ଗପହେଲେ ବି ସତ ଫିଲ୍ମ ର ଚାଇଲଡ଼ ଆକ୍ଟର ଆକାଶ ଏବେ ବଡ଼ ହୋଇ କଣ କରୁଛନ୍ତି

akash

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଅନୁଭବ ବର୍ଷା ଙଅକ ଫିଲ୍ମ ଗୋଟେ ଶୁଆ ଏବଂ ଗୋଟେ ଶାରୀ ତ ନିଶ୍ଚିତ ଭାବେ ଦେଖି ଥିବେ ଏଭଂ ଏହି ଫିଲ୍ମ ରେ ଅଭିନୟ କରୁ ଥିବା ଅନୁଭବ ଙ୍କ ଚାଇଲ୍ଡ ଅଭିନେତା ଆକାଶ ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ , ତେବେ ସେହି ଚାଇଲ୍ଡ ଅଭିନେତା ବର୍ତମାନ ସମୟ ରେ କେମିତି ଦେଖା ଜାଉଛନ୍ତି ଏବଂ ବଡ ହୋଇଗଲା ପରେ ସେ କଣ କରୁଛନ୍ତି । ସେହି ବିଷଯ ରେ ସଂମ୍ପର୍ଣ୍ଣ ବିବରଣଇ ଜାଣିନେବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ତେବେ ବନ୍ଧୁଗଣ ଗପ ହେଲେ ବି ସତ ଫିଲ୍ମ ରେ ଏକ ଚାଇଲ୍ଡ ଅଭିନେତା ଭାବେ ନଜର ଆସି ଥିଲେ ଆକାଶ , ତେବେ ତାଙ୍କର ପ୍ରକୃତ ନାମ ହେଲା ରାହୁଲ ଏବଂ ସେ ହେଲେ ଅନୁଭବ ଙ୍କ ଭଣଜା ତେବେ ବର୍ତମାନ ସମୟ ରେ ଅନୁଭବ ଙ୍କ ଭଣଜା ଓଲିଉଡ ଏଣ୍ଟ୍ରୀ କରିବା ପାଇଁ ଜୋର ସୋର ରେ ଲାଗି ପଡିଛନ୍ତି , ଏବଂ ଆଗାମୀ ଦିନ ରେ ଆପଣ ମାନେ ତାଙ୍କୁ ବଡ ପରଦା ରେ ବା ଲିଡ୍ ନାୟକ ଭାବେ ଫିଲ୍ମ ରେ ଦେଖିବା ପାଇଁ ପାଇବେ ।a

ତେବେ ସେହିଥି ପାଇଁ ସେ ପ୍ରସ୍ତୁତ କରିବା ଆରମ୍ଭ କରି ସାରିଛନ୍ତି , ଏବଂ ବର୍ତମାନ ସମୟ ରେ ସେ ଜିମ୍ ରେ ବିତଉ ଥିବାର ବି ଦେଖିବା ପାଇଁ ମିଳିଛନ୍ତି , ତେବେ ଆପଣ ମାନେ ତାଙ୍କୁ ହିରୋ ଭାବେ 2021ର ଦୂର୍ଗା ପୂଜା ରେ ଦେଖିବା ପାଇଁ ପାଇବେ । ନିଜର ଆଗାମୀ ଫିଲ୍ମ କୁ ନେଇ ସେ ନିଜକୁ ପ୍ରସ୍ତିତ କରୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ଏବଂ ନିଜର ସିକ୍ସ ପେକ୍ ସହିତ ସେ ନିଜକୁ ଗୋଟିଏ ନୂଆ ଲୁକ୍ ଦେବାରେ ଲାଗିଛନ୍ତି ବୋଲି ଦେଖିବାରେ ଲାଗିଛନ୍ତି ।aa

ସେହି ପରି ବେଳେ ସେ ଏହି ଦିନ ରେ ଏମିତି କରୁଛନ୍ତି ଏବଂ ଆଗାମୀ ସମୟ ରେ ରାହୁଲ ସିଲଭର ସ୍କ୍ରୀନ ରେ ଆସିବେ ବୋଲି ଅନୁଭବ ମହାନ୍ତି ନିଜର ସୋସିଆଲ ଏକାଉଣ୍ଟ ରେ କହି ଥିବାର ଦେଖିବା ପାଇଁ ମିଳି ଥିବା ବେଳେ ସେ ତାଙ୍କର ଏବଂ ରାହୁଲ ଙ୍କ ଗୋଟିଏ ଫୋଟ ମଧ୍ୟ ଛାଡି ଥିବାର ଦେଖିବା ପାଇଁ ମିଳିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *