ସକାଳୁ ସକାଳୁ ସ୍ତ୍ରୀ ସ୍ୱାମୀ ଏହି କାମ କରନ୍ତୁ ଘର ଧନରେ ଭରି ରହିବ।

morning

ଆମେ ଆପଣଙ୍କ ପାଖରେ ଚାଣକ୍ୟଙ୍କର ଚାଣକ୍ୟ ନୀତି ବାବଦରେ କିଛି କହିବୁ ଯାହା କି ଆପଣଙ୍କ ଜୀବନରେ କାମରେ ଲାଗିପାରେ। ଚାଣକ୍ୟ ଜଣେ ମହାଜ୍ଞାନୀ ଥିଲେ ଯିଏ କି କେବଳ ନିଜର ଜ୍ଞାନ ବଳରେ ଚନ୍ଦ୍ରଗୁପ୍ତଙ୍କୁ ରାଜା କରାଇ ପାରିଥିଲେ। ଆଜି ଆମେ ଆପଣଙ୍କ ପାଖରେ ଚାଣକ୍ୟଙ୍କର କିଛି ନୀତି ନେଇକି ଆସିଛୁ। ଆପଣ ତାହା ଜାଣିବା ଦରକାର।

ଆମ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯିଏ କି ଧାର୍ମିକ ଗ୍ରନ୍ଥ ମାନଙ୍କୁ ମାନି ଥାଆନ୍ତି ଆଉ ତାହାରି ନିୟମ ଅନୁସାରେ ଚାଲିଥାନ୍ତି। ଆଉ ମଧ୍ୟ ବହୁତ ଲୋକ ଅଛନ୍ତି ଯିଏ କି ଧାର୍ମିକ ଗ୍ରନ୍ଥ ମାନଙ୍କୁ ମାନିବାକୁ ପ୍ରସ୍ତୁତ ନଥାନ୍ତି। ମାତ୍ର ଧାର୍ମିକ ଗ୍ରନ୍ଥ ମାନି ଚାଲୁଥିବା ଲୋକ ମାନଙ୍କ ଜୀବନରେ ସବୁକିଛି ଭଲ ହି ହେଇଥାଏ। ଏହା ବାବଦରେ ସଭିଙ୍କ ପାଖରେ ଖବର ରହିବା ଦରକାର। ଶାସ୍ତ୍ରରେ ସକାଳୁ ଜଲଦି ଉଠିବାକୁ କୁହା ଯାଇଛି। ଏହାଦ୍ୱାରା ଆମ ଜୀବନ ସୁଖମୟ ରହିଥାଏ ଆଉ ଏହାଦ୍ୱାରା ଆମ ଶରୀର ବି ସୁସ୍ଥ ରହିଥାଏ। ଏହା ବାବଦରେ ଆମକୁ ଜଣା ଥିବ। ଆଉ ମଧ୍ୟ ଏହା କୁହା ଯାଇଛି କି ସକାଳୁ ଉଠିବା ପରେ ଆପଣଙ୍କୁ କଣ କରିବା ଦରକାର। ଆପଣଙ୍କ ପାଖରେ ସକାଳୁ ଉଠି କଣ କରିବା ଦରକାର ତାହା ବି ଅଛି। ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ ।

chanakya

୧:- ସବୁ ଲୋକଙ୍କୁ ସକାଳୁ ଉଠି ପାଣି ପିଇବା ଦରକାର। ଏହା ଶାସ୍ତ୍ରରେ ବି ମାନ୍ୟତା ଅଛି କି ସକାଳୁ ଉଠି ପାଣି ପିଇବା ଦ୍ୱାରା ଆମ ଶରୀର ଠିକ ରହିଥାଏ ଆଉ ଆମ ପେଟ ଜନିତ ସମସ୍ୟା ସବୁ ଦୂର ହେଇଯାଏ। ଏହା ଆପଣଙ୍କୁ ଡାକ୍ତରୀ ଶିକ୍ଷାରେ ବି ମିଳିବା ଦରକାର।

୨:- ଦ୍ୱିତୀୟରେ ଯାହା କରିବା ଦରକାର ତାହା ହେଉଛି ଗାଧେଇବା। ସକାଳୁ ସକାଳୁ ଉଠି ଗାଧେଇବା ଦ୍ୱାରା ଆମ ଶରୀର ତଥା ମନ ତ ସୁସ୍ଥ ରହିଥାଏ ତାହା ସହ ଆମ ଭାଗ୍ୟ ମଧ୍ୟ ଭଲ ରହିଥାଏ। ଯେଉଁ ମହିଳା ମାନେ ପୁରାତନ ମାନ୍ୟତା ଅନୁସାରେ ସକାଳୁ ଉଠି ଗାଧେଇ ସାରି ଗୃହ ପ୍ରବେଶ କରନ୍ତି ସେମାନଙ୍କ ଜୀବନ ସୁଖ ଶାନ୍ତିରେ ଭରା ରହେ।

୩:- ସକାଳୁ ଉଠି ଗାଧେଇ ସାରି ତୁଳସୀ ଗଛର ପୂଜା କରିବା ଦ୍ୱାରା ଆମ ଜୀବନରେ ସୁଖ ଶାନ୍ତି ଭରା ରହେ। ଆଉ ଆମ ଭାଗ୍ୟ ମଧ୍ୟ ସୁଖମୟ ରହେ।

tulasi puja

୪:- ସୁମଧୁର ସଙ୍ଗୀତ ଶୁଣିବା। ସକାଳୁ ଉଠି ହି ସଙ୍ଗୀତ ଶୁଣିବା ଦ୍ୱାରା ଆମ ମନ ବହୁତ ଭଲ ରହିଥାଏ ଆଉ ଆମ ଜୀବନରୁ ଡିପ୍ରେସନ ଦୂର ହେଇ ଯାଏ। ଏହାଦ୍ୱାରା ଆମ ମୁଡ ସର୍ବଦା ଭଲ ରହେ ଆଉ ତାହା ଆମ ଜୀବନରେ ପୋଜିଟିଭ ଭାବନା ଆଣିଥାଏ।

୫:- ସ୍ୱାମୀଙ୍କ ସହ ପ୍ରେମ କରିବା ଦ୍ୱାରା ମଧ୍ୟ ସ୍ୱାମୀ ଆଉ ସ୍ତ୍ରୀ ଙ୍କ ଭିତରେ ସମ୍ପର୍କ ଆହୁରି ସୁଦୃଢ଼ ହୁଏ। ଆପଣ ସକାଳୁ ସକାଳୁ ଉଠି ଯୋଗ କରିବା ଦ୍ୱାରା ଆପଣଙ୍କ ମନ ଠିକ ରହେ ଆଉ ଯୋଗ କରିବା ପରେ ଆପଣଙ୍କ ସ୍ୱାମୀଙ୍କ ସହ ପ୍ରେମ କରିବା ଉଚିତ।

Leave a Reply

Your email address will not be published. Required fields are marked *