କ୍ୟାନସର ଭଳି ରୋଗକୁ ମାତ୍‌ ଦେବା ସହ ଦୃଷ୍ଟିଶକ୍ତି ବଢାଏ ଅମୃତଭଣ୍ଡା ମଞ୍ଜି। ଜାଣନ୍ତୁ ଖାଇବାର ତରିକା

paaaappya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଅମୃତ ଭଣ୍ଡା ଖାଇବା ଶରୀର ପାଇଁ ବହୁତ ପରିମାଣ ରେ ଲାଭ ଦାୟକ ହୋଇ ଥାଏ । କିନ୍ତୁ ଆଜ୍ଞ୍ୟା କେବଳ ଅମୃତ ଭଣ୍ଡା ନୁହେଁ ବରଂ ତାର ମଞୀ ବି ଆମ ଶରୀର ପାଇଁ ବହୁତ ପରିମାଣ ରେ ଲାଭ ଦାୟକ ହୋଇ ଥାଏ । ସେମିତି ରେ ଯଦି ଆମେ ଅମୃତ ଭଣ୍ଡା କଥା କହିବା ତେବେ ସେଥିରେ ପର୍ଯ୍ୟାପ୍ତ ମାତ୍ରା ରେ ଆଇରନ୍ ,କ୍ୟଲସିୟମ୍ , ଏବଂ ମାଗନ୍ନେସିୟମ୍ ତତ୍ୱ ମିଳି ଥାଏ । ଜାହା ଦ୍ୱାରା ଶାରୀରିକ କ୍ରିୟା ସଠିକ୍ ପରିମାଣ ରେ ରହି ଥାଏ । ଏହା ବ୍ୟତିତ ଆପଣ ମାନଙ୍କ ଶରୀର ରେ ଅତିରିକ୍ତ ଚର୍ବି ମଧ୍ୟ ଜମାଟ ବାନ୍ଧିବା ପାଇଁ ଦେଇ ନ ଥାଏ ।

pappya

ଅମୃତ ଭଣ୍ଡା ର ମଞୀ ର ସେବନ କରିବା ଦ୍ୱାରା ଶରୀର ରୁ ବିଶାକ୍ତ ପଦାର୍ଥ ସବୁ ବାହାରି ଜାଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କ ସହିତ ଏହି ଅମୃତ ଭଣ୍ଡା ମଞୀ ସଂମ୍ପର୍କ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଆସିଛୁ । ଏବଂ ଏହି ମଞୀ ରୁ ଆପଣ ମାନଙ୍କୁ କେଉଁ କେଉଁ ପ୍ରକାରର ଉପକାର ମିଳଇ ଥାଏ ଆସନ୍ତୁ ଜାଣିବା । ଯଦି ଆପଣ ମାନଙ୍କ ତ୍ୱଚା ରେ ଜ୍ୱଳା ପୋଡା ସମସ୍ୟା ରହି ଥିଲେ ତେବେ ଆପଣ ମାନେ ଏହି ଅମୃତ ଭଣ୍ଡା ର ମଞୀ କୁ ବ୍ୟବହାର କରି ପାରିବେ ସେହି ପରି ବେଳେ ଶରୀର ରେ କୈଣସି ଅଙ୍ଗ ଯଦି ଫୁଲି ଜାଇ ଥାଏ ତେବେ ଏହି ମଞୀ ର ବ୍ୟବହାର କରନ୍ତୁ । ପ୍ରତି ଦିନ ଆପଣ ମାନେ ଯଦି ଏହି ମଞୀ ର ସେବନ କରୁଛନ୍ତି ତେବେ ଆପଣ ମାନଙ୍କୁ ଭାଇରଲ ଜ୍ୱର ହୋଇ ନ ଥାଏ ।

ଏହି ମଞୀ ଆପଣ ମାନଙ୍କ ପାଇଁ ଗୋଟିଏ ଏଣ୍ଟି ଭାଇରସ ଭଳି ଆପଣ ମାନଙ୍କ ପାଇଁ କାର୍ଯ୍ୟ କରି ଥାଏ । ସେହି ପରି ଭାବେ କ୍ୟନସର ରୁ ମୁକ୍ତି ପାଇବା ପାଇଁ ଏହି ମଞୀ ର ସେବନ କରିବା ଫାଇଦା । ଯୁକ୍ତ ହୋଇ ଥାଏ । ଏହି ମଞୀ ରେ ଆଇସୋ ଥାୟ ସାଇନେଟ୍ ନାମକ ଏକ ତତ୍ୱ ରହିଛି । ଜାହା କ୍ୟନସର ର ଚିକିତ୍ସା ଏବଂ ମୁକ୍ତି ଦେବାରେ ଆପଣ ମାନଙ୍କର ବହୁତ ପ୍ରାକାର ସାହାଯ୍ୟ କରି ଥାଏ । ଯଦି ମହିଳା ମାନଙ୍କୁ ମାସିକ ଋତୁ ଶ୍ରାବ ରେ ଯନ୍ତ୍ରଣା ହୋଇ ଥାଏ । ତେବେ ସେମାନଙ୍କୁ ଏହି ମଞୀ ରେ ସେବନ କରିବା ଉଚିତ୍ ଅଟେ ।

pappya2

ଏଥିରେ ଭିଟାମିନ୍ ସି ର ଭରପୁର ମାତ୍ରା ରହିଛି । ଏହା ସହିତ ଏଥି୍ରେ ଭିଟାମିନ୍ ଏ ବହୁତ ପରିମାଣ ରେ ରହି ଥିବାରୁ ଏହା ଦୃଷ୍ଟି ଶକ୍ତି ବଢେଇବାରେ ବହୁତ ସାହାଯ୍ୟ କରି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *