ଅଣ୍ଡା ଖାଉଥିଲେ ସାବଧାନ , ମାଡିଯିବ ଏହି ରୋଗ……।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଅଣ୍ଡା ଖାଇବା ପାଇଁ ବହୁତ ଲୋକ ମାନେ ପସନ୍ଦ କରନ୍ତି ନାହିଁ । କଣ ଆପଣ ମାନେ ଏହି କଥା କୁ ଜାଣି ଛନ୍ତି କି । ଅଣ୍ଡା ରେ ପ୍ରଚୁର ମାତ୍ରା ରେ ଆଇରନ୍ ପ୍ରୋଟିନ୍ ପଟାସିୟମ୍ କ୍ୟଲସିୟମ୍ ଆଦି ରହି ଥାଏ । ଏହା ଆମ ମାନଙ୍କ ସ୍ୱାସ୍ଥ ପାଇଁ ବହୁତ ଉପଯେୋଗୀ ଏହା ଖାଇବା ଦ୍ୱାରା ଆମ ମାନଙ୍କ ଉର୍ଜା କୁ ତ ବଢେଇ ଥାଏ । ଏବଂ ଏହା ସହିତ ଏହା ଆମ ମାନଙ୍କ ବହୁତ ରୋଗ ମାନଙ୍କୁ ମୁଳ ରୁ ହିଁ ଦୂର କରେଇ ଥାଏ । ହେଲେ କିଛି ଲୋକ ମାନେ ଏହି ଅଣ୍ଡା ଖାଇବା ସମୟ ରେ ଏହି ସବୁ ଭୁଲ କୁ କରି ଦେଇ ଥାନ୍ତି  ଜାହା ଦ୍ୱାରା ସେମାନଙ୍କୁ ରୋଗ ଦାୟୁ ରୁ ମୁକ୍ତି ମିଳି ପାରେ ନାହିଁ ବରଂ ସେମାନଙ୍କୁ ଏହା ଦ୍ୱାରା ରୋଗ ମାଡି ଥାଏ । ତେବେ ଆସନ୍ତୁ ସେହି ସବୁ ଭୁଲ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ବନ୍ଧୁଗଣ ବହୁତ ଲୋକ ମାନେ ଅଣ୍ଡା ତ ଖାଇ ଥାନ୍ତି । ହେଲେ ସେମାନଙ୍କୁ କେବେ ବି ଜଣା ନ ଥାଏ କି ସେମାନେ ସେହି ଅଣ୍ଡା କୁ କେମିତି ଖାଇବେ ଏବଂ ଗୋଟିଏ ଦିନ ରେ କେତୋଟି ଅଣ୍ଡା ଆପଣ ମାନେ ଖାଇ ପାରିବେ । ସେମିତି ରେ ଯଦି କହିବା ତେବେ ଆପଣ ମାନଙ୍କୁ ପ୍ରତ୍ୟେକ ଦିନ ଦୁଇଟି ସିଝା ଅଣ୍ଡା ର ସେବନ କରିବା ପାଇଁ ଡାକ୍ତର ମାନେ କହି ଥାନ୍ତି । ଯଦି ଆପଣ ମାନେ ପ୍ରତି ଦିନ ଏକ୍ସେସାଇଜ୍ କରୁ ଛନ୍ତି । ତେବେ ହିଁ ଖାଆନ୍ତୁ । ହେଲେ ବହୁତ ଲୋକ ମାନେ ସମୟ ସମୟ ରେ ମସଲା ଦାର୍ ମିଶା ଅଣ୍ଡା ବହୁତ ପରିମାଣ ରେ ଖାଇ ଦେଇ ଥାନ୍ତି । ସେମିତି କ୍ଷେତ୍ର ରେ ସେମାନଙ୍କ ପଟେ ରୋଗ ମାନେ ପେଟ ରେ ଯନ୍ତ୍ରଣା ହେବାରେ ଲାଗି ଥାଏ ।

egg

ଏହା ସହିତ ଆପଣ ମାନଙ୍କ ଚେହେରା ଖରାପ୍ ହେବାର ବହୁତ ସମ୍ଭାବନା ରହି ଥାଏ । ସେହି ପରି ଭାବେ ଛଣା ହୋଇ ଥିବା ଅଣ୍ଡା କୁ ଅଧିକ ପରିମାଣ ରେ ଖାଇବା ଦ୍ୱାରା ଆପଣ ମାନଙ୍କୁ କୋଷ୍ଟ କାଠିନ୍ୟ ତଥା ଡାଇବେଟିସ୍ ଏବଂ ଅନ୍ୟ ପ୍ରକାରର ରୋଗ ହେବାର ସମ୍ଭାବନା ବହୁତ ପରିମାଣ ରେ ରହି ଥାଏ । ସେହି ପରି ବେଳେ ଆପଣ ମାନେ ଯଦି ଅଣ୍ଡା ର ସେବନ କରୁଛନ୍ତି । ତେବେ ତାହା ବହୁତ ଭଳ ହେଲେ ଟିକିଏ ଲିମିଟ୍ ହିସାବ ରେ ଏହାକୁ ଖାଇଲେ ଆପଣ ମାନଙ୍କ ପାଇଁ ଭଲ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *