ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ କେବେ ବି ସକାଳୁ ଉଠି କରି ଭୁଲରେ ବି ଦେଖନ୍ତୁ ନାହିଁ ଏହି ଜିନିଷ ନହେଲେ ଆପଣ ମାନଙ୍କ ଦିନଟି ଅଶୁଭ ତଥା ଭଲ ବିତିବ ନାହିଁ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି କଥାକୁ ଶୁଣି ଥିବେ କି ସକାଳୁ ଉଠି କହା ମୁହଁ ଚାହିଁଲି ଦିନଟି ମୋର ଭଲ ରେ ବିତିଲା ନାହିଁ । ତେବେ ଚାଲନ୍ତୁ ଜାଣି ନେବା କଣ ସେହି ଜିନିଷ ଗୁଡ଼ିକ କଣ କଣ ଜାହାର ମୁହଁ ଚାହିଁଲେ ଆପଣ ମାନଙ୍କର ଦିନଟି କେବେ ବି ଭଲରେ ବିତେ ନାହିଁ ।
ପ୍ରଥମେ ଯଦି କେହି ବ୍ୟକ୍ତି ସାକାଳୁ ଉଠି କରି କିଛି ଖରାପ କାମ କରି ଥାନ୍ତି । ତେବେ ସେହି ଦିନରେ ସେହି ବ୍ୟକ୍ତିର ମୁଣ୍ଡରେ ସେହି ଖରାପ୍ ଚିନ୍ତା ଧାରା ଆସି ଥାଏ । ଏବଂ ସାରା ଦିନ ଇଚ୍ଛା ନଥିଲେ ମଧ୍ୟ ସେହି ପରି ହିଁ କାଟି ଥାଏ ଏହିଥି ପାଇଁ ମହାପୁରୁଷ ମାନେ କହିଛନ୍ତି କି । ଆଖି ଖୋଲିବା ପରେ ଶୁଭ ବସ୍ତୁ ଦେଖିଲେ ଆପଣ ମାନଙ୍କୁ ସାକାରାତ୍ମ ଉର୍ଜା ମିଳେ । ସେହି ପରି ବେଳେ ଆପଣ ମାନେ ଯଦି ସକାଳୁ ଉଠି ଦର୍ପଣ ଦେଖନ୍ତୁ । ତେବେ ସେହି ଦିନଟି ଭଲ ରେ ବିତିବ ନାହିଁ ।
ସେହି ପରି ବେଳେ ଦୁଇରେ ରହିଛି ଆପଣ ମାନେ କେବେ ବି ସକାଳୁ ଉଠି ଉଠି ଥିବା ବେଡ଼ ଏବଂ ନିଜର ଛାଇକୁ ଦେଖନ୍ତୁ ନାହିଁ । ଏବଂ ଆପଣ ମାନ ଅନ୍ୟ ବ୍ୟକ୍ତିର ଛାଇ କୁ ବି କେବେ ଦେଖନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇ ଥାଏ ସେହି ପରି ବେଳେ ଆପଣ ମାନେ କେବେ ବି କୈଣସି ପଶୁ ମାନଙ୍କୁ ସକାଳୁ ଉଠି ଦେଖିିବା ତଥା ଆପଣ ମାନଙ୍କ ରୁମ୍ ରେ ବି ସେହି ପରି ପଶୁ ଯେଉଁ ମାନେ ବହୁତ ଖୁଉଁ ଖାର୍ ହୋଇ ଥାନ୍ତି ସେମାନଙ୍କ ଫୋଟ ବି ଦେଖିବେ ତ ଆପଣ ମାନଙ୍କ ଦିନ କେବେ ବି ଭଲ ରେ ବିତେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।