ସନ୍ଧ୍ୟାରେ ଏହି ଭୂଲ୍ କଲେ ମଣିଷ ହୋଇଯାଏ ଦାଣ୍ଡର ଭିକାରୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସଂନ୍ଧ୍ୟା ସମୟରେ କରା ଜାଉ ଥିବା କିଛି କାର୍ଯ୍ୟ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଯେଉଁ କାମ କରିବା ଦ୍ୱାରା ଆମର ଜିବନରେ ସଂମ୍ପର୍ଣ୍ଣ ଭାବେ ଦାରିଦ୍ରତା ଏବଂ ଘରୁ ଲକ୍ଷ୍ମୀ ଛାଡି ଜାଇ ଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ।

ପ୍ରଥମେ ରହିଛି ସଂନ୍ଧ୍ୟା ସମୟ ରେ ଖାଦ୍ୟ ଖାଇବା । ଶାସ୍ତ୍ର ଅନୁସାରେ କେବେ ବି ସଂନ୍ଧ୍ୟା ସମୟ ରେ ଭୋଜନ କରା ଯାଏ ନାହିଁ । କାରଣ ଏହା ଦିନ ଏବଂ ରାତ୍ରୀର ମଧ୍ୟମ ଭାଗ ହୋଇ ଥାଏ । ଏହି ସମୟରେ ଏମିତି କଲେ ଆପଣଙ୍କ ଘର କିଛି ବି କୂଳେ ନାହିଁ । ଏହା ପରେ ରହିଛି ଘରେ ଝାଡୁ ମାରିବା । ଶାସ୍ତ୍ର ଅନୁସାରେ କେବେ ବି ଘରେ ସଂନ୍ଧ୍ୟା ସମୟ ରେ ଝାଡୁ ମାରିବା କଥା ନୁହେଁ ଏହା କରିବା ଦ୍ୱାରା ଆପଣ ମାନଙ୍କ ଘୁ ଲକ୍ଷ୍ମୀ ଛାଡି ଜାଇ ଥାନ୍ତି ।

gitaaa

ସେହି ପରି ବେଳେ ଯଦି ଆପଣ ମାନେ ସଂନ୍ଧ୍ୟା ସମୟ ରେ  ପ୍ରେମ ସଂମ୍ପର୍କର ସ୍ଥାପନା କରି ଥାନ୍ତି । ତେବେ ବି ଆପଣ ମାନଙ୍କ ପାଇଁ ତଥା ନିଜର ଘର ପାଇଁ ବହୁତ ଖରାପ୍ ହୋଇ ଥାଏ । କାରଣ ଶାସ୍ତ୍ର ଅନୁସାରେ ସଂନ୍ଧ୍ୟା ସମୟ ରେ ମାତା ଲକ୍ଷ୍ମୀ ପୃଥିବୀ କୁ ଆସି ଥାନ୍ତି । ଏବଂ ଏହି ସମୟ ରେ ଯଦି ଆପଣ ମାନେ କୈଣସି ସଂମ୍ପର୍କ ସ୍ଥାପନା କରନ୍ତି ତେବେ ଆପଣ ମାନଙ୍କ ଠୁ ଏବଂ ଆପଣ ମାନଙ୍କ ଘରୁ ସଂମ୍ପର୍ଣ୍ଣ ଭାବେ ଲକ୍ଷ୍ମୀ ଛାଡି ଜାଇ ଥାନ୍ତି ।

saraswati

ସେହି ପରି ବେଳେ ଆପଣ ମାନେ ଯଦି ସଂନ୍ଧ୍ୟା ସମୟ ରେ ରେ ଶୋଉଛନ୍ତି । ତେବେ ଏବେଠୁ ହିଁ ଏହାକୁ ପରିବର୍ତନ କରନ୍ତୁ । କାରଣ ଏହା ସଂମ୍ପର୍ଣ୍ଣ ଖରାପ୍ ଅଭ୍ୟସ ହୋଇ ଥାଏ । ଏହା ଆପଣଙ୍କ ଏବଂ ଆପଣ ମାନଙ୍କ ପରିବାର ଲୋକ ମାନଙ୍କ ଉପରେ ବହୁତ ପରିମାଣ ରେ ପ୍ରଭାବ ପକେଇ ଥାଏ । ଏହା କରିବା ଦ୍ୱାରା ଘର ର ଲୋକ ତଥା ନିଜର ସ୍ୱାସ୍ଥ୍ୟ ସମସ୍ୟା ସବୁ ବେଳେ ଦେଖିବା ପାଇଁ ମିଳେ । ଏବଂ ଆପଣ ମାନଙ୍କ ଘରୁ ଲକ୍ଷ୍ମୀ ବି ଛାଡି ଜାଇ ଥାନ୍ତି । ତେବେ ଆପଣ ମାନେ ଏହାକୁ ନ କରିବା ପାଇଁ ସଂମ୍ପର୍ଣ୍ଣ ଭାବେ ଚେଷ୍ଟା କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *