍ଦ କରୁଛି ବୋଲି ଜାଣନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *