ବାବୁଶାନ୍ ଙ୍କୁ ଫୋନ୍ କଲେ କି ପ୍ରକୃତି ମିଶ୍ର,Pacharilee ତୋ ଦେହ କେମିତି ଅଛି ଆଉ ତୁ….

babusan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବି ଜାଣିଥିବେ ବାବୁସାନ ମହାନ୍ତି ସୁସ୍ଥ ହୋଇ ଘରକୁ ପେରିଛନ୍ତି ହେଲେ କଣ ତାଙ୍କର ବାନୁରୀ ସାଙ୍ଗ ଟୁଡୁ କଣ ଫୋନ କରିଲ କି ? ଏବେ ବଡ ପ୍ରଶ୍ନ ହେଲା ଯେଉଁଭଳି ଭାବେ ତୃପ୍ତି ବାବୁସାନ ଙ୍କ ସେବା ଯତ୍ନ କରୁଛନ୍ତି ତେବେ କଣ ବାନ୍ଧବୀ ଭାବେ ଟୁଡୁ ଙ୍କୁ ଫୋନ କରି ପାରିବେ ନାହିଁ ।

ତେବେ ସମସ୍ତେ ଏବେ ସେହି କଥା ହି ଆଲୋଚନା କରୁଛନ୍ତି । ତୃପ୍ତି ଏବେ 8 ଦିନ କାଳ ନ ଶୋଇ ନଖାଇ ବାବୁସାନ ଙ୍କ ସେବା କରିଲେ । ହେଲେ ତାଙ୍କ ବାନ୍ଧବୀ ତାଙ୍କୁ ଗୋଟେ ୱେଲସୋନ ମେସେଜ ଟିଏ କରି ପାରିଲେ ନାହିଁ । ଯେତେ ରାଗ ଅଭିମାନ ଥାଉ ନା କାହିଁକି ଯେତେ ବେଳେ ଦେହ ଖରାପ ରହିଥାଏ ସେହି ସମୟ ରେ ନିଜର ଲୋକ ବା ବାନ୍ଧବୀ ଫୋନ କରିଲେ ଭଲ ଲାଗେ । ହେଲେ କଣ ବାବୁସାନ ଙ୍କୁ ପ୍ରକୃତି କଣ ମେସେଜ କରିଲେ ? ନା ବାବୁସାନ ଙ୍କ ପ୍ରତି ପ୍ରକୃତି ଙ୍କ ଦାୟୁତ୍ୱ ଶେଷ ହୋଇଜାଇଛି ।

babu 1

ବାବୁସାନ ବିଗତ ଦିନରେ ଟୁଡୁ ଙ୍କ ବିଷୟ ରେ କିଛି କହି ନାହାଁନ୍ତି । ହେଲେ ପରେ ବାବୁସାନ ଏକ ଭିଡ଼ିଓ ମାଧ୍ୟମ ରେ ଜଣେଛନ୍ତି ଯେ ମୁଁ ମୋ ସ୍ତ୍ରୀ ଆଉ ଶଶୁରଙ୍କ ସହ ଥିଲି ଆଉ ରହିବି ମଧ୍ୟ । ଯାହାର ପରିମାଣ ସ୍ୱରୂପ ବାବୁସାନ ଏବଂ ତୃପ୍ତି ନଜର ଆସିଥିଲେ । ଯେଉଁଥି ପାଇଁ ସମସ୍ତେ ମାନି ନେଇଛନ୍ତି ଯେ ଉଭୟ ଙ୍କ ମଧ୍ୟରେ ପାରିବାରିକ ସମସ୍ୟା ଶେଷ ହୋଇଜାଇଛି ବୋଲି ।

ଆଉ ବାକି ରହିଲା ପ୍ରକୃତି ଙ୍କ କଥା ସେ ତ ଛାଡିବେନି ବୋଲି ସପଥ କରିଛନ୍ତି । ନହେଲେ ସେ କଣ ପାଇଁ 5 କୋଟି ଟଙ୍କାର ମାନ ହାନୀ ମକଦ୍ଧମା କରିଥାନ୍ତେ । ତେବେ ଏହି ସବୁ ଘଟଣା ପରେ ଯଦି ପ୍ରକୃତି ମିଶ୍ର ବାବୁସାନ ଙ୍କୁ ଏକ ଭଲ ବନ୍ଧୁ ବୋଲି ଭାବିଛନ୍ତି ତେବେ ସେହି ବନ୍ଧୁତ୍ୱର ଦ୍ୱାହୀ ଦେଇ ବାବୁସାନ ଙ୍କୁ ସେ କଲ ବା ମେସେଜ କରିଛନ୍ତି । ତେବେ କଣ ବାବୁସାନ ଏହାକୁ ରିସିଭ କରିଛନ୍ତି । ତେବେ ଏହାତ ଆଗାମୀ ସମୟ ରେ ଦେଖାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *