ପାକିସ୍ତାନର ୫ ଗୋଟି ଅଜବ ନିୟମ, ଜାଣିଲେ କହିବେ ଭଲ ହେଇଛି ଆମେ ଭାରତରେ ଅଛୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟୋକ ଦେଶ ରେ କିଛି ନା କିଛି ରହିଛି ଆଇନ୍ ହେଲେ ଆପଣ ମାନେ ପାକିସ୍ତାନ ର ଆଇନ୍ ବିଷୟ ରେ ଜାଣିଲେ ଟିକିଏ ସୋକ୍ ହେବେ ତେବେ ଆପଣ ମାନଙ୍କୁ ପାକିସ୍ତାନର କିଛି ସେହି ନିୟମ ବିଷୟ ରେ କହିବା ପାଇଁ ଚାହିଁବୁ ।

ତେବେ ପ୍ରଥମେ ରହିଛି ବିନା ଅନୁମତି ରେ ଛୁଇଁ ପାରିବ ନାହିଁ ଫୋନ୍ ପାକିସ୍ତାନ ରେ ବିନା ଅନୁମତି ରେ କେହି କାହାର ଫୋନ କୁ ଛଇଁ ପାରବେ ନାହିଁ । ଏହାକୁ ଆଇନ ଗତ ଅପରାଧ ବୋଲି ବିବେଚନା କରାଜାଇଛି । ଯଦି କେହିବି କାହାର ଫୋନ କୁ ଭୁଲ ରେ ଛୁଇଁ ଦେଲା ତେବେ ତାଙ୍କୁ ଦଣ୍ଡ ଦେବାର ପ୍ରବୋଧନ ରହିଛି । ଏହି ପରି ଅପରାଧ କରୁଥିବା ଲୋକ ମାନଙ୍କୁ ପାକିସ୍ତାନ ଆଇନ ମୁତାବ 6 ମାସ ଜେଲ ଦଣ୍ଡ ଦିଆଯାଏ ।

phone

ସେହି ପରି ଦୁଇ ରେ ଇଂରାଜୀ ରେ ଅନୁବାଦ କରିବା ଅପରାଧ ପାକିସ୍ତାନରେ ଆପଣ ମାନେ କିଛି ଶବ୍ଦ୍ଧ କୁ ଇଂରାଜୀ ରେ ଅନୁବାଦ କରି ପାରିବେ ନାହିଁ । ଯେଉଁ ଶବ୍ଦ ମଧ୍ୟରେ ରହିଛି ଆହ୍ଲା , ମସ୍ଜିତ୍ ,ରୋସଲ , ଏବଂ ନବି ଯଦି ଏହି ସବୁ ଶବ୍ଦ କୁ କେହି ଇଂରୀଜୀ ରେ ଅନୁବାଦ କରେ ତେବେ ତାଙ୍କୁ କୋଠର ଦଣ୍ଡରେ ଦଣ୍ଡିତ କରାଯାଏ ।

ତୃତୀୟ ରେ ଶିକ୍ଷା ଦେୟ ଉପରେ ଟେକ୍ସ ପାକିସ୍ତାନରେ ପାଠ ପଢିବା ପାଇଁ ଆପଣ ମାନଙ୍କୁ ଟେକ୍ସ ଦେବାକୁ ପଡୁଛି । ଯଦି କୈଣସି ଛାତ୍ର ପାଠ ପଢା ରେ 2 ଲକ୍ଷ୍ୟ ରୁ ଅଧିକ ଟଙ୍କା ଖର୍ଚ୍ଚ କରେ ତେବେ ସେମାନଙ୍କୁ ଟେକ୍ସ ଦେବା ଅନିର୍ବାର୍ଯ୍ୟ ।

ଚତୁର୍ଥ ରେ ଝିଅ ଙ୍କ ସହିତ ରହିବା ଅପରାଧ ଯଦି କେବେ ବି କୈଣସି ପୁଅ ନିଜର ଗାର୍ଲଫ୍ରେଣ୍ଡ ସହିତ ରହିବାର ଧରାପଡେ ତେବେ ସେମାନଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଏ । ଏଠାରେ କେହିବି ପୁରୁଷ କୈଣସି ମହିଳା ଙ୍କ ସହିତ ବନ୍ଧୁତ୍ୱ ରଖିବା ଅପରାଧ ଅଟେ । ପାକିସ୍ତାନ ଆଇନ ଅନୁସାରେ ବିବାହ ପୂର୍ବରୁ ପୁରୁଷ ଏବଂ ମହିଳା ସଂମ୍ପର୍କ ରଖିବା ଅପରାଧ ଅଟେ ।

love

ପଞ୍ଚମ ରେ ଏହି ସ୍ଥାନକୁ ଯିବା ସଂମ୍ପର୍ଣ୍ଣ ମନା ଅଟେ ପାକିସ୍ତାନ ଆଇନ ମୁତାବକ ପାକିସ୍ତାନ ନାଗରିକ ମାନେ ଇସ୍ରାଇଲ ଯିବା ମନା ଅଟେ । କାରଣ ସରକାର ଙ୍କ ପକ୍ଷ୍ୟ ରୁ ପାକିସ୍ତାନ ଯିବା ମନା ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *