ମାଡି ଆସୁଛି ଭୁମିକମ୍ଫ । ଏହି ଦିନ ହୋଇପାରେ

Malika

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ମାଳିକା ବିଚାର ର କଥା ସମ୍ପର୍କ ରେ ପଢିଥିବେ ବା କେଉଁଠାରୁ ଶୁଣିବାକୁ ପାଇଥିବେ , ତେବେ ବନ୍ଦୁଗଣ ଆଜି ଆମେ ଆପଣ ମାନଙ୍କୁ ମାଳିକା ରେ ଉଲ୍ଲେଖ ରହିଥିବା ସମସ୍ତ କଥା ମାନ ଆମେ ଆପଣ ମାନଙ୍କୁ ଜଣାଇବୁ , ତେବେ ବନ୍ଧୁଗଣ ମାଳିକା ବିଚାର ଅନୁସାରେ ମାଳିକାରେ ଉଲ୍ଲେଖ କରାଯାଇଥିବା କଥା ଯାହାକି ବଟ ବୃକ୍ଷ ରୁ ଏକ ଅଂଶ ଭାଙ୍ଗିବ ଏବଂ ସମଗ୍ର ବିଶ୍ୱ କୁ ମହାମାରୀ ବ୍ୟାପିବ ଯାହା ଦ୍ୱାରା ବିଶ୍ୱ ରେ ମୃ-ତ୍ୟୁ ଭୟ ର ସୃଷ୍ଟି ହେବ ,

ତେବେ ଏହି କଥା ମଧ୍ୟ ସତ୍ୟ ହୋଇଛି କି ପୁରୀ ର ଶ୍ରାମନ୍ଦିର ରେ ରହିଥିବା ବଟ ବୃକ୍ଷ ର ଡାଳ ଭାଙ୍ଗିଥିଲା ତେବେ ଏହା 2019 ମସିହା ରେ ଭାଙ୍ଗିଥିଲା , ତେବେ ଏହା ଭାଙ୍ଗିବା ପରେ 2019 ମସିହା ଠାରୁ କୋରନା ର କରାଳ ରୂପ ଆରମ୍ଭ ହୋଇଯାଇଥିଲା , ତେବେ ମାଳିକା ର କଥା ସତ୍ୟତା ହେବା ର ଜଣା ପଡିଛି ,

malika book

ତେବେ ଏବେ ଯେଉଁ ଶ୍ରୀମନ୍ଦିର ରୁ ପଥର ଖସିବା ନେଇ ଏବେ ମଧ୍ୟ ଏହା ମାଳିକା ବିଚାର କରାଯାଇଛି କି ବାରମ୍ବାର ଶ୍ରା ମନ୍ଦିର ରୁ ପଥର ଖସିବ ଏବଂ ଏହାର ସଙ୍କେତ ହେଉଛି ଆଗକୁ ବିଶ୍ୱ ପାଇଁ ବିପଦ ମାଡି ଆସୁଛି ବୋଲି ମାଳିକା ବିଚାରକ ଏବଂ ସଭିଙ୍କ ର ପ୍ରିୟ ବାବା ଦିବାକର ଦାସ କହିଛନ୍ତି ,

ତେବେ ସେ ଏହା ମଧ୍ୟ କହିଛନ୍ତି କି ଏହି ପଥର ଖସିବା ଏବଂ ଏହା ବଳଭଦ୍ର ଙ୍କ ନିକଟରେ ଖସିବା ଏହା ସୂଚନା ଦେଉଛି କି ବିଶ୍ୱ ଏବେ ସମାପ୍ତ ହେବାକୁ ଯାଉଛି ଏବଂ ଏହାର ଆରମ୍ଭ ବଡ ଭାଇ ବଳଭଦ୍ର ଙ୍କ ନିକଟରୁ ଆରମ୍ଭ ହେବ , ତେବେ କୁହାଯାଉଛି କି ଏହି ପଥର ଖସିବାର କାରଣ ହେଉଛି ପ୍ଲାଷ୍ଟର କିମ୍ବା ଚୂନ ର ଅଭାବ ରେ ଏମିତି ହେଉଛି ,

malika

ତେବେ ବାବା ସାରଦା ପ୍ରସାଦ ମଧ୍ୟ କହିଛନ୍ତି କି ଏହା ହିଁ ସତ୍ୟ ହେଇଥାଉ ମାଳିକା କଥା ମିଛ ହେଉ ନହେଲେ ଯଦି ଏହି କଥା ସତ୍ୟ ହୋଇଥାଏ , ତେବେ ଏହା ମହାବିପଦୀ ର ଆଶଙ୍କା ଦେଖା ଦେବ । ତେବେ ଏବେ ମଧ୍ୟ ମାଳିକା ବିଚାର ରେ କୁହାଯାଉଛି କି ଏବେ ଢେଙ୍କାନାଳ ରେ ମହା ପ୍ରଳୟ ଆସିବ ଘର କୋଠା ବାଡି ସବୁ ଧ୍ୱସ୍ଂ ହେବ ତେବେ ଆଗକୁ ପୃଥିବୀ ପ୍ରଳୟ ହେବାର ଏହା ସବୁ ଆଶଂଙ୍କା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *