ଶୋଇବା ଗୃହରୁ ତୁରନ୍ତ କାଢିଦିଅନ୍ତୁ ଏହି ୫ ଟି ଜିନିଷ , ନଚେତ ହୋଇଯିବେ ଲକ୍ଷ୍ମୀଛଡା

bed

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯଦି ବି ନିଜର ଶୋଇବା ଘରେ ଏହି ସବୁ ଜିନିଷ କୁ ରଖିଛନ୍ତି । ତେବେ ଏବେ ହିଁ ତୁରନ୍ତ ବାହାର କରି ଦିଅନ୍ତୁ । ନଚେତ୍ ଆପଣ ମାନେ ଲକ୍ଷ୍ନୀ ଛଡା ହୋଇ ଜାଇ ପାରନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା କି କେଉଁ କେଉଁ ଜିନିଷ ଏମିତି ରହିଛି । ଯେଉଁ ଜିନିଷ କୁ ଆପଣ ମାନେ ଯଦି ନିଜର ଶୋଇବା କକ୍ଷ୍ୟ ରେ ରଖନ୍ତି । ତେବେ ଆପଣ ମାନଙ୍କ ଜିବନ ରେ ବହୁତ ଗୁଡ଼ିଏ ଅସୁବିଧା ଦେଖା ଦେଇ ଥାଏ । ତେବେ ଆସନ୍ତୁ ଜାଣି ନେବା ସେହି ଜିବନ ଗୁଡିକ କଣ କଣ ।

room

ପ୍ରଥମେ ରହିଛି ଶୋଇବା ଘରେ ନିଜର ଚପଲ ରଖିବା ବାସ୍ତୁ ଶାସ୍ତ୍ର ଅନୁସାରେ ବହୁତ ବଡ ଅନୁଚିତ ଅଟେ । ଏହା ଦ୍ୱାରା ପରିବାର ନାକାରାତ୍ମକ ପ୍ରଭାବ ପଡେ । ସେହି ପରି ବେଳେ ଦ୍ୱତୀୟ ନମ୍ବର ରେ ରହିଛି ଆପଣ ମାନେ ଯଦି ଶୋଇବା ଘରେ ଝାଡୁ କୁ ରଖନ୍ତି । ତେବେ ଆପଣ ମାନଙ୍କ ଘରେ ଅସାନ୍ତି ରହିବା ସହିତ ଆପଣ ମାନଙ୍କ ପାଖରେ ସବୁ ସମୟ ରେ ଦାରିଦ୍ରତା ଦେଖିବା ପାଇଁ ମିଳେ । ସେହି ପରି ଏହାକୁ ସବୁ ସମୟ ରେ କାନ୍ଥ ରେ ଡେରୀ କରି ରଖିବା ହିଁ ଦରକାର ।

ତୃତୀୟ ରେ ରହିଛି । ଚିରା କପଡା । କେବେ ବି ଆପଣ ମାନେ ନିଜର ଶୋଇବା ଘରେ ଭୁଲ ରେ ବି ପୁରୁଣା ଚିରା କପଡା ରଖନ୍ତୁ ନାହିଁ । ଏହା ଦ୍ୱାରା ଘରେ ନାକାରାତ୍ମକ ଉର୍ଜା ଦେଖିବା ପାଇଁ ମିଳେ । ସେହି ପରି ବେଳେ ଆପଣ ମାନେ ପଲିଥିନ୍ ଜାତିୟ ଜିନିଷ ବି ଯଦି ଆପଣ ମାନେ ଘରେ ରଖନ୍ତି । ତେବେ ବି ଆପଣ ମାନଙ୍କର ଘରେ ଏପରି ନାକାରାତ୍ମକ ଉର୍ଜା ଦେଖିବା ପାଇଁ ମିଳେ ।

bedroom

ଏହା ପରେ ରହିଛି ଲୁଣ କେବେ ବି ଘରେ ଲୁଣ ରଖିବା କଥା ନୁହେଁ । ଏହା ଦ୍ୱାରା ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ ମନ ମାଲିନ୍ୟ ଦେଖିବା ପାଇଁ ମିଳେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *