ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2026 ରେ ରେ ଭାଙ୍ଗିବ ହୀରାକୁଦ ଜଳ ଭଣ୍ଡାର ସମୁଦ୍ର ରୁ ବାହାରି ଆସିବ ଏକ ବିଶାଳ କାୟ ଚିତଳ ମାଛ । ରାହାମା ଠାରେ ଏହି ମାଛଟି ସାରଦା ମାଆ ଙ୍କୁ ଦର୍ଶନ କରି ଛତିଆ ବଟ ରେ ପ୍ରାଣ ହାରିବ । ଆଉ ଏହି ବିଶାଳ କାୟ ମାଛର ଅସ୍ତି ରେ ନୂଆ ବନ୍ଧ ଏବଂ ନୂଆ ବନ୍ଧର କବାଚ ତିଆରି ହେବ ।
ଭବିଷ୍ୟତ ପୁରାଣ ବା କଳିଯୁଗ ଶେଷ ମାଳିକା ରେ ଏହି ଧାଡି ଗୁଡିକ ରେ ଲେଖାଜାଇଛି ଏମିତି କିଛି କଥା ତେବେ ଏହାକୁ ଆମେ ମାନେ ପଠନ କରିଲେ ଆମେ ମାନେ ଜାଣି ପାରିବା କି 2026 ରେ ଏମିତି କିଛି ହେବାକୁ ଯାଉଛି । ଯଦି ସମ୍ବଲପୁର ର ହୀରାକୁଦ ଜଳଭଣ୍ଡାର କଥା ଦେଖିବା ତେବେ 1947 ମସିହା ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ଆଉ ଦଶ ବର୍ଷ ଲାଗିଥିଲା ଏହାକୁ ନିର୍ମାଣ କରିବା ଲାଗି । ଅର୍ଥାତ 1957 ମସିହା ରେ ଏହି ବନ୍ଦ ନିର୍ମାଣ କାମ ସରିଥିଲା ।
କିନ୍ତୁ ବନ୍ଧ କୁ ନେଇ ମାଳିକା ଯେଉଁ କଥା କହୁଛି । ତାହା ସୁଣିଲେ ଆପଣଙ୍କ ହୋସ ଉଡିଯଯିବ । ଅନନ୍ତ ଯୁଗ ଆରମ୍ଭ ରେ ପୁରାଣ ଏବଂ ଭଗବାନ ତା ସହିତ ଭବିଷ୍ୟତ ରେ ସବୁ କଳ୍ପନା କୁ ଏହି ପଦ ଗୁଡିକ ରେ ହିଁ ଗୋଟି ଗୋଟି କରି ଲେଖାଜାଇଛି । ତେବେ ଆସନ୍ତୁ ନଜର ପକେଇବା କଣ ଲେଖା ରହିଛି ଏଥିରେ । ମହଦଧୀ ସେହିକାଳେ ମାଡିଣ ଆସିବ ମହା ପ୍ରଳୟ ବୋଲିଣ ଜଗତ ଜାଣିବ ନିଳାଚଳ ବାନା ବାଟ କମ୍ପିଣ ଉଠିବ । ଅମରାବତୀ କଟକ ନାମ ଜାରି ହେବ ।
ନଗ୍ରେ ନଗ୍ରେ ଚଣ୍ଡି ଯେ ଚାମୁଣ୍ଡା ଘେରିଯିବେ ଘୋର କଳିନାଶ ହେଲା ବୋଲିଣ ଜାଣିବେ । ରାମ ନାମ ବୁଣୁ ଥିବୁ ହୃଦୟ ପଞାର ଶ୍ରୀ ଗୁରୁ ଧ୍ୟାୟି ଅହଇ ଅଚ୍ୟୁତ ପାମର । ତେବେ ବନ୍ଧୁଗଣ ଏମିତି କିଛି ଲେଖା ରହିଛି ମାଳିକା ରେ ଜାହା ଆଗାମୀ ସମୟ ରେ ଘଟିବା ପାଇଁ ଯାଉଛି । ଏବଂ ସମୁଦ୍ର ରୁ ଏତେ ବଡ ବଡ ତରଙ୍ଗ ମାନ ଉଠିବ ଯେ ସବୁ କିଛି ସ୍ମାସ୍ ହୋଇଯିବ । ତେବେ ମାହା ପ୍ରଳୟ ରେ ଏହି ପରି କିଛି ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଯାହା ଜଣା ପଡୁଛି ଏହି ମାଳିକା ପଦରୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।