ଏମିତି କର୍ମ କଲେ ଆପଣ ମାନଙ୍କ ଘରେ ଧନ ବଢେ …..। ନିଶ୍ଚିନ୍ତ ଜାଣି ରଖନ୍ତୁ ଏହି କଥା

sunabesa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନେ କେବେ ଜାଣିଛନ୍ତି  କି , ଯେଉଁ ସମୟରେ ଶ୍ରୀ ମନ୍ଦିରରେ ଭଗବାନ ଙ୍କ ସୁନା ବେଶ ହୋଇ ଥାଏ । ତେବେ ସାରା ଓଡ଼ିଶା କାହିଁକି ବରଂ ସଂମ୍ପର୍ଣ୍ଣ ଭାରତ ବର୍ଷ ଏହି ବେଶ କୁ ଦେଖିବା ପାଇଁ କାହିକିଁ ବିବ୍ରତ ହୋଇ ଥାନ୍ତି । ସେହି ସମୟ ରେ ଆପଣ ମାନେ ଦେଖି ଥିବେ ଲକ୍ଷ ଲକ୍ଷ ଲୋକ ମାନେ ବା ଶ୍ରଦ୍ଧାଳୁ ମାନେ ବହୁତ ଦୂର ରୁ ଆସି ଥାନ୍ତି । କେବଳ କାଳିଆ ର ଦର୍ଶନ ପାଇଁ ବା ତାଙ୍କର ସୁନା ଦେବ ଦେଖିବା ପାଇଁ । ସେମିତି ବେଳେ ଆପଣ ମାନଙ୍କୁ ଯଦି ଧନ ଆୟ କରିବା ତଥା ଘରେ ଲକ୍ଷ୍ମୀ ସବୁ ଦିନ ରହୁନ୍ତୁ ବୋଲି ଯଦି ଆପଣ ମାନେ ଚାହାଁନ୍ତି । ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ଏହି ଉପାୟ କୁ ନିଶ୍ଚିତ ଭାବେ କରନ୍ତୁ । ଦେଖିବେ ଆପଣ ମାନଙ୍କ ଘରେ କିଛି ବି ଅଭାବ ରହିବ ନାହିଁ ।

suna

ତେବେ ଏଠାରେ ଆମେ ଆପଣ ମାନଙ୍କ ସାମ୍ନା ରେ ସୁନା ବେଶ କଥା ଏଥି ପାଇଁ ଉଠେଇ ଥିଲେ । କି ଯେଉଁ ଦିନ ସୁନା ବେଶ ର କାର୍ଯ୍ୟ କର୍ମ ରହି ଥାଏ । ତେବେ ସେହି ଦିନ ଆପଣ ମାଆ ମାନେ ଘରେ ଯେଉଁ ବାକ୍ସ ରେ ଆପଣ ମାନେ ସୁନା କୁ ରଖୁଛନ୍ତି । ଜାହା କୁ ଆପଣ ମାନେ ଗହଣା ବାକ୍ସ ବୋଲି କହୁଛନ୍ତି । ସେହି ବାକ୍ସ ରେ ଆପଣ ମାନେ ଚାରୋଟି ଅକ୍ଷର ଲେଖନ୍ତୁ । ଏବଂ ଏହା ଲାଲି ରଙ୍ଗ ର ହୋଇ ଥିବା ଦରକାର ଅଟେ । ତେବେ ଏହା ପରେ ଆପଣ ମାନେ ଏହାକୁ ସେହି ବାକ୍ସ ରେ ପକାନ୍ତୁ । ଏବଂ ଆପଣ ମାନଙ୍କୁ କହିବୁ କି ଯେଉଁ ଚାରୋଟି ଅକ୍ଷର ବିଷୟ ରେ ଆପଣ ମାନଙ୍କୁ କହୁଛୁ ତାହା ହେଲା । ପରିକ୍ଷିତ ।

jwelly

ଏବଂ ଆପଣ ମାନଙ୍କୁ କହିବୁ କି ଯଦି ଆପଣ ମାନେ ଏହିଟା କରି ପାରିବେ ନାହିଁ । ତେବେ କଲି କଳ୍ମୁତ ମନ୍ତ୍ରଂ କୁ ଯପ କରନ୍ତୁ । ହେଲେ ଏଠାରେ କହିବା ପାଇଁ ଚାହିଁବୁ କି ଏହି ମନ୍ତ୍ରଂ କୁ ସମସ୍ତେ ଜାଣି ନାହାଁନ୍ତି । ତେଣୁ କରି ଆପଣ ମାନେ ଏହି ଚାରୋଟି ଅକ୍ଷର କୁ ଲେଖନ୍ତୁ ଏବ୍ଂ ସେହି ବାକ୍ସ ରେ ପକାନ୍ତୁ । ତେବେ ଦେଖିବେ ଗହଣା ବାକ୍ସ ରେ ଯଦି ଅଳ୍ପ ଗହଣା ରହି ଥିବ ତେବେ ନିଶ୍ଚିତ ଭାବେ କିଛି ଦିନ ମଧ୍ୟରେ ଆଧିକ ଆପଣଙ୍କ ଆୟ ହେବା ସହିତ , ଗହଣାର ପରିମାଣ ବଢି ଯିବ । ଆମେ ଆପଣ ମାନଙ୍କୁ ଏହି କଥା କହିବାର କାରଣ ହେଲା ସେହି ସୁନା ବେଶ ଦିନ ରେ ସୁନା ରେ କଳି ବାସ କରନ୍ତି । ଶାସ୍ତ୍ର ଅନୁସାରେ ଯଦି ଆପଣ ମାନେ ସେହି ଦିନ ଏହି କାର୍ଯ୍ୟ କୁ କରନ୍ତି । ତେବେ ଘରେ ଧନ ଧାନ୍ୟ ସଂମ୍ପର୍ଣ୍ଣ ଭାବେ ପୂର୍ଣ୍ଣ ହୋଇ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *