ଖାଲି ପେଟରେ ଖାଆନ୍ତୁ ନାହିଁ ଏହି 4 ଟି ଜିନିଷ ….। ନ ହେଲେ ମରିବା ଶୁନିଶ୍ଚିନ୍ତ

stomach

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଆପଣ ମାନଙ୍କୁ ଆମେ ଆଜି କିଛି ଖାଦ୍ୟ ବିଷୟରେ କହିବା ପାଇଁ ଚାହିଁବୁ ଜାହାକୁ କେବେ ବି ଖାଲି ପେଟ ରେ ଖାଇବା କଥା ନୁହେଁ ନଚେତ୍ ଆପଣ ମାନଙ୍କ ପାଇଁ ବହୁତ ଅସୁବିଧା ହୋଇ ପାରେ । ତଥା ଆପଣ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସମସ୍ୟା ତିଆରି କରି ପାରେ । ତେବେ ଆସନ୍ତୁ ଆପଣ ମାନଙ୍କୁ ସେହି ସବୁ ଜିନିଷ ବିଷୟରେ ଜାଣିବା ଯେଉଁ ଗୁଡିକକୁ ଖାଲି ପେଟରେ ଖାଇବା କଥା ନୁହେଁ । ଯଦି ଆମେ ଖାଦ୍ୟ ବିଷୟ ରେ କହିବା ତେବେ ଖାଦ୍ୟ ଖାଇଲେ ଆମ ର ସ୍ୱାସ୍ଥ ରେ ସୁଧାର ଆସିବା ସହିତ ଶରୀର ସଠିକ୍ ଭାବେ କାର୍ଯ୍ୟ କରେ ହେଲେ କିଛି ଏମିତି ବି ଜିନିଷ ରହିଛି ଜାହା କୁ କେବେ ବି ଖାଲି ପେଟ ରେ ଖାଇବା କଥା ନୁହେଁ ଯେମିତି କି କଦଳୀ କେବେ ବି ଖାଲି ପେଟ ରେ କଦଳୀ କୁ ସେବନ କରିବା କଥା ନୁହେଁ ।

bannana

ଆପଣ ମାନେ ଯଦି ଖାଆନ୍ତି ତେବେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡିବା ବଦଳ ରେ ଖରାପ୍ ପ୍ରଭାବ ପଡି ଥାଏ । ତଥା ଆପଣ ମାନଙ୍କୁ ଏସିଡିଟି ଭଳି ରୋଗ ବହୁତ ପରିମାଣ ରେ ଦେଖିବା ପାଇଁ ମିଳେ । ସେହି ପରି ବେଳେ ଟୋମାଟ ରେ ମଧ୍ୟ ଅଧି୍କ ମାତ୍ରା ରେ ଏସିଡିଟି ରହି ଥାଏ । ସେମିତି ରେ ଖାଲି ପେଟ ରେ ପୂର୍ବ ରୁ ଏସିଟ୍ ରହି ଥିବା ବେଳେ ଏହାର ସେବନ ଦ୍ୱାରାଏହାର ପ୍ରତିକ୍ରିୟା ଦେଖିବା ପାଇଁ ମିଳେ । ଏମିତି ବେଳେ ଆପଣ ମାନଙ୍କୁ ଷ୍ଟୋନ ର ସମସ୍ୟା ଦେଖିବା ପାଇଁ ମିଳି ଥାଏ ।

med

ସେହି ପରି ବେଳେ କେବେ ବି ଖାଲି ପେଟରେ ଔଷଧ ର ସେବନ କରନ୍ତୁ ନାହିଁ । ତେବେ ପୂର୍ବ ରୁ ଆପଣ ମାନେ ଏସିଡିଟି ର ବଟିକା ଖାଇ ପାରିବେ ହେଳେ ଅନ୍ୟ କୈଣସି ଔଷଧ ର ସେବନ କେବେ ବି କରନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଶରୀର ଉପରେ ବହୁତ ପ୍ରଭାବ ପଡି ଥାଏ । ସେହି ପରି ବେଳେ କିଛି ଲୋକ ମାନେ ସକାଳୁ ଉଠୁ ଉଠୁ ମସଲା ବା ଚର୍ବି ଜାତୀୟ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । ଏମିତି କ୍ଷେତ୍ର ରେ ଏହା ଆପଣ ମାନଙ୍କ ପାଇଁ ବହୁତ କ୍ଷେତି କାରକ ହୋଇ ଥାଏ । ଆପଣ ମାନେ କେବେ ବି ଏହାର ସେବନ କରନ୍ତୁ ନାହିଁ । ଏମିତି ବେଳେ ବିଭିନ୍ନ ପ୍ରକାରର ପେଟ ଜନିତ ସମସ୍ୟା ଦେଖା ଜାଉ ଥିବା ବେଳେ ଖାଦ୍ୟ ସଠିକ୍ ଭାବେ ହଜମ୍ ହୋଇ ନ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ । ଏହି ପୋଷ୍ଟ କୁ ସେୟାର କରି ସମସ୍ତଙ୍କ ସହ ବାଣ୍ଟିବାରେ ଆମକୁ ସାହାର୍ଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *