ବୈଜ୍ଞ୍ୟାନିକ ମାନେ ବନେଇଲେ ଗୋ ମୁତ୍ର ର ଔଷଧ , ଜାହାକୁ ଖାଇବା ପରେ ଭଲ ହେବ ଏହି ମାରାତ୍ମକ ରୋଗ ।

gomutr

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ କଣ ଏହି କଥା କୁ କେବେ ବି ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଏହି ଗୋ ମୁତ୍ର ବା ଗାଈ ର ଇୟୁରିନ୍ ଆମ ମାନଙ୍କ ଶରୀର ପାଇଁ ବହୁତ ଗୁଣ କାରୀ ହୋଇ ଥାଏ । ତଥା ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ କି ଏହି ଗୋ ମୁତ୍ର ର ସେବନ କରିବା ଦ୍ୱାରା ଆମ ମାନଙ୍କ ବିଭିନ୍ନ ପ୍ରକାରର ରୋଗ ଦାୟୁ ରୁ ମୁକ୍ତି ପାଇ ଥାନ୍ତି । ସେହି ପରି କ୍ଷେତ୍ର ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏହି ଦିନ ରେ ହୋଇ ଥିବା ଇୟୁରିନ୍ ରେ ତିଆରି ହୋଇ ଥିବା ଏକ ଔଷଧ ବିଷୟ ରେ ଜାହା ଆପଣ ମାନଙ୍କୁ ବହୁତ ଗୁଡ଼ିଏ ରୋଗ ଦାଯୁ ର ରକ୍ଷା ଦେଇ ପାରିବ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

cow

ଏହି ଦିନ ରେ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ରେ ଆମେରିକା ଠାରେ ଏହି ଔଷଧ କୁ ପ୍ରସ୍ତୁତ କରା ଜାଇଛି । ଆଗାମୀ ଦିନ ମାନଙ୍କ ରେ ଏହା ବଟିକା ବା କେପସୁଲ ମାଧ୍ୟାମ ରେ ବଜାର ରେ ବିକ୍ରୀ ହେବ ବୋଲି କୁହା ଜାଇଛି । ସେମିତି ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଦିନରେ ଏହି ରିସର୍ଚ୍ଚ ସେଣ୍ଟର ରେ ପରିକ୍ଷା କରା ଜାଇ ଥିବା ବେଳେ ସେଠାରେ ଏହି ଗୋମୁତ୍ର ରୁ ତିଆରି ହେଉ ଥିବା ଔଷଧ ରେ କ୍ୟନସର ଏବଂ କିଡ୍ନୀ ଭଳି ସମସ୍ୟା ରୁ ମୁକ୍ତି ପାଇବା ର ସମସ୍ତ ପ୍ରକାରର ଗୁଣ ରହିଛି  ବୋଲି ଦେଖିବା ପାଇଁ ମିଳିଛି । ଏହି ଔଷଧ କୁ ବନେଇ ଥିବା ଭାରତୀୟ ଡାକ୍ତର କହିଛନ୍ତି କି । ଗୋ ମୁତ୍ର ରେ ଏମିତି ବହୁତ ଗୁଡ଼ିଏ ଗୁଣ ରହିଛି ଜାହା ଆମ ପାଇଁ ବହୁତ ଫାଇଦା ମନ୍ଦ ସାବ୍ୟସ୍ତ ହୋଇ ପାରିବ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଏହି ଥିରୁ କଣ କଣ ସବୁ ଫାଇଦା ମିଳି ଥାଏ ।

cow2

ଗୋମୁତ୍ର କୁ ଦେହ ପାଇଁ ବହୁତ ଭଲ ସିଦ୍ଦ ହୋଇଛି । ସେହି ପରି ବେଳେ ଆୟୁରବେଦ ଅନୁସାରେ ଯେଉଁ ଲୋକ ମାନେ ପ୍ରତ୍ୟେକ ଦିନ ଟିକିଏ ଟିକିଏ ଗୋମୁତ୍ର ର ସେବନ କରନ୍ତି ସେମାନଙ୍କ ପେଟ ରୋଗ ଭଳି ସମସ୍ୟା ସବୁ ଦିନ ପାଇଁ ଭଲ ହୋଇ ଥାଏ । ସେହି ପରି ବେଳେ ଗୋମୁତ୍ର ଡେଲି ପିଇବା ଦ୍ୱାରା ମୁନୁଶ୍ୟ ର ସେକ୍ସ ପାୱାର ବଢି ଥାଏ । ସେହି ପରି ବେଳେ ଗୋମୁତ୍ର ଏବଂ ଲେମ୍ବୁ କୁ ମିଶେଇ କରି ଡେଲି ପିଇବା ଦ୍ୱାରା ମନୁଶ୍ୟ ର ଓଜନ କମି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *