ଶୁକ୍ରବାର ଦିନ ମରିଗଲେ ବି ଏହି ଗୋଟେ ଜିନିଷ ଖାଆନ୍ତୁ ନାହିଁ ପୁରା ଜିବନ ଦରିଦ୍ର ହୋଇ ରହିଯିବେ |

frayday

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି କଥା ହେବା ସପ୍ତାହ ର ପଞ୍ଚମ ଦିନ ଶୁକ୍ରବାର ବିଷୟ ରେ ଶୁକ୍ରବାର ର ସ୍ୱାମୀ ଶୁକ୍ରଗ୍ରହ ଅଟନ୍ତି ଯିଏ କି ପ୍ରେମ, ବିବାହ , ଆନନ୍ଦ ଏବଂ ଶୁଖ ସମୃଦ୍ଧି ର ପ୍ରତିକ ଅଟନ୍ତି ଜ୍ୟୋତିଷ ଶାସ୍ତ୍ର ରେ ଶୁକ୍ର ଗ୍ରହ କୁ ଶୁଭ ବୋଲି ମନାଯାଏ ଶୁକ୍ରବାର ମହାଲକ୍ଷ୍ମୀ ଙ୍କୁ ବି ସମର୍ପଣ କରା ଜାଇଛି । ସେହିଥି ପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଙ୍କୁ ବି ପ୍ରଶନ୍ନ କରି ପାରିବେ ଏହା ସହିତ ଶୁକ୍ରବାର ଦିନ ତିରୁ ପତି ବାଲ୍ଲାଜି ଙ୍କର ପୂଜା କରାଯାଏ ।l

ଏହି ଶୁକ୍ରବାର ଦିନ ରେ ତିରୁପତି ବାଲ୍ଲାଜୀ ଙ୍କର ପୂଜା କରିଲେ ସୁଖ ସମୃଦ୍ଧି ଏବଂ ଧନ ର ଆଗମନ ହୋଇଥାଏ , ତେବେ ଆମେ ଆଜି ଜାଣିବା ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କିବା ପାଇଁ କଣ ଉପାୟ ମାନ କରିବା ଜରୁରୀ ସେହି ବିଷୟରେ ଜାଣି ନେବା । ତେବେ ବନ୍ଧୁଗଣ ସବୁ ବେଳେ ଧ୍ୟନ ରଖନ୍ତୁ ଯେବେ ବି ଆପଣ ମାନେ ମହା ଲକ୍ଷ୍ମୀ ଙ୍କର ଆରଧନା କରିବେ ତାହା ସହିତ ଭଗବାନ ବିଷ୍ଣୁ ଙ୍କର ବି ଆରୋଧନା କରନ୍ତୁ ତେବେ ମହା ଲକ୍ଷ୍ମୀ ଆପଣ ମାନଙ୍କର ପୂଜା କୁ ଶିକ୍ୱାର କରିବେ ଏବଂ ଆପଣ ମାନଙ୍କୁ ଆଶ୍ରୀବାଦ ପ୍ରଦାନ କରିବେ ।

ଦୁଇ ରେ ମାଆ ଙ୍କ ପ୍ରତ୍ୟେକ ରୂପ ଲାଲ୍ ରଙ୍ଗ ରେ ହୋଇଥାଏ ସେହିଥଇ ପାଇଁ ମହାଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରିବା ପାଇଁ ଶୁକ୍ରବାର ଦିନ ମହାଲକ୍ଷ୍ମୀ ଙ୍କ ମନ୍ଦିର ଜାଇ ମାଆ ଙ୍କୁ ଲାଲ ରଙ୍ଗ ର ବସ୍ତ୍ର ଲାଲ ରଙ୍ଗ ର ଫୁଲ ଆଦି ପ୍ରଦାନ କରନ୍ତୁ । ବିବାହିତ ମହିଳା ମାନେ ବିବାହ ର ଜିନିଷ ଛଢାନ୍ତୁ, ଏବଂ କନ୍ୟା ଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ , ସେହି ପରି ଶୁକ୍ରବାର ଦିନ ମହାଲକ୍ଷ୍ମୀ ଙ୍କର ବ୍ରତ କରିବାର ମାନ୍ୟତା ରହିଛି ଜାହାକୁ ବୈଭବ ମହାଲକ୍ଷ୍ମୀ ବ୍ରତ ବୋଲି କୁହାଯାଏ ।mata laxmi

ଏହା ସହିତ ଶୁକ୍ରବାର କୁ ମାଆ ସନ୍ତୋଷୀ ଙ୍କର ବି ପୂଜା କରାଯାଏ ଆପଣ ମାନେ କୈଣସି ବି ମନସ୍କାମନା କୁ ପୂରଣ କରିବା ପାଇଁ ଶୁକ୍ରବାର କୁ ବୈଭବ ଲକ୍ଷ୍ମୀ ବ୍ରତ କରି ସଂଙ୍କଳ୍ପ ନିଅନ୍ତୁ ଦିନ ରେ ଉପବାସ ରହି ସଂନ୍ଧ୍ୟା ରେ ମାତା ଲକ୍ଷ୍ନୀ ଙଅକୁ ବିଧି ବିଧାନ ସହିତ ପୂଜା କରାଯାଏ ।

ତେବେ ଆପଣ ମାନଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୁଏ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *